Browsing Category

Breaking News

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବାର୍ଦ୍ଧକ୍ୟ: ୮୦ ବର୍ଷରେ ବି କରୁଛନ୍ତି ଘୋଡ଼ାଚାଳନା

ନୂଆଦିଲ୍ଲୀ: ଇଂରାଜୀରେ ଏକ ଲୋକକଥା ଅଛି ‘ଏଜ୍ ଇଜ୍ ଜଷ୍ଟ ଏ ନମ୍ବର’ ଅର୍ଥାତ୍ ବୟସ କେବଳ ଏକ ସଂଖ୍ୟା । ଯେତେବଳେ ଶିଖିବାର ଦୃଢ଼ ଇଚ୍ଛା ଥାଏ ଏବଂ ଆକାଶକୁ ଛୁଇଁବାର ସ୍ୱପ୍ନ ଥାଏ ସେତେବେଳେ ବୟସ ବାଧା ହୋଇପାରେନାହିଁ ।…

ଆଇସିସି ଟି-୨୦ ୱାର୍ଲ୍ଡ କପ୍ ସେମିଫାଇନାଲ: ଅଷ୍ଟ୍ରେଲିଆ ଆଗରେ ୧୭୭ ରନର ଟାର୍ଗେଟ

ନୂଆଦିଲ୍ଲୀ: ଆଇସିସି ଟି-୨୦ ୱାର୍ଲ୍ଡ କପ୍ର ଦ୍ୱିତୀୟ ସେମିଫାଇନାଲ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ ଦୁବାଇ ଇଣ୍ଟରନାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି । ପାକିସ୍ତାନ ପ୍ରଥମେ…

ସ୍ମାର୍ଟ ସ୍କୁଲ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ସାମିଲ ହେଲେ ୧୦୨୫ ସ୍କୁଲ

ଗୁରୁବାରଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି । ସାତ ଦିନ ଧରି ଚାଲିବାକୁ…

ଚାକିରି କାଳରେ ମୃତ୍ୟୁ ହେଲେ ବିବାହିତ ଝିଅକୁ ବି ମିଳିପାରିବ ଚାକିରି, ଲାଗୁ କଲେ ଏହି ରାଜ୍ୟ

ନୂଆଦିଲ୍ଲୀ: ଚାକିରି କାଳରେ ମୃତ୍ୟୁ ହେଲେ ପରିବାରର ବିବାହିତ ଝିଅକୁ ବି ମିଳିବ ଚାକିରି । ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର । ଝିଅଙ୍କ ହିତକୁ ଧ୍ୟାନରେ ରଖି ଉତ୍ତର ପ୍ରଦେଶ ସରକାର ଏହି ବଡ଼…

କେନ୍ଦୁଝରରେ ୧୫ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ନେଇ ସନ୍ଦେହ

ଆସନ୍ତା ୧୫ ତାରିଖଠାରୁ ରାଜ୍ୟରେ ଖୋଲିବାକୁଯାଉଛି ଷଷ୍ଠ ଏବଂ ସପ୍ତମ ଶ୍ରେଣୀ । ହେଲେ କେନ୍ଦୁଝରରେ ସ୍କୁଲ ଖୋଲିବା ନେଇ ସନ୍ଦେହ ଉପୁଜିଛି । କାରଣ ସ୍କୁଲ ଗୁଡିକର ଅବସ୍ଥା ଦେଖିଲେ ଲାଗୁ ନାହିଁ ୧୫ ରେ ସ୍କୁଲ ଖୋଲିବା…

ହାଇକୋର୍ଟଙ୍କ ତାଗିଦ୍ ପରେ କଂଗ୍ରେସର ସ୍ପଷ୍ଟୀକରଣ; ଏହା ବନ୍ଦ ନୁହେଁ ହରତାଳ

ଭୁବନେଶ୍ୱର: ବନ୍ଦ ସଂପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସର ପ୍ରତିକ୍ରିୟା । ବନ୍ଦ ସଂପର୍କରେ ସ୍ପଷ୍ଟୀକରଣ ଦେଲେ କଂଗ୍ରେସ ନେତା ସତ୍ୟ ନାୟକ । ଶାନ୍ତିପୂର୍ଣ୍ଣ ଭାବେ ୬ ଘଣ୍ଟିଆ ଡାକରା ଦେଇଥିବା ନେଇ କହିଲେ…

ଅଷ୍ଟମ, ଦଶମ ପାସଙ୍କୁ ସରକାରୀ ଚାକିରି ସୁଯୋଗ; ୬୫୧ ପୋଷ୍ଟ ପାଇଁ ବିଜ୍ଞପ୍ତି ଜାରି 

ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ଚାକିରି ପାଇଁ ଆଶାୟୀ ଅଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଜରୁରୀ ଖବର ହୋଇପାରେ । ବର୍ତ୍ତମାନ FCI, WBL ଏବଂ CSB ସମତେ ଅନେକ ସରକାରୀ ବିଭାଗରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି…

[VIDEO] କଟକରେ ମାତିଛନ୍ତି ୨ ଗୋଷ୍ଠୀ; ଖଣ୍ଡା ଓ ବନ୍ଧୁକ ଧରି ଅଶ୍ଲୀଳ ଭାଷାରେ କରୁଛନ୍ତି ଭିଡିଓ, ଉଠାଇନେଲା ପୋଲିସ

କଟକ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର କେବିଏନ୍ ଗ୍ରୁପ ପରେ କଟକରେ ମାତିଛନ୍ତି ଆଉ ୨ ଗୋଷ୍ଠୀର ଯୁବକ ଯୁବତୀ । ହାତରେ ଖଣ୍ଡା ଓ ବନ୍ଧୁକ ଦେଖାଇ ପରସ୍ପରକୁ ଟାର୍ଗେଟ କରୁଥିବା ସହ ଅଶ୍ଲୀଳ ଗାଳି ଦେଇ ଭିଡିଓ…

ନୂଆ ଅବତାରରେ ପବଜୀ, ଦେଖିବାକୁ ମିଳିବ ୨୦୫୧ର ସେଟଅପ୍

ନୂଆଦିଲ୍ଲୀ: ପବଜୀ ନ୍ୟୁ ଷ୍ଟେଟକୁ ଭାରତ ସହ ଅନ୍ୟ ଦେଶମାନଙ୍କରେ ଲଞ୍ଚ କରାଯାଇଛି । ଭାରତରେ ଏବେ ୟୁଜର୍ସ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ ଡାଉନଲୋଡ କରିପାରିବେ । କମ୍ପାନୀ ନ୍ୟୁ ଷ୍ଟେଟକୁ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ…

ଗୋଟିଏ ମିନିଟ୍ ବିଳମ୍ବ ହେବାରୁ କଟିଲା ଦରମା, ମାଲିକ ବିରୋଧରେ ଏପରି ପଦକ୍ଷେପ ନେଲେ ବ୍ୟକ୍ତି

ନୂଆଦିଲ୍ଲୀ: ଜାପାନର ଟ୍ରେନ୍ ଯାତ୍ରାୟତ ସିଷ୍ଟମ ଦୁନିଆରେ ନିଜ ସଠିକ୍ ଟାଇମିଂକୁ ନେଇ ବେଶ୍ ପ୍ରସିଦ୍ଧ । ସେଠାରେ ଟ୍ରେନ୍ ବିଳମ୍ବ ହେବା ବହୁତ ଦୁର୍ଲଭ ଦେଖିବାକୁ ମିଳିଥାଏ । ଟ୍ରେନରେ ଗୋଟିଏ ମିନିଟ୍ ବି ବିଳମ୍ବ ହେବା…