Browsing Category

Breaking News

ପ୍ରିଜାଇଡିଂ ଅଫିସରଙ୍କ ହୃଦ୍‌ଘାତରେ ମୃତ୍ୟୁ, ମତଦାନ କାର୍ଯ୍ୟରେ ଯୋଗଦେବାକୁ ବାହାରିଥିବା ବେଳେ ଚାଲିଗଲା ଜୀବନ

ଆଠମଲ୍ଲିକ, (ଭାସ୍କର ନ୍ୟୁଜ୍‌):  ତାଳଚେରରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ପାଇଁ ଯାଉଥିବା ପ୍ରିଜାଇଡିଂ ଅଫିସର ଶୁଭେନ୍ଦୁ ନାୟକଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି ।…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌, ୬୭.୫୧ ଲକ୍ଷ ଭୋଟର ସାବ୍ୟସ୍ତ କରିବେ ମତାଧିକାର

ଭୁବନେଶ୍ୱର,  (ଭାସ୍କର ନ୍ୟୁଜ୍‌): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଅନୁଷ୍ଠିତ ହେବ ଭୋଟଗ୍ରହଣ । ଏଥିନେଇ ପୋଲିଂ ପାର୍ଟି ସ୍ଥାପନ କରାଯାଇଥିବା ବୁଥ୍‌ଗୁଡ଼ିକରେ ପହଞ୍ଚିଛନ୍ତି।  ମତଦାନ…

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କୁ ପୁଣି କରୋନା

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୁଣି ଥରେ କୋରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ଆରଟି ପିସିଆର ଟେଷ୍ଟ ରିପୋର୍ଟ କରୋନା ପଜିଟିଭ ଆସିଛି । ମୁଖ୍ୟମନ୍ତ୍ରୀଙ୍କୁ ହାଲୁକା ଜ୍ୱର ଥିବା ବେଳେ…

ରାଜ୍ୟରେ ଏହି ତାରିଖରୁ ଖୋଲିବ ଅଙ୍ଗନବାଡ଼ି ଓ ପ୍ରାଥମିକ ସ୍କୁଲ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ହ୍ରାସ ପାଉଥିବା ବେଳେ ଅନେକ ରାଜ୍ୟରେ ସ୍କୁଲଗୁଡ଼ିକୁ ପୁଣିଥରେ ଖୋଲିବାରେ ଲାଗିଲାଣି । ପଶ୍ଚିମବଙ୍ଗରେ ବି ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ୧୬ ଫେବ୍ରୁଆରୀରୁ…

ପୋଷ୍ଟ ଅଫିସର ଗ୍ରାହକମାନେ କରନ୍ତୁ ଏହି ଜରୁରୀ କାମ, ନହେଲେ ହୋଇପାରେ ବଡ଼ କ୍ଷତି

ନୂଆଦିଲ୍ଲୀ: ଆଜି ଦେଶର ଲୋକମାନେ ପୋଷ୍ଟ ଅଫିସରେ ଟଙ୍କା ନିବେଶ କରିବାକୁ ସୁରକ୍ଷିତ ଭାବୁଛନ୍ତି । ପୋଷ୍ଟ ଅଫିସ ଯୋଜନାଗୁଡ଼ିକର ସବୁଠାରୁ ଖାସ୍ କଥା ହେଉଛି କି, ଏଥିରେ ନିବେଶ କରିବାର କୌଣସି ବିପଦ ନାହିଁ ଓ ରିଟର୍ଣ୍ଣ…

ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ହେଲେ ଭାରତର ବହୁତ କ୍ଷତି ଘଟିବ: ଜାଣନ୍ତୁ କ’ଣ ସେସବୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱ ସମ୍ମୁଖରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଆଶଙ୍କା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ତେବେ ପୂର୍ବରୁ ରୁଷ ୟୁକ୍ରେନକୁ ତିନି ପଟରୁ ଘେରିବା ସହ ୧.୩ ଲକ୍ଷରୁ ଅଧିକ ସୈନ୍ୟ,…

ପୁଣି ଜଣଙ୍କୁ ହତ୍ୟା କଲେ ମାଓବାଦୀ

କନ୍ଧମାନ(ଓଡ଼ିଶା ଭାସ୍କର): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ଗୁମୁ ଗ୍ରାମରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ହତ୍ୟା କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ,…

୪ ନିଖୋଜ ଛାତ୍ରଙ୍କ ମିଳିଲା ସୁରାକ୍, ଜାମତାରା ଲିଙ୍କ୍…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରୁ ନିଖୋଜ ହୋଇଥିବା ୪ ଇଞ୍ଜିନିୟରିଂ ଛାତ୍ରଙ୍କ ବାବଦରେ ମିଳିଛି ସୁରାକ୍ । ଭୁବନେଶ୍ୱରରୁ ୪ ଜଣଙ୍କୁ ଉଠାଇନେଇଛି ଅଇଁଠାପାଲି ଥାନା ପୋଲିସ । ଜାମତାରା ଗ୍ୟାଙ୍ଗର ସଦସ୍ୟଙ୍କ…

ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ: ନିର୍ବାଚନ ସ୍ଥଗିତ

ବରଗଡ଼(ଓଡ଼ିଶା ଭାସ୍କର): ଭଟ୍ଟଲି ବ୍ଲକ କେଲେଣ୍ଡାପାଲି ପଞ୍ଚାୟତର ସରପଞ୍ଚ ନିର୍ବାଚନ ସ୍ଥଗିତ ହୋଇଛି । ସରପଞ୍ଚ ପ୍ରାର୍ଥୀ ସରୋଜ ସେଠଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ହୋଇଛି । ନିର୍ବାଚନ ସ୍ଥଗିତ ଘୋଷଣା କରିଛନ୍ତି…

ପ୍ୟାନ୍, ଆଧାର ଦେଖାଇ ଭୋଟ ଦେଇହେବ: ନିର୍ବାଚନ କମିଶନର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ସରିଛି ପ୍ରଥମ ପର୍ଯ୍ୟାୟ ପ୍ରଚାର । ଏହାରି ମଧ୍ୟରେ ଭୋଟ ଗ୍ରହଣ ସମ୍ପର୍କରେ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ…