fbpx
Browsing Category

Breaking News

ସଞ୍ଜୟ ଦତ୍ତଙ୍କୁ ଗୋଲ୍ଡେନ ଭିସା ପ୍ରଦାନ କଲା ୟୁଏଇ

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଗୋଲ୍ଡେନ ଭିସା ପ୍ରଦାନ କରିଛନ୍ତି ସଂଯୁକ୍ତ ଆରବ ଏମିରେଟ୍ସ କର୍ତ୍ତୃପକ୍ଷ । ଏହି ପରିପ୍ରେକ୍ଷୀରେ ୟୁଏଇର ଜିଡିଆରଏଫଏ, ଦୁବାଇ ମହାନିର୍ଦ୍ଦେଶକ ମେଜର ଜେନେରାଲ ମହମ୍ମଦ ଅଲ୍ ମାରି…

ଟିକାକରଣରେ ବିଶ୍ୱସ୍ତରରେ ଭାରତର ସ୍ଥାନ ଦ୍ୱିତୀୟ

ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ୱିତୀୟ ଲହର ଦେଶରେ ଭୟଙ୍କର ସାବ୍ୟସ୍ତ ହୋଇଥିବା ବେଳେ ବର୍ତ୍ତମାନ ଟିକାକରଣକୁ ତ୍ୱରାନ୍ୱିତ କରାଯାଉଛି । ଦେଶରେ ତୃତୀୟ ପର୍ୟ୍ୟାୟ ଟିକାକରଣ ଜାରି ରହିଥିବା ବେଳେ ଏହାରି ମଧ୍ୟରେ ଭାରତ…

ପୁଣି ବ୍ୟାପିଲାଣି ବ୍ୟୁବୋନିକ୍ ପ୍ଲେଗ୍, ବଢ଼ୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : କରୋନା ମହାମାରୀ କାଳରେ ଏବେ ଆଉ ରୋଗ ବିପଦ ହୋଇ ଠିଆ ହୋଇଛି । ମହାମାରୀ କାରଣରୁ ଅନେକ ଲୋକ ଏବେ ହନ୍ତସନ୍ତ ହେଉଥିବା ବେଳେ ଆଫ୍ରିକାର କଙ୍ଗୋରେ ପୁଣି ମାତିଛି ବ୍ୟୁବୋନିକ ପ୍ଲେଗ । ଆଫ୍ରିକାର ନାଗରିକ…

ଦେଶରେ ଦିନକରେ ୩,୮୪୭ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୩୫କୁ ବୃଦ୍ଧି ପାଇଛି । ଦେଶରେ ୨୪ ଘଣ୍ଟାରେ କୋରୋନା ନେଇଛି ୩,୮୪୭ ଜଣଙ୍କ ଜୀବନ । ଦେଶରେ ଦିନକରେ ୨ ଲକ୍ଷ ୧୧ ହଜାର ୨୯୮ କୋରୋନାରେ ଆକ୍ରାନ୍ତ…

ଆକାଶମାର୍ଗରୁ ବାତ୍ୟାଞ୍ଚଳର ଏରିଏଲ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଅପରାହ୍ନରେ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶମାର୍ଗରୁ ବାତ୍ୟା ‘ୟଶ’ ପରର ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ପ୍ରଭାବିତ ଅଞ୍ଚଳ ବାଲେଶ୍ୱର, ଭଦ୍ରକ ଓ…

କରୋନାରେ ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

କଟକ: ରାଜ୍ୟରେ ଏବେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା ହ୍ରାସ ପାଇଥିଲେ ବି ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଥିରେ ଅନେକ ରାଜନେତା ଓ ସେଲିବ୍ରିଟମାନଙ୍କ ଜୀବନ ଚାଲିଯାଇଥିବା ବେଳେ ଲକ୍ଷ ଲକ୍ଷ ଲୋକେ ଏବେ ବି…

ଓଡ଼ିଶାରୁ ଆଉ ୩୪ ଜୀବନ ନେଲା ମହାମାରୀ, ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ବର (ଓଡ଼ିଶା ଭାସ୍କର):  ଓଡ଼ିଶା କରୋନା ଗ୍ରାଫ୍ ତଳମୁହାଁ ହୋଇଥିବା ବେଳେ ରେକର୍ଡ ଭାଙ୍ଗୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୪ ଜୀବନ ନେଲା ମହାମାରୀ କରୋନା । ରାଜ୍ୟରେ କୋଭିଡ ମୃତ୍ୟୁ…

ବିଜେପି ବିଧାୟକଙ୍କୁ ଅଶ୍ଲୀଳ ଭିଡିଓର ଡର ଦେଖାଇ ବ୍ଲାକମେଲ କରୁଥିଲେ ଦଳର ନେତ୍ରୀ, ଆଉ ଏବେ…

ହରିଦ୍ୱାର: ହରିଦ୍ୱାରର ଜ୍ୱାଲାପୁର ବିଧାନସଭାର ବିଧାୟକ ସୁରେଶ ରାଠୌରଙ୍କୁ ଏକ ଅଶ୍ଲୀଳ ଭିଡିଓର ଡର ଦେଖାଇ ଟଙ୍କା ମାଗୁଥିବା ଘଟଣା ସାମ୍ନାକୁ ଆସିଛି । ଟଙ୍କା ନମିଳିଲେ ଫଟୋକୁ ଭାଇରାଲ କରିବାକୁ ଧମକ ଦେଇ ମୋଟା ଅଙ୍କର…

ଓଡିଶାରେ କରୋନା ଗ୍ରାଫ୍ ତଳମୁହାଁ: ୨୪ ଘଣ୍ଟା ମଧ୍ୟରେ ୬ହଜାର ୭୩୬ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର(ଓଡିଶା ଭାସ୍କର): ୟଶ୍ ପ୍ରଭାବରେ କରୋନା ଗ୍ରାଫ୍ ତଳମୁହାଁ ହୋଇଛି । ଗତ ୨୪ ଘଣ୍ଟା ରାଜ୍ୟରେ ୬ ହଜାର ୭୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ ହଜାର ୭୭୪ ଜଣ ଓ ସ୍ଥାନୀୟ…

ପଶ୍ଚିମବଙ୍ଗରେ ‘ୟଶ୍’ ତାଣ୍ଡବ: ୧ କୋଟି ଲୋକ ପ୍ରଭାବିତ, ୩ ଲକ୍ଷ ଘର କ୍ଷତିଗ୍ରସ୍ତ

କୋଲକାତା (ଓଡ଼ିଶା ଭାସ୍କର) : ଓଡିଶା ପରେ ସାମୁଦ୍ରିକ ଝଡ ୟଶ୍‌ ପଶ୍ଚିମବଙ୍ଗରେ ମଧ୍ୟ କ୍ଷୟକ୍ଷତି ଘଟାଇଛି । ବାତ୍ୟାର କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ସୂଚନା ଦେଇଛନ୍ତି । ସେ କହିଛନ୍ତି,…