Browsing Category
Breaking News
ଆଜି ରାଜ୍ୟରେ ୧୨୦୮ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
SBI YONO ଆପରେ ପର୍ସନାଲ Gold Loan ପାଆନ୍ତୁ କମ୍ ସୁଧରେ, ଜାଣନ୍ତୁ ଏହାର ପ୍ରୋସେସ୍
ନୂଆଦିଲ୍ଲୀ: ଏସବିଆଇର ଡିଜିଟାଲ ପ୍ଲାଟଫର୍ମ ୟୋନୋ (ୟୁ ନିଡ୍ ଓନଲି ୱାନ୍) ମାଧ୍ୟମରେ ଆପଣମାନେ ପର୍ସନାଲ ଗୋଲ୍ଡ ଲୋନ୍ ନେଇପାରିବେ । ବର୍ତ୍ତମାନ କରୋନା ସମୟରେ ସାଧାରଣ ଲୋକେ ବ୍ୟବସାୟ, ଚାକିରିକୁ ନେଇ ଚିନ୍ତିତ…
SCB କୋଭିଡ ହସ୍ପିଟାଲର ୪ ମହଲାରୁ ଖସିପଡି ରୋଗୀ ମୃତ
କଟକ(ଓଡ଼ିଶା ଭାସ୍କର): କଟକ ଏସସିବି କୋଭିଡ ହସ୍ପିଟାଲରେ ପୁଣି ଏକ ଅଘଟଣ ଘଟିଯାଇଛି । ଏସସିବି କୋଭିଡ ହସ୍ପିଟାଲ-୧ର ଚାରି ମହଲାରୁ ଖସିପଡି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ରୋଗୀ ଜଣକ ଝରକା ପଟେ ତଳକୁ ଖସିପଡିଥିବା…
୨ ମହିଳାଙ୍କ ଉପରେ ମାଡିଗଲା ପିକଅପ୍, ଜଣେ ମୃତ
ବଲାଙ୍ଗିର(ଓଡ଼ିଶା ଭାସ୍କର): ବଲାଙ୍ଗିର ଜିଲ୍ଲା ଦୁର୍ଗା ମନ୍ଦିର ନିକଟରେ ଘଟିଛି ଏକ ଭୟଙ୍କର ସଡକ ଦୁର୍ଘଟଣା । ମନ୍ଦିର ଯିବା ବାଟରେ ୨ ମହିଳାଙ୍କ ଉପରେ ମାଡିଯାଇଛି ପିକଅପ୍ । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ହିଁ ଜଣେ…
ଅଗଷ୍ଟ ୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ
ଭୁବନେଶ୍ୱର: ରାଜ୍ୟରେ ଅଗଷ୍ଟ ୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ । ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ । କୋଭିଡ୍ କଟକଣା ମଧ୍ୟରେ କ୍ଲାସ କରିବାକୁ ଗଣଶିକ୍ଷା ସଚିବଙ୍କ ଚିଠି । ରବିବାର ଓ ସାଧାରଣ…
କୋଟିପତି ପିଏସ୍ ବିରଞ୍ଚି ନେଟୱର୍କରେ କମିସନରେଟ୍ ପୋଲିସ୍!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁବେର ପିଏସ୍ ବିରଞ୍ଚି ସାହୁ ଗିରଫ ଘଟଣାର ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର । ‘ଟଙ୍କା ଦିଅ ଚାକିରି ନିଅ’ର ଜାଲ କେମିତି ବୁଣିଥିଲେ ବିରଞ୍ଚି ତାର ଏକ ନୂଆ ଫର୍ଦ୍ଦ ପୁଣି ଯୋଡ଼ିହୋଇଛି ।…
ଦୁଗ୍ଧ ଚାଷୀଙ୍କ ପାଇଁ ୧୧ କୋଟିର କୋଭିଡ ସହାୟତା: ୧ ଲକ୍ଷ ଚାଷୀ ହେଲେ ଉପକୃତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ଦୁଗ୍ଧ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ୱାରା ଏକ ଲକ୍ଷ ଦୁଗ୍ଧ ଚାଷୀ ୬୦୦୦ ଟଙ୍କା ପର୍ଯ୍ୟନ୍ତ…
ଶାରଳା ପୁରସ୍କାର ପାଇବେ ପାରମିତା ଶତପଥି
ଓଡ଼ିଶା ଭାସ୍କର ବ୍ୟୁରୋ: ଇମ୍ଫା ପକ୍ଷରୁ ପ୍ରତିବର୍ଷ ଦିଆଯାଉଥିବା ଶାରଳା ପୁରସ୍କାର ଚଳିତଥର ଘୋଷଣା ହୋଇଯାଇଛି । କଥାକାର ପାରମିତା ଶତପଥି ପାଇବେ ଏହି ସମ୍ମାନଜନକ ପୁରସ୍କାର । ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା ଅର୍ଥ…
ଚେକ୍ ଦ୍ୱାରା ପେମେଣ୍ଟ୍ କରୁଛନ୍ତି କି? ଜାଣନ୍ତୁ ଆରବିଆଇର ନୂଆ ନିୟମ, ନଚେତ୍ ଦେବାକୁ ପଡ଼ିବ ପେନାଲ୍ଟି
ଓଡ଼ିଶା ଭାସ୍କର ବ୍ୟୁରୋ: ଯଦି ଆପଣ ଚେକ୍ ଜରିଆରେ ପେମେଣ୍ଟ୍ କରୁଛନ୍ତି ତେବେ ଆପଣଙ୍କୁ ଏବେ ଠାରୁ ଅଧିକ ସାବଧାନ ରହିବାକୁ ପଡ଼ିବ । ଆରବିଆଇ ପକ୍ଷରୁ ଅଗଷ୍ଟ ୧ ତାରିଖରୁ ବ୍ୟାଙ୍କ୍ ସହ ଜଡ଼ିତ ଅନେକ ଗୁଡ଼ିଏ ନିୟମରେ…
ବିଧାୟିକାଙ୍କ ଘରେ ଭଙ୍ଗାରୁଜା, ବୋମା ମାଡ଼
ଖଲ୍ଲିକୋଟ ବିଧାୟିକାଙ୍କ ଘରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ଦୁର୍ବୁତ୍ତଙ୍କ ଭଙ୍ଗାରୁଜା । ଖଲ୍ଲିକୋଟ ନିର୍ମଳଝର ନିକଟ ଭଡ଼ାଘରେ ଭଙ୍ଗାରୁଜା । ଘରେ କେହି ନଥିବାବେଳେ ବାହରେ…