Browsing Category

Breaking News

ଫିକା ପଡ଼ିଛି ଲକଡାଉନ୍ ଓ ସଟଡାଉନ୍: ଆଜି ରାଜ୍ୟରେ ୧୦, ୭୫୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୧୭ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ତାଣ୍ଡବ ଜାରି ରହିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଲକଡାଉନ, ସଟଡାଉନ୍,…

ଆରମ୍ଭ ହେଲା ‘ତଉକ୍ତେ’ ତାଣ୍ଡବ: ୮ ଜଣଙ୍କ ମୃତ୍ୟୁ, ବଢ଼ିଲା କ୍ଷୟକ୍ଷତି

ନୂଆଦିଲ୍ଲୀ, ୧୭ା୫: ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’ ଆରମ୍ଭ କରିଦେଇଛି ତା’ର ତାଣ୍ଡବ ଲୀଳା । ଏହି ଭୟଙ୍କର ତୋଫାନର ପ୍ରଭାବରେ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ଅନେକ ଅଞ୍ଚଳ ବିଧ୍ୱସ୍ତ ହୋଇପଡ଼ିଛି । ଏହାର ପ୍ରଭାବରେ…

କରୋନା ରୋଗୀଙ୍କ ଠାରେ ଏହି ଲକ୍ଷଣ ଦେଖା ଦେଲେ ମେଡିକାଲ ନଯାଇ ଘରେ ରୁହନ୍ତୁ: ଏମ୍ସ ବିଶେଷଜ୍ଞ

ଭାରତରେ କରୋନା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ବିଭିନ୍ନ ହସ୍ପିଟାଲରେ ଆଇସିୟୁ ବେଡ, ଅକ୍ସିଜେନ, ଔଷଧ ଆଦିର ଅଭାବରୁ ଅନେକ ରୋଗୀ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । ତେବେ କରୋନାର କିଛି ଲକ୍ଷଣ ଦେଖାଦେଉଥିଲେ,…

ଏହି ଦେଶରେ ଦୁଇଜଣ ଯୁବତୀଙ୍କୁ ବିବାହ କରିବା ବାଧ୍ୟତାମୂଳକ, ନଚେତ୍ ଭୋଗିବେ ଜେଲଦଣ୍ଡ

ବିବାହକୁ ନେଇ ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାର ପରମ୍ପରା ରହିଛି । ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଜଣେ ପୁରୁଷ ଦୁଇଜଣ ମହିଳାଙ୍କୁ ବିବାହ କରିବା ବାଧ୍ୟତାମୂଳକ । ପ୍ରାୟ ଦେଶରେ…

ଥମିନାହିଁ ‘ତଉକ୍ତେ’ର ଆଶଙ୍କା: ଏବେ ରାଜ୍ୟରେ ଭୂକମ୍ପ ଝଟକା

ଗାନ୍ଧିନଗର, ୧୭ା୫: ସାମୁଦ୍ରିକ ଝଡ଼ ‘ତଉକ୍ତେ’କୁ ନେଇ ଗୁଜରାଟ ସମେତ ଆଖପାଖ ଅଞ୍ଚଳକୁ ହାଇ ଆଲର୍ଟ କରାଯାଇଥିବା ବେଳେ ଏବେ ପୁଣି ଏକ ବିପତ୍ତି ଆସିଛି । ଗୁଜରାଟର ଅମେରଲି ରାଜୁଳା ନିକଟରେ ଆଜି ସକାଳୁ ଭୂକମ୍ପ ଅନୁଭୂତ…

ଗୁଜରାଟ ମୁହାଁ ମାଡିଚାଲିଛି ବାତ୍ୟା ‘ତଉକ୍ତେ’, ଅତିକ୍ରମ କରିପାରେ ସୌରାଷ୍ଟ୍ର ଉପକୂଳ

ଗାନ୍ଧୀନଗର, ୧୭ ।୫: ଆରବ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ତାଉକ୍ତେ' ଗୋଆ, କେରଳ, ମହାରାଷ୍ଟ୍ର, ଗୁଜୁରାଟ ଆଦି ରାଜ୍ୟରେ ଉଗ୍ରରୁପ ଧାରଣ କରିଛି । ଏହି ସାମୁଦ୍ରିକ ଝଡ଼ ଭେରି ସିଭିୟର ଷ୍ଟୋମରେ ପରିଣତ ହୋଇ…

ରାଜ୍ୟରେ କରୋନା ମୁକାବିଲା ନେଇ ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । କରୋନା ମୁକାବିଲଶ ନେଇ ଆଜି ରାଜ୍ୟୃରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ଅପରାହ୍ନ ୫ଟା ୩୦ରେ ବାଚସ୍ପତି…

SCB କୋଭିଡ ହସ୍ପିଟାଲ ବାହାରେ ଉତ୍ତେଜନା

କଟକ,୧୭ ।୫(ଓଡିଶା ଭାସ୍କର): କଟକ SCB କୋଭିଡ ହସ୍ପିଟାଲ ବାହାରେ ରୋଗୀ ସମ୍ପକୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ରୋଗୀ ସମ୍ପର୍କୀୟଙ୍କ ୱାର୍ଡ ଭିତରକୁ ପ୍ରବେଶ ଅନୁମତି ମିଳୁନଥିବାରୁ ଏହି ଉତ୍ତେଜନା…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩ ଲକ୍ଷ ୯୨ ହଜାର ପାର

ନୂଆଦିଲ୍ଲୀ, ୧୭ ।୫ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ ଲକ୍ଷ ୯୨ ହଜାର ୮୭୩ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ…

୧୯୧୮ ମସିହାର ସାଙ୍ଘାତିକ ମହାମାରୀ ସ୍ପାନିଶ ଫ୍ଲୁ ସମୟରେ ହ୍ୱିସ୍କି ଥିଲା ଔଷଧ

ନୂଆଦିଲ୍ଲୀ,୧୬ ।୫: ଲୋକମାନେ କରୋନା ମହାମାରୀ ସମୟରେ ନିଜର ମାନସିକ ଓ ଭାବନାତ୍ମକ ପରିମାଣକୁ ହ୍ରାସ କରିବାକୁ ଘରେ ମଦ ପିଉଛନ୍ତି । କିନ୍ତୁ ୧୯୧୮ ମସିହାରେ, ଆଧୁନିକ ଇତିହାସରେ ସବୁଠାରୁ ସାଙ୍ଘାତିକ ମହାମାରୀ ଅର୍ଥାତ୍…