fbpx
Browsing Category

Breaking News

ଆଗାମୀ ୩ ମାସ ଭୀଷଣ ତାତି

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ଆଗାମୀ ୩ ମାସରେ ଓଡିଶାରେ ସ୍ୱାଭାବିକଠାରୁ ଅଧିକ ତାତି ରହିବ । ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଓଡିଶାରେ ଭୀଷଣ ଖରା ହେବ । ମାର୍ଚ୍ଚରୁ ମେ ଯାଏ ଅଧିକ ଉତ୍ତାପ ଅନୁଭୂତ ହେବା ନେଇ…

ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ସ୍କାଏ କିଙ୍ଗ ସଂସ୍ଥାର ବିମାନ ଭଡା ପଇଠ ନକରିବା ମାମଲାରେ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଜାମିନ ମିଳିଛି । ପାଠକ ବାପ-ପୁଅଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି…

ବଦଳିପାରେ ସ୍କୁଲ ସମୟ

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର):ସକାଳ ୭ଟାରୁ ଦିନ ୧ଟା ଯାଏଁ ଚାଲିଥିବା ସ୍କୁଲ ସମୟ ବଦଳିପାରେ । ଖରା ପାଇଁ ସମସ୍ୟା ହେଉଥିବାରୁ ତର୍ଜମା ଚାଲିଥିବା ମନ୍ତ୍ରୀ କହିଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର…

ଭିଜିଲାନ୍ସ ଜାଲରେ ଏସଡିଏମଓ

ରେଢାଖୋଲ, ୧ା୩(ଓଡିଶା ଭାସ୍କର): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଏସଡିଏମଓ । ଲାଞ୍ଚ ନେବା ବେଳେ ରେଢାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିପିନ୍ ସାହୁଙ୍କୁ ଧରିଛି ଭିଜିଲାନ୍ସ । ତେବେ ବିପିନ୍…

ପୁଣି ମହଙ୍ଗା ହେଲା ରୋଷେଇ ଗ୍ୟାସ, ଜାଣନ୍ତୁ କେତେ

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ସାଧାରଣ ଲୋକଙ୍କୁ ଝଟକା । ପୁଣି ବଢିଛି ରୋଷେଇ ଗ୍ୟାସର ମୂଲ୍ୟ । ରୋଷେଇ ଗ୍ୟାସ ପୁଣି ୨୫ ଟଙ୍କା ମହଙ୍ଗା ହୋଇଛି । ଗୋଟିଏ ମାସରେ ୪ ଥର ବଢିଲାଣି ଏଲପିଜି ସିଲିଣ୍ଡର ଦର ।…

କୋଭିଡ କଟକଣାରେ ଶିବରାତ୍ରୀ

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): କରୋନା ଭାଇରସର ପ୍ରଭାବ ଏବେବି ଜାରି ରହିଛି । ତେଣୁ ଏଥର କୋଭିଡ କଟକଣା ମଧ୍ୟରେ ଶିବରାତ୍ରୀ ପାଳନ ହେବ । ଆଡକାଠରୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ହେବ, କିନ୍ତୁ ଗର୍ଭଗୃହକୁ ପ୍ରବେଶ…

ଆମ୍ ଆଦମୀ ପାର୍ଟିରେ ମିଶିଲେ ମିସ୍ ଇଣ୍ଡିଆ ମାନ୍ସି ସେହଗଲ

ନୂଆଦିଲ୍ଲୀ, ୧ା୩: ଆମ୍ ଆଦମୀ ପାର୍ଟି(ଏଏପି)ରେ ସାମିଲ ହୋଇଛନ୍ତି ମିସ୍ ଇଣ୍ଡିଆ ଦିଲ୍ଲୀ-୨୦୧୯ ମାନ୍ସି ସେହଗଲ । ଏଏପି ନେତା ତଥା ରାଜେନ୍ଦ୍ର ନଗର ବିଧାୟକ ରାଘବ ଚଢ଼ାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି ।…

ଅଞ୍ଜନା ମାମଲରେ ପଡିଲା ପୂର୍ଣ୍ଣଚ୍ଛେଦ

କଟକ, ୧ା୩(ଓଡିଶା ଭାସ୍କର):ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ଓ ସିବିଆଇର ସତ୍ୟପାଠ ଦାଖଲ ପରେ ଏହି ମାମଲାରେ ପୂର୍ଣ୍ଣଚ୍ଛେଦ ପଡିଛି । ମାମଲାର…

ଦେଖନ୍ତୁ ସବ୍ୟ-ଅର୍ଚ୍ଚିତାଙ୍କ ହଳଦୀମାଖା ଫଟୋ, ଆଉ କିଛି ମୁହୂର୍ତ୍ତ ପରେ ବିବାହ ବନ୍ଧନରେ ବାନ୍ଧିହେବେ ଦୁଇ ତାରକା

ଭୁବନେଶ୍ୱର, ୧ା୩ (ଓଡିଶା ଭାସ୍କର): ବର୍ତ୍ତମାନ ସମୟରେ ଓଲିଉଡର ଦୁଇ ହିଟ୍ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତାକୁ ନେଇ ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ସବୁଆଡ଼େ ବେଶ ଚର୍ଚ୍ଚା । ବିବାହ ପୂର୍ବରୁ ଏହି ତାରକା ଦ୍ୱୟ…

ଅଫଲାଇନରେ ହୋଇପାରିବ ପଞ୍ଜୀକରଣ

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । କୋୱିନ ଆପରେ ସମସ୍ୟା ଥିଲେ ଅଫଲାଇନରେ ପଞ୍ଜିକରଣ ହୋଇପାରିବ । ଲୋକମାନେ ଅଫଲାଇନରେ ପଞ୍ଜୀକରଣ କରି କରୋନା ଟିକା ନେଇପାରିବେ…