Browsing Category
Breaking News
ଗଞ୍ଜାମରେ ଦିଆଯିବ କୋଭାକ୍ସିନ ଟିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଟିକାକରଣକୁ ବ୍ୟାପକ କରିଛନ୍ତି ରାଜ୍ୟ ସରକାର । ଏପର୍ଯ୍ୟନ୍ତ ରାଜ୍ୟରେ ତିନିଟି ଟିକା ଦିଆଯାଉଥିବାବେଳେ କେବଳ ଭୁବନେଶ୍ୱରକୁ ଛାଡ଼ି ଅନ୍ୟ ସବୁ ସ୍ଥାନରେ କୋଭିଶିଲ୍ଡ ଟିକା…
ସିଲ୍ ହେଲା ଭିଏସଏସ ନଗର ମାର୍କେଟ୍, ରାଜଧାନୀରେ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପରେ ଗୋଟିଏ ଦୋକାନ ଓ ବଜାର ଆଦି ସିଲ୍ କରୁଛି ବିଏମସିର ଏନଫୋର୍ସମେଣ୍ଟ୍ ଟିମ୍ । କୋଭିଡ୍ କଟକଣା ଉଲ୍ଲଂଘନ କରିବା ଅଭିଯୋଗରେ ବାଧ୍ୟହୋଇ ରାଜଧାନୀରେ କାର୍ଯ୍ୟାନୁଷ୍ଠାନ ନେଉଛି…
ଏଣିକି ଗର୍ଭବତୀ ନେବେ ଟିକା, କେନ୍ଦ୍ର ଦେଲା ଅନୁମତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଦେଶରେ ଗର୍ଭବତୀ ମହିଳାମାନଙ୍କୁ ଦିଆଯିବ କୋଭିଡ୍ ଟିକା। ଟିକାକରଣ ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ)ର ସୁପାରିଶ…
ଶ୍ରାବଣ ୨୦୨୧: ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ମହାଦେବଙ୍କ ପ୍ରିୟ ମାସ ଓ କିପରି କରିବେ ପୂଜାର୍ଚ୍ଚନା
ଓଡ଼ିଶା ଭାସ୍କର ବ୍ୟୁରୋ: ମହାଦେବ ଶିବଙ୍କ ଭକ୍ତଙ୍କୁ ସବୁ ବର୍ଷ ଶ୍ରାବଣ ମାସର ଅପେକ୍ଷା ରହିଥାଏ । ଏହି ସାୱନ୍ ମାସ ହିନ୍ଦୁ ଧର୍ମରେ ଖୁବ୍ ପବିତ୍ର ବୋଲି ଧରାଯାଏ । ଶିବ ଭକ୍ତ ମାନେ ଏହି ସମୟରେ ମହାଦେବଙ୍କୁ ଖୁବ୍…
ଦିଲ୍ଲୀ ଏୟାରପୋର୍ଟରେ ତଳେ ବସି RTPCR ଫର୍ମ ଭରୁଛନ୍ତି ଯାତ୍ରୀ, ଏହି ଅବ୍ୟବସ୍ଥାକୁ ନେଇ ଭଡ଼କିଲେ ରାଜାମୌଲୀ
ନୂଆଦିଲ୍ଲୀ: ବାହୁବଳୀର ନିର୍ଦ୍ଦେଶକ ଏସ.ଏସ୍. ରାଜାମୌଲୀ ଦିଲ୍ଲୀ ଏୟାରପୋର୍ଟ ଦେଖାଯାଉଥିବା କିଛି ଅବ୍ୟବସ୍ଥା ଉପରେ କ୍ରୋଧ ପ୍ରକାଶ କରିଛନ୍ତି । ଏନେଇ ସେ ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ,…
ରାଜ୍ୟରେ ପହଞ୍ଚିଲା ୯,୪୩,୯୩୦ କୋଭିସିଲ୍ଡ ଟିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଟକାକରଣକୁ ବ୍ୟାପକ କରିଛନ୍ତି ରାଜ୍ୟ ସରକାର । ରାଜ୍ୟକୁ ପର୍ଯ୍ୟାପ୍ତ ଟିକା ଯୋଗାଇ ଦେବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଆସୁଛନ୍ତି ।
ଏହି କ୍ରମରେ ଆଜି ରାଜ୍ୟକୁ…
ପ୍ରଥମ ଡୋଜରେ ଆଷ୍ଟ୍ରାଜେନିକା ନେବାପରେ ଦ୍ୱିତୀୟ ଡୋଜରେ ମଡର୍ଣ୍ଣା ନେବେ କାନାଡା ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କରୋନା ବିରୋଧରେ ଟିକାକରଣ ଏବେ ବଡ଼ ଅସ୍ତ୍ର ସାଜିଥିବା ବେଳେ କିଛି ଦେଶରେ ଟିକାକୁ ନେଇ ବିଭିନ୍ନ ପରୀକ୍ଷା ନିରୀକ୍ଷା ଜାରି ରହିଛି । କିଛି ଦେଶରେ ଟିକାର ଅଲଗା ଅଲଗା ଡୋଜ୍ ଦେବା ନେଇ ମଧ୍ୟ ଗବେଷଣା ଚାଲିଛି…
ଜୁଲାଇ ୫ରୁ ଏହି ରାଜ୍ୟରେ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ୍ ଓ ଜିମ୍
ଲକ୍ଷ୍ନୌ: କରୋନା ଭାଇରସ୍ ର ଦ୍ୱିତୀୟ ଲହରର ସଂକ୍ରମଣ କମିବା ପରେ ଏବେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଯୋଗୀ ସରକାର । ଏହି ପରିପ୍ରେକ୍ଷୀରେ ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ଜୁଲାଇ ୫ ତାରିଖରୁ ୟୁପିରେ…
ବିରାଟ ଓ ପ୍ରିୟଙ୍କା ହାଇଏଷ୍ଟ୍ ପେଡ୍ ଭାରତୀୟ ଇନଷ୍ଟା-ଷ୍ଟାର୍, ଗୋଟିଏ ପୋଷ୍ଟ ପାଇଁ ନିଅନ୍ତି ଏତିକି ଟଙ୍କା
ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ହେଉଛି ବର୍ତ୍ତମାନର ସବୁଠାରୁ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ । ଏହି ପ୍ଲାଟଫର୍ମ ମାର୍କେଟିଂ କ୍ଷେତ୍ରରେ ଲୋକମାନଙ୍କୁ ବେଶ୍ ସହାୟ ହେଉଛି । ଫ୍ୟାଶନ୍ ଠାରୁ ଆରମ୍ଭ କରି ଶିକ୍ଷା,…
ମୃତଦେହ ବୋହିବା ଘଟଣା: ୨ ଜଣ ନିଲମ୍ବିତ
ଫୁଲବାଣୀ: ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସ୍ତ୍ରୀ ମୃତଦେହ ସ୍ୱାମୀ ବୋହିନେବା ଘଟଣାରେ ୨ କର୍ମଚାରୀ ନିଲମ୍ବିତ ହୋଇଥିବାବେଳେ ଓ ଜଣେ କର୍ମଚାରୀଙ୍କୁ ବହିଷ୍କୃତ କରାଯାଇଛି ।
ନିଲମ୍ବନ ଓ ବହିଷ୍କାର ନିର୍ଦ୍ଦେଶ…