Browsing Category

Breaking News

ବିପଦରେ ୨୦ ଓଡ଼ିଆ ଡାକ୍ତରୀ ଛାତ୍ରଙ୍କ ଜୀବନ: ଖାଇବାକୁ ମିଳୁନି କି ଯୋଗାଯୋଗ ସମ୍ଭବ ହେଉନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରୁଷିଆ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ କାରଣରୁ ଗତକାଲି ଜଣେ ଭାରତୀୟ ଛାତ୍ର ମୃତ୍ୟୁବରଣ କରିଥିଲେ । ଖାରକିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ପାଠ ପଢ଼ୁଥିବା ନବୀନ ଶେଖାରପ୍ପା…

ମୋ ପୁଅ ୯୭ ପ୍ରତିଶତ ମାର୍କ ରଖିଥିଲା, ତଥାପି ମେଡିକାଲରେ ସିଟ୍ ମିଳିନଥିଲା: ନବୀନଙ୍କ ପିତା

ନୂଆଦିଲ୍ଲୀ: ୟୁକ୍ରେନକୁ ମେଡିକାଲ ପାଠ ପଢ଼ିବାକୁ ଯାଇ ମୃତ୍ୟୁବରଣ କରିଥିବା ୨୧ ବର୍ଷୀୟ ଛାତ୍ର ନବୀନ ଶେଖାରପ୍ପା ଜ୍ଞାନଗୌଡରଙ୍କୁ ଝୁରୁଛନ୍ତି ତାଙ୍କର ପିତାମାତା । ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇରେ…

ରୁଷ ପାଇଁ ବାୟୁସୀମା ବନ୍ଦ କଲା ଆମେରିକା: ରାଷ୍ଟ୍ରପତି ବାଇଡେନ ଦେଲେ ଖୋଲା ଧମକ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରଖିଛି । ଏହାରି ମଧ୍ୟରେ ରୁଷିଆ ପାଇଁ ନିଜ ସୀମା ବନ୍ଦ କରିଛି ଆମେରିକା । ଦେଶ ଉଦ୍ଦେଶ୍ୟରେ ଅଭିଭାଷଣରେ ରାଷ୍ଟ୍ରପତି ଜୋ ବାଇଡେନ ଏହି ଘୋଷଣା କରିଛନ୍ତି । ଏହା ସହ…

IPLକୁ ଏଣ୍ଟ୍ରି ମାରିବେ କି ରୈନା, ଏହି ଫ୍ରାଞ୍ଚାଇଜରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ: ଚଳିତ ଆଇପିଏଲ ପାଇଁ ଖେଳାଳିଙ୍କ ନିଲାମୀ ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ଅନେକ ଖେଳାଳିଙ୍କୁ କୌଣସି ଫ୍ରାଞ୍ଚାଇଜ୍ କିଣିବାକୁ ମନ ବଳାଇନଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଅନସୋଲ୍ଡର ହେଉଛନ୍ତି ସୁରେଶ…

ଦରକାରଠାରୁ ଅଧିକ ପାଣି ପିଉଥିଲେ ସାବଧାନ୍! ଶରୀରକୁ ହେବ ଏପରି କ୍ଷତି

ନୂଆଦିଲ୍ଲୀ: କଥାରେ ଅଛି, ଜଳ ହିଁ ଜୀବନ । ପାଣି ପିଇବାର ଅନେକ ଫାଇଦା ରହିଛି, ଏହା ଶରୀରକୁ ହାଇଡ୍ରେଟ୍ ରଖେ । ଚର୍ମରୁ ନେଇ ଶରୀରରୁ ବିଷାକ୍ତ କଣିକା ବାହାର କରିବା ପାଇଁ ପାଣି କାମ କରେ । ଶରୀରର ସମସ୍ତ ଅଙ୍ଗକୁ…

ପରମାଣୁ ଆଟାକ୍ ଆଉ ବିଳମ୍ବ ନୁହେଁ: ସୁରକ୍ଷା ପାଇଁ ନିଜ ପରିବାର ବର୍ଗଙ୍କୁ ଅଣ୍ଡରଗ୍ରାଉଣ୍ଡ କଲେ ପୁଟିନ୍

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ବିଭିନ୍ନ ବିଭିନ୍ନ ରାଷ୍ଟ୍ରଙ୍କ ତାଗିଦ ପରେ ମଧ୍ୟ ରୁଷିଆ ୟୁକ୍ରେନ ଉପରେ ହମଲା ଜାରି ରଖିଛି । ତେବେ ଏହା ମଧ୍ୟରେ ରୁଷ…

ବଟାନିକାଲ ଗାର୍ଡେନରେ ଭୋଜିକୁ ମିଳିଲା ଅନୁମତି, ଏଣିକି ଅନ୍‌ଲାଇନ୍ ଓ ଅଫଲାଇନ୍‌ରେ ବୁକିଂ କରିପାରିବେ ପିଣ୍ଡି

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ନନ୍ଦନକାନନ ରାଜ୍ୟ ଉଦ୍ଭିଦ ଉଦ୍ୟାନ(ବଟାନିକାଲ ଗାର୍ଡେନ)ରେ ଭୋଜି କରିବା ପାଇଁ ମିଳିଲା ଅନୁମତି । ସୋମବାର ନନ୍ଦନକାନନ କତ୍ତୃପକ୍ଷ ଏହି ଘୋଷଣା କରିବା ପରେ ପର୍ଯ୍ୟଟକଙ୍କ ମହଲରେ ଖୁସିର…

ଏକତରଫା ପ୍ରେମ କରି ଛେଚା ଖାଇଲେ ଯୁବକ, ମନ୍ଦିର ଯାଉଥିବା ବେଳେ ଯୁବତୀଙ୍କୁ ହଇରାଣ କରିବା ସହ ଦେଇଥିଲେ ଧମକ

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ବାଲିପାଟଣା ଥାନା ଅନ୍ତର୍ଗତ ବାଗଲପୁର ଗ୍ରାମରେ ମଙ୍ଗଳବାର ଏକ ଅଭାବନିୟ ଘଟଣା ଘଟି ଯାଇଛି । ଏକ ତରଫା ପ୍ରେମ କରିବା ଯୋଗୁ ଝିଅ ଘର ଲୋକ ଯୁବକ ଙ୍କୁ ମାଡ ମାରିଥିବା ସୂଚନା ମିଳିଛି ।…

ମହାଶିବରାତ୍ରି ଅବସରରେ ଉଜୈନରେ ଦୀପୋତ୍ସବର ବିଶ୍ୱ ରେକର୍ଡ, ୧୦ ମିନିଟରେ ଜଳିଲା ୧୧ ଲକ୍ଷ ୭୧ ହଜାର ଦୀପ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ମହାଶିବରାତ୍ରୀ ଅବସରରେ ମହାକାଳ ନଗରୀ ଉଜୈନରେ ଚତୁର୍ଦ୍ଦିଗ ଦୀପରେ ଝଲମଲ କରୁଥିବା ଦେଖିବାକୁ ମିଳିଥିଲା । ଏଠାରେ ଗତକାଲି ଦୀପୋତ୍ସବର ବିଶ୍ୱ ରେକର୍ଡ ହୋଇଥିଲା । ମଙ୍ଗଳବାର ଦିନ ସନ୍ଧ୍ୟାରେ ୧୦ ମିନିଟ୍…

ଶିବରାତ୍ରୀ ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ, ଡେଲାଙ୍ଗରେ ଜଳିଗଲା ୧୦ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଡେଲାଙ୍ଗ (ଭାସ୍କର ନ୍ୟୁଜ୍‌): ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଳିଡା ପଞ୍ଚାୟତ ଅଧିନ ହୁମର ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ନିଆଁ ଲାଗି ୧୦ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି ।ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି…