Browsing Category
Breaking News
ମାଆ-ଝିଅଙ୍କୁ ଛୁରୀ ଆକ୍ରମଣ: ରୂପେଶର କଥାରେ ତାଳମେଳ ନାହିଁ, ମନଗଢ଼ା କାହାଣୀ ପଛରେ ଆଉ କିଛି ଗୁମର ରହିଛି କି?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାରର ମାଆ-ଝିଅଙ୍କୁ ଆକ୍ରମଣ ଘଟଣାରେ କୌଣସି ସତ୍ୟ ଏବେ ବି ଉନ୍ମୋଚନ ହୋଇପାରିନାହିଁ । ମ୍ୟାକ୍ସିଧାରୀ ମହିଳା ଆକ୍ରମଣରେ ଗୁରୁତର ହୋଇଥିବା ମାଆ-ଝିଅ…
ଦୀପାବଳୀରେ ଶସ୍ତା ହେଲା ସୁନା, ଦାମରେ ବଡ଼ ହ୍ରାସ! ଚେକ୍ କରନ୍ତୁ ଆଜିର ରେଟ୍
ନୂଆଦିଲ୍ଲୀ: ଆଜି ହେଉଛି ଆଲୋକର ପର୍ବ ଦୀପାବଳୀ । ଏଥିସହିତ ଗ୍ରାହକଙ୍କ ପାଇଁ ଖୁସିଖବର ରହିଛି । ସୂନା ଓ ରୁପା ଦାମ୍ ରେ ବଡ଼ ହ୍ରାସ ଘଟିଛି । ଗତକାଲି ସୁନାର ଦାମ୍ ଅର୍ଥାତ୍ ନଭେମ୍ବର ୩ ତାରିଖରେ ସୁନା-ରୁପାର ଦାମ୍…
EPFO: PF ଆକାଉଣ୍ଟକୁ ଆସିଲା ଟଙ୍କା, ଆଡଭାନ୍ସ ଚାହୁଁଥିଲେ ଏପରି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ଇପିଏଫଓ ପକ୍ଷରୁ ପ୍ରୋଭିଭେଣ୍ଟ୍ ଫଣ୍ଡ(ପିଏଫ୍) ସୁଧ ଆକାଉଣ୍ଟକୁ ଟ୍ରାନ୍ସଫର୍ କରାଯାଉଛି । ଯଦି ଆପଣ ମଧ୍ୟ ଦୀପାବଳୀ ପୂର୍ବରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ କହୁଛଉ…
T-20 World Cup: ଏହି ପାଞ୍ଚଟି କାରଣ ପାଇଁ ଟିମ୍ ଇଣ୍ଡିଆ ବିଜୟ ଟ୍ରାକକୁ ଫେରିବାକୁ ସକ୍ଷମ ହେଲା
ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚରେ ଲଜ୍ଜାଜନକ ଭାବେ ପରାଜୟ ବରଣ କରିବା ପରେ ଟିମ୍ ଇଣ୍ଡିଆ ସମସ୍ତଙ୍କର ସମାଲୋଚନାର ପାତ୍ର ହୋଇଥିଲା । ଏଥିପାଇଁ ଖେଳାଳିଙ୍କ ମନୋବଳ, ମ୍ୟାନେଜେମେଣ୍ଟ ଆଦିରେ…
ଦୀପାବଳୀରେ ଏହି ମୁହୂର୍ତ୍ତରେ କରନ୍ତୁ ଲକ୍ଷ୍ମୀ-ଗଣେଷଙ୍କ ପୂଜା, ରଖନ୍ତୁ ଏହି ବାସ୍ତୁ ପ୍ରତି ଧ୍ୟାନ; ଘରେ ସୁଖ ଓ ସମୃଦ୍ଧିର ହେବ ଆଗମନ
ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଆଲୋକର ପର୍ବ ଦୀପାବଳୀ ପାଳନ କରାଯାଇଥାଏ । ଏହିଦିନ ବୁଦ୍ଧିଦାତା, ବିଘ୍ନହର୍ତ୍ତା ଶ୍ରୀ ଗଣେଷ ଓ ଧନ-ଐଶ୍ୱର୍ଯ୍ୟର ଦେବୀ ମା'…
ରାଜ୍ୟ ପୋଲିସ ବିଭାଗରେ ଚଡ଼କ: ବିଦାହେବେ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ, ୧୦ ତାରିଖ ମଧ୍ୟରେ ଦିଆଯିବ ତାଲିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରେ ପଡ଼ିଛି ଚଡ଼କ । ଅପାରଗ, ଅବିଶ୍ୱସନୀୟ, କାର୍ଯ୍ୟଦକ୍ଷତାହୀନ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ । ତେବେ ଏହି…
ଏକାସାଙ୍ଗରେ ରହିଲେ ବୈବାହିକ ଅଧିକାର ମିଳେନି; ଲିଭ୍-ଇନ୍ ରିଲେସନକୁ ନେଇ ହାଇକୋର୍ଟର ଟିପ୍ପଣୀ
ଚେନ୍ନାଇ: ଲିଭ୍-ଇନ୍ ରେ ଅଧିକ ସମୟ ଧରି ଏକାସାଙ୍ଗରେ କିମ୍ବା ସାଥୀ କମ ରହିବା ଦ୍ୱାରା ବୈହାହିକ ଅଧିକାର ମିଳିବ ନାହିଁ । ଯେଉଁ ପର୍ଯ୍ୟନ୍ତ ଦମ୍ପତି ବିବାହ ରୀତିନୀତି ଅନୁସାରେ ବିବାହ କରିନାହାନ୍ତି ସେ ପର୍ଯ୍ୟନ୍ତ…
ଖାଇକୁ ଖସିଲା ବସ୍, ୨୩ ମୃତ; ୮ ଗୁରୁତର
ନୂଆଦିଲ୍ଲୀ: ପାକିସ୍ତାନ କବଜାରେ ଥିବା କାଶ୍ମୀରରେ ବୁଧବାର ଦିନ ଗୋଟିଏ ବସ୍ ଓଲଟି ପଡ଼ିବା କାରଣରୁ ୨୩ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହା ସହିତ ଆଉ ୮ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ପୋଲିସ୍ ପକ୍ଷରୁ ଏନେଇ ସୂଚନା…
ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ITDA କ୍ଲର୍କ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଜଣେ ମୁଖ୍ୟ କିରାଣୀ । ଜଣେ ଠିକାଦାରଙ୍କଙ୍କୁ ଲାଞ୍ଚ ମାଗି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର…
ନକଲି ନୋଟ୍ କାରବାରରେ ଅଭିଯୋଗରେ ଯୁବକ ବାନ୍ଧିଲା ପୋଲିସ, ଟଙ୍କା ଜବତ
ତିହିଡ଼ି (ଭାସ୍କର ନ୍ୟୁଜ୍):ନକଲି ନୋଟ କାରବାରରେ ସଂପୃକ୍ତ ଜଣେ ଯୁବକକୁ ପୀରହାଟ ପୋଲିସ ଗିରଫ କରାଯିବା ସହ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ପୁଲିସ ଠାରୁ ମିଳିଥିବା ସୂଚନାରୁ ପ୍ରକାଶ ଯେ, ମଙ୍ଗଳବାର…