fbpx
Browsing Category

Breaking News

କରୋନା ସଂକ୍ରମଣ ଥମିବାର ନାଁ ଧରୁନି, ସରକାର ସମଗ୍ର ଦେଶରେ ଲାଗୁକଲେ ଲକଡାଉନ୍, ଜାଣନ୍ତୁ କେବେ

ଢାକା, ୩ା୪: ଦେଶରେ କରୋନା ସଂକ୍ରମଣ କମିବାର ନାଁ ଧରୁନାହିଁ । ଭାରତରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପଡ଼ୋଶୀ ଦେଶ ବାଂଲାଦେଶ ସରକାର ସମଗ୍ର ଦେଶକୁ ଲକଡାଉନ ଘୋଷଣା କରିଛନ୍ତି । ତେବେ ଏହି ଲକଡାଉନ୍ ଆସନ୍ତା…

ବିଏମସି ପରେ ଆସିଲା ସିଏମସିର ଗାଇଡଲାଇନ୍: ଜାଣନ୍ତୁ କ’ଣ

କଟକ, ୩ା୪ (ଓଡିଶା ଭାସ୍କର): ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଗତକାଲି ବିଏମସି ପକ୍ଷରୁ ଗାଇଡଲାଇନ ଆସିଥିବା ବେଳେ ଏବେ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ନୂଆ ଗାଇଡଲାଇନ୍ ଆସିଛି ।…

ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୪୧ ମୃତ, ୬୦ ଆହତ

ତାଇପେଇ, ୩ା୪: ତାଇୱାନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ୬୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଏକ ଟ୍ରକକୁ ଧକ୍କା ଦେବା ପରେ ଟ୍ରେନଟି ଏକ…

ଅପରାହ୍ମ ୩ଟା ୩୦ ସୁଦ୍ଧା ୬ ଜିଲ୍ଲା ସାବଧାନ୍!

ଭୁବନେଶ୍ୱର,୩ ।୪(ଓଡିଶା ଭାସ୍କର): ରାଜ୍ୟରେ ବଜ୍ରପାତ ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଜି ଅପରାହ୍ମ ୩ଟା ୩୦ ସୁଦ୍ଧା ୬ ଜିଲ୍ଲାକୁ ସାବଧାନ ରହିବାକୁ ସତର୍କ ସୂଚନା ଦିଆଯାଇଛି । ସୁରକ୍ଷିତ ସ୍ଥାନରେ…

ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଲେ ବିରୋଧୀ, ଜାଣନ୍ତୁ କିଏ?

ଭୁବନେଶ୍ୱର,୩ ।୪(ଓଡିଶା ଭାସ୍କର): ଲୋକାୟୁକ୍ତ ସଂଶୋଧନ ବିଲକୁ ନେଇ ଆଜି ଗୃହରେ ହୋ-ହାଲ୍ଲା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣଙ୍କ ଉପରକୁ ଚପଲ ଫୋପାଡିଛନ୍ତି ବିରୋଧୀ ସଦସ୍ୟ ।…

ବିଧାନସଭାରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ

ଭୁବନେଶ୍ୱର, ୩ା୪ (ଓଡିଶା ଭାସ୍କର): ବିଧାନସଭାରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ । ସାଧାରଣ ଓ ସାମାଜିକ, ରାଜସ୍ୱ ଓ ଆର୍ଥିକ କ୍ଷେତ୍ରର ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି । ୨୦୧୯-୨୦ ବର୍ଷ ପାଇଁ ଏହି…

ବଦଳିଗଲା ପୋଷ୍ଟ ଅଫିସରେ ଟଙ୍କା ଜମା ଓ ଉଠାଣ ନିୟମ, ଜାଣନ୍ତୁ ଏବେ କେତେ ପଡିବ ଚାର୍ଜ?

ନୂଆଦିଲ୍ଲୀ,୩ ।୪: ଗ୍ରାହକମାନଙ୍କ ପାଇଁ ଆସିଛି ବଡ ଖବର । ଯଦି ଆପଣଙ୍କ ଖାତା ପୋଷ୍ଟ ଅଫିସରେ ରହିଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ପୋଷ୍ଟ ଅଫିସରେ ସେଭିଙ୍ଗ ଆକାଉଣ୍ଟରେ ଜଡିତ ନିୟମରେ…

ଯାଁଆଳା ନବଜାତକ ଶିଶୁ ହେଲେ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠି

ଗାନ୍ଧିନଗର, ୩ା୪ : ବର୍ତ୍ତମାନ ସମଗ୍ର ଦେଶରେ କରୋନାର ଲହରୀ ମାଡ଼ି ଚାଲିଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧମାନେ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଗୁଜୁରାଟର ବଦୋଦରାରେ ଯାଁଆଳା ନବଜାତକ ଶିଶୁ କରୋନାରେ…

ଓଡିଶାର ଏହି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା, ଜାଣନ୍ତୁ କେଉଁଠି?

ଫୁଲବାଣୀ,୩ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ୨ ନମ୍ବର ୱାର୍ଡ ଡାକପାଳର…

ଖାକିରେ ଲାଗିଲା କଳଙ୍କର ଛିଟା: ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ, ହାତ ଧରି ରୁମକୁ ଟାଣିନେଲେ ପୋଲିସ ବାବୁ

ଦଶରଥପୁର, ୩ା୪ (ଓଡିଶା ଭାସ୍କର): ପୁଣି ଲାଗିଛି ଖାକିରେ କଳଙ୍କର ଛିଟା । ଜଣେ ପୋଲିସ ଅଧିକାରୀ ଜଣେ ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ସହ ହାତ ଧରି ରୁମକୁ ଟାଣି ନେବା ଘଟଣା ହଇଚଇ ସୃଷ୍ଟି କରିଛି । ମହିଳାଙ୍କ…