fbpx
Browsing Category

Breaking News

ଆଜି ଅନୁଗୁଳ ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର,୨୮ ।୨(ଓଡିଶା ଭାସ୍କର): ଗ୍ରୀଷ୍ମପ୍ରବାହ ବଢି ବଢି ଚାଲିଛି । ଆଜି ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ପାଲିଟିଛି ଅନୁଗୁଳ । ଅନୁଗୁଳର ତାପମାତ୍ରା ସର୍ବାଧିକ ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି । ୪୦ ଡିଗ୍ରୀ…

ରାଜ୍ୟରେ ଆଉ ୫୨ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୮।୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ପୋଲିସ ସେବାରୁ ସତ୍ୟଜିତଙ୍କ ଅବସର

ଭୁବନେଶ୍ୱର,୨୮ ।୨(ଓଡିଶା ଭାସ୍କର): ପୋଲିସ ସେବାରୁ ଅବସର ଅବସର ନେଇଛନ୍ତି ଡକ୍ଟର ସତ୍ୟଜିତ ମହାନ୍ତି । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି ସତ୍ୟଜିତ । ଆସନ୍ତାକାଲି ଓପିଏସସି ଅଧ୍ୟକ୍ଷ ଭାବେ…

ଏହି ସହରରେ ପୁଣି ବଢିଲା ନାଇଟ୍ କର୍ଫ୍ୟୁ, ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ,୨୮ ।୨: ପୁଣେରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଉଦ୍ଧବ ସରକାର ନାଇଟ କର୍ଫ୍ୟୁକୁ ୧୪ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କରୋନା ସଂକ୍ରମମଣକୁ…

ଜେଲ୍ ୱାର୍ଡର ସସପେଣ୍ଡ

ସମ୍ବଲପୁର,୨୮ ।୨(ଓଡିଶା ଭାସ୍କର): ସମ୍ବଲପୁର ସର୍କଲ ଜେଲରେ ୨ ସହକର୍ମୀଙ୍କୁ ୱାର୍ଡରଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତ ୱାର୍ଡର ଅଶୋକ ଥାର୍ଟି ନିଲମ୍ବିତ ହୋଇଛନ୍ତି । ଅଭିଯୁକ୍ତ ୱାର୍ଡରଙ୍କୁ ନିଲମ୍ବିତ କରିଛନ୍ତି ଜେଲ…

ଜଙ୍ଗଲ ନିଆଁରେ ପୋଡି ୫ ଗୁରୁତର

କେନ୍ଦୁଝର,୨୮ ।୨(ଓଡିଶା ଭାସ୍କର): ଘୂର୍ଣ୍ଣିଘହ ଯୋଗୁଁ ଜଙ୍ଗଲରେ ଲାଗିଛି ନିଆଁ, ଯେଉଁଥିରେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଠାକୁଆମୁଣ୍ଡା ଥାନା ଜୁଆଳିକଟା ଛକ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା ।…

କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ

କେନ୍ଦୁଝର,୨୮ ।୨(ଓଡିଶା ଭାସ୍କର): ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି କେନ୍ଦୁଝର ଗସ୍ତ କରିଛନ୍ତି । ୨ ଦିନିଆ କେନ୍ଦୂଝର ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ । ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ…

ଆସନ୍ତାକାଲିଠାରୁ କ୍ଷୀର ଲିଟର ହେବ ୧୦୦ ଟଙ୍କା, କାହିଁକି

ନୂଆଦିଲ୍ଲୀ, ୨୮ା୨: ଆସନ୍ତାକାଲି ଠାରୁ କ୍ଷୀର ଲିଟର ୧୦୦ ଟଙ୍କାରେ ବିକ୍ରି ହେବ । କୃଷି ଆଇନ ଓ ତୈଳ ଦରକୁ ବିରୋଧ କରି ହରିୟାଣାର ହିସରର ଖାପ ପଞ୍ଚାୟତ ଏହି ନିଷ୍ପତ୍ତି ଗ୍ରହଣ କରିଛି । ମାର୍ଚ୍ଚ ମହିଲାରୁ ଏହି…

୪ ବର୍ଷର ଝିଅକୁ ଦୁଷ୍କର୍ମ କଲା ୧୬ ବର୍ଷର ନାବାଳକ

ନୂଆଦିଲ୍ଲୀ, ୨୮ା୨: ଉତ୍ତରପ୍ରଦେଶରେ ଗୋଟିଏ ୪ ବର୍ଷର ଝିଅକୁ ଜଣେ ୧୬ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ସଙ୍ଗୀନ ଅଭିଯୋଗ ଆସିଛି । ନାବାଳକଟି ଝିଅଟିକୁ ଚକୋଲେଟ ଦେବାର ବାହାନା ଦେଖାଇ ଦୁଷ୍କର୍ମ କରିଥିବା ଜଣାପଡ଼ିଛି ।…

ଶୀତଦିନେ କାହିଁକି ହୁଏ ଅଧିକ ବାହାଘର ? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ଆମେ ସମସ୍ତେ ଅନେକ ଶୀତଦିନିଆ ବାହାଘର ଦେଖିଛୁ । ଅଧିକାଂଶ ଲୋକ ଶୀତଦିନିଆ ବିବାହ କରନ୍ତି କିନ୍ତୁ ଆମ ଭିତରୁ ଅନେକ ଏହା ପଛର କାରଣ ବୁଝିପାରନ୍ତିି ନାହିଁ । ତେବେ ଆସନ୍ତୁ ଜାଣିବା ଶୀତ ଦିନେ ବାହାହେବାର ଆକର୍ଷଣୀୟ…