Browsing Category

Breaking News

କଟକର ମେୟର ପ୍ରାର୍ଥୀ ଭାବେ ଏହି ଅଭିନେତାଙ୍କୁ ବାଛିଲା ବିଜେପି, ଜାଣନ୍ତୁ କିଏ?

କଟକ(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । କଂଗ୍ରେସ ଓ ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଏବେ ବିଜେପି କରିଛି…

ବସ୍ ଆଗରେ ଷଣ୍ଟ୍ ଦେଖାଇବା ପଡିଲା ମହଙ୍ଗା: ଓଲଟି ପଡିଲା କାର୍, ଦେଖନ୍ତୁ Video

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଏପରି କିଛି କିଛି ଭିଡିଓ ସାମ୍ନାକୁ ଆସୁଛି, ଯାହାକୁ ଦେଖି ଆପଣ ବି ମୁଣ୍ଡରେ ହାତ ଦେବେ । ସେହିପରି ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ବ୍ୟକ୍ତି…

ଶସ୍ତା ଫୋନ୍ କିଣିବାକୁ ଚାହୁଁଛନ୍ତି କି? ମାର୍ଚ୍ଚ ୭ରେ ଆସୁଛି Realmeର ନୂଆ ଡିଭାଇସ୍, ଦିଲ୍ ଖୁସ୍ କରିଦେବ ଫିଚର୍ସ

ନୂଆଦିଲ୍ଲୀ: Realme ଭାରତୀୟ ବଜାରରେ ନିଜର C-ସିରିଜ୍ ର ନୂଆ ସ୍ମାର୍ଟଫୋନ୍ ଆଣିବାକୁ ଯାଉଛି । ଏହାର ନାମ Realme ସି୩୫ ହେବ । ଖାସ୍ କଥା ହେଉଛି ଏହି ଫୋନ୍ କୁ ଖୁବ୍ କମ୍ ଦାମ୍ ରେ ଲଞ୍ଚ୍ କରାଯାଉଛି । ଫୋନ୍ ଟି…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୨୯ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଦୁଃଖ ଖବର: ଆସନ୍ତା ଏପ୍ରିଲ ମାସରୁ ବଢ଼ିବ Bike Insurance Premium

ନୂଆଦିଲ୍ଲୀ: ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଏକ ନିରାଶାଜନକ ଖବର । ଆସନ୍ତା ଏପ୍ରିଲ ମାସରୁ ମହଙ୍ଗା ହେବାକୁ ଯାଉଛି ଗାଡ଼ି ବୀମା । କୋଭିଡ କାରଣରୁ ଗତ ଦୁଇବର୍ଷ ହେଲା ଗାଡ଼ିଗୁଡ଼ିକର ତୃତୀୟ ପକ୍ଷ ବୀମା ପ୍ରିମିୟମରେ ସଂଶୋଧନ…

ନିଜ ଦେଶର ବାର୍ତ୍ତାକାରଙ୍କୁ ଗୁଳି ମାରିଦେଲେ ୟୁକ୍ରେନ ସେନା

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗିରହିଥିବା ବେଳେ ଆଜି ହେଉଛି ଯୁଦ୍ଧର ଏକାଦଶ ଦିନ । ଏହି ଲଢ଼େଇକୁ ଆଜିକୁ ୧୧ ଦିନ ବିତିଯାଇଛି । କିନ୍ତୁ ଯୁଦ୍ଧ କମିବାର ନାଁ ଧରୁନାହିଁ । ରୁଷ ସେନା…

ମରିପଲ ସହରରେ ରୁଷିଆର ବୋମାମାଡ଼: ୟୁକ୍ରେନକୁ ସହାୟତା ନେଇ ବାଇଡେନ୍-ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା

କିଭ: ୟୁକ୍ରେନ ଉପରେ ପୁଣି ଜୋରଦାର ଆକ୍ରମଣ କରିଛି ରୁଷିଆ । ୟୁକ୍ରେନର ବନ୍ଦର ସହର ମରିପଲକୁ ରୁଷୀୟ ସେନା ଟାର୍ଗେଟ କରିଛନ୍ତି । ମରିପଲ ସହର ଉପରକୁ ରୁଷୀୟ ସେନା ଘନ ଘନ ବୋମାମାଡ଼ କରୁଥିବା ଘଟଣା ସାମ୍ନାକୁ ଆସୁଛି ।…

ୟୁକ୍ରେନ-ରୁଷ ଯୁଦ୍ଧ ମଧ୍ୟରେ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ବଢ଼ିଲା ଦର, ରୋଷେଇ ଘରଉପରେ ସିଧା ପ୍ରଭାବ; IMF ଦେଲେ ଚେତାବନୀ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ କାରଣରୁ ଏବେ ଅନ୍ୟ ଦେଶ ଗୁଡ଼ିକ ଉପରେ ଜୋରଦାର୍ ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ଶସ୍ୟର ଦାମ୍ ବଢ଼ିଯାଇଥିବା ଦେଖିବାକୁ ମିଳିଛି । ଯୁଦ୍ଧ…

ରାଜ୍ୟର ସରକାରୀ ମେଡିକାଲ କଲେଜରେ ବୃଦ୍ଧିହେବ ଫିସ୍, ଆଗକୁ ପ୍ରାଇଭେଟରେ ମଧ୍ୟ ବଢ଼ିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜ୍ୟରେ ମହଙ୍ଗା ହେବ ସରକାରୀ କଲେଜରେ ମେଡିକାଲ ପାଠପଢ଼ା । ରାଜ୍ୟର ଛାତ୍ରଛାତ୍ରଙ୍କୁ ଏବେ ଦେବାକୁ ପଡ଼ିବ ଅଧିକ ଫିସ୍ । ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ପାଇଁ ଫିସ୍ ୪୯ ପ୍ରତିଶତ…

ତଳିତଳାନ୍ତ ଅବସ୍ଥାରେ ରୁଷ, ଦେଶରେ Visa ଓ Mastercard ସେବା ମଧ୍ୟ ହେଲା ବନ୍ଦ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ହମଲା କରିବା ପରଠାରୁ ରୁଷକୁ ଏକ ବଡ଼ ଧରଣର ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡ଼ୁଛି । ଆମେରିକାର ନେତୃତ୍ୱରେ ପଶ୍ଚିମ ଦେଶ ଗୁଡ଼ିକ ରୁଷ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇବାରେ ଲାଗିଛି…