fbpx
Browsing Category

Breaking News

କଏଦୀମାନେ ଜେଲ ଚାରିକାନ୍ଥରୁ ବାହାରି ରୋଜଗାର କରନ୍ତି, ଜାଣନ୍ତୁ ଏକ ଆଦର୍ଶ ଜେଲ ବିଷୟରେ

କଏଦୀ ! ଏଇ ଶବ୍ଦକୁ ଶୁଣିବା ମାତ୍ର ସତେ ଯେମିତି ମନଟା ଏକ ଅନ୍ଧାର ବନ୍ଦ କୋଠରୀ ଭିତରକୁ ଚାଲିଗଲା ପରି ଲାଗେ । କାରଣ ଆମ ସମାଜରେ କଏଦୀମାନଙ୍କ ସ୍ଥାନ ଜେଲର ଚାରିକାନ୍ଥ ଭିତରେ ବନ୍ଧା । କଏଦୀ ଜୀବନ ବିତାଇବାକୁ କିଏ ବା…

ଝାରପଡ଼ା ଜେଲ୍ ଗଲେ ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର ରାଓ

ଝାରପଡା,୧୭ ।୧୨(ଓଡିଶା ଭାସ୍କର): ଝାରପଡ଼ା ଜେଲ୍ ଗଲେ ବିଧାୟକ ପ୍ରଦୀପ ପାଣୀଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ । ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଜାମିନ ନାମଞ୍ଜୁର ପରେ ଜେଲ୍ ଯାଇଛନ୍ତି ସର୍ବେଶ୍ୱର । ସେ ୧୪ ଦିନ…

ଚାଷୀଙ୍କୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠି, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୭ ।୧୨: ନୂଆ କୃଷି ଆଇନକୁ ନେଇ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଚାଷୀଙ୍କୁ ୮ ପୃଷ୍ଠାର ଚିଠି ଲେଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚିଠିରେ କୃଷିମନ୍ତ୍ରୀ…

SC/ST ବିଭାଗର ୩ MoU ସ୍ବାକ୍ଷରିତ

ଭୁବନେଶ୍ୱର, ୧୭ା୧୨ (ଓଡିଶା ଭାସ୍କର): SC/ST ଉନ୍ନୟନ ବିଭାଗ ପକ୍ଷରୁ ୩ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । SC/ST ପିଲାଙ୍କ ଶୈକ୍ଷିକ ବୃତ୍ତିର ଉନ୍ନତି ପାଇଁ ପିପୁଲ ଫର୍‌ ଆକ୍ସନ୍‌ ସହ MoU ସ୍ବାକ୍ଷରିତ ହୋଇଛି ।…

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡ

୨୦୧୫ରେ ପୀଡ଼ିତା ଜଣକ ଦୁଷ୍କର୍ମର ଶିକାର ହୋଇଥିଲେ । ପାଞ୍ଚ ବର୍ଷରେ ପକ୍ସୋ କୋର୍ଟ ତାଙ୍କ ରାୟରେ ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ପୀଡ଼ିତାଙ୍କୁ ୨ ଲକ୍ଷ କ୍ଷତିପୂରଣ ଦେବାକୁ ରାଜ୍ୟ…

କରୋନା ଟିକା ନେବା ମାତ୍ରେ ବିଗିଡିଲା ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା

ସମଗ୍ର ବିଶ୍ୱରେ କରୋନା ଟିକାର ଟ୍ରାଏଲ ଜାରି ରହିଛି । କେତେକ ଟିକା ନିଜର ପ୍ରଭାବ ଦେଖାଉଥିବାବେଳେ ଆଉ କେତେକ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ପର୍ଯ୍ୟାୟରେ ଫାଇଜର ଟିକା ନାମ…

ବିଧାନସଭାରେ କୃଷି ଆଇନ କପି ଚିରିଲେ କେଜ୍ରିୱାଲ

ନୂଆଦିଲ୍ଲୀ, ୧୭ା୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧାନସଭା ଅଧିବେଶନରେ ନୂତନ କୃଷି ଆଇନକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଥିସହ ସେ କୃଷି ଆଇନର ଏକ କପିକୁ ଚିରି ଦେଇଛନ୍ତି । ତାଙ୍କ…

ମହାକାଶ ଗଲା CMS-01

ନୂଆଦିଲ୍ଲୀ,୧୭ ।୧୨ : ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଦୂରସଞ୍ଚାର ଉପଗ୍ରହ CMS-01ର ଆଜି ଉତକ୍ଷେପଣ କରାଯାଇଛି । ଯୋଗାଯୋଗ ସାଟେଲାଇଟ୍‌କୁ ନେଇ ମହାକାଶକୁ ଯାଇଛି PSLV-C50 । କୋରୋନା ସମୟରେ ଇସ୍ରୋର ଏହା ଦ୍ବିତୀୟ…