Browsing Category
Breaking News
Jasprit Bumrah Pulls out of the Final Test due to Personal Reasons
Ahmedabad, 27/2: Indian bowling spearhead Jasprit Bumrah is released from the squad before the 4th test against England. Bumrah pulled out of the test due to 'personal reasons'.…
‘ଭିସୁଟ’ର ୨୫ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ
ସମ୍ବଲପୁର, ୨୭ା୨ (ଓଡିଶା ଭାସ୍କର): ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ)ର ୨୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨ ଦିନ ଭିତରେ ୩ଟି ହଷ୍ଟେଲରୁ ୨୫…
ବାଇକ୍ ଉପରେ ପଡ଼ିଲା ଗଛ: ୩ ବର୍ଷର ପୁତ୍ର ମୃତ, ବାପା, ମାଆ ଆହତ
ଯାଜପୁର, ୨୭ା୨ (ଓଡିଶା ଭାସ୍କର): ବାଇକ୍ ଉପରେ ଗଛ ପଡ଼ି ଜଣେ ୩ ବର୍ଷର ବାଳକର ଅକାଳରେ ଜୀବନ ଦୀପ ଲିଭି ଯାଇଛି । ଯାଜପୁରର ବିରଜା ଦର୍ଶନ ସାରି ସପରିବାର ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ଘଟଣା ନେଇ ତୀବ୍ର…
ନିଜଠାରୁ ଅଧିକ ବୟସର ଝିଅମାନଙ୍କୁ ଏହି କାରଣରୁ ପୁଅମାନେ କରିଥାନ୍ତି ପସନ୍ଦ
ଆଜିର ସମାଜରେ ସମୟର ପରିବର୍ତ୍ତନ ସହ ପ୍ରେମ କରିବାର ଶୈଳୀ ମଧ୍ୟ ବଦଳି ଗଲାଣି । ସାଧାରଣତଃ ଅଧିକାଂଶ ପୁଅ ନିଜ ଠାରୁ କମ ବୟସର ଝିଅମାନଙ୍କୁ ଲାଇଫ ପାର୍ଟନର ବାଛିଥାନ୍ତି । ମାତ୍ର କିଛି ପୁଅଙ୍କ କ୍ଷେତ୍ରରେ ଏହା…
ଦେଶରେ ୨୪ ଘଣ୍ଟାରେ ୧୧୩ ମୃତ, ୧୬ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୨୭ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୯୩୮କୁ ବୃଦ୍ଧି…
ମାଓ ଯୋଜନା ପଣ୍ଡ: ବଡ଼ଧରଣର ଅଘଟଣରୁ ବର୍ତ୍ତିଲେ ବିଏସଏଫ୍ ଯବାନ
କୋରାପୁଟ, ୨୭ା୨ (ଓଡିଶା ଭାସ୍କର): ଏକ ବଡ଼ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବିଏସଏଫ୍ ଯବାନ । ମାଓବାଦୀମାନେ ଏକ ବଡ଼ ଧରଣର ବିସ୍ଫୋରଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଆଜି କମ୍ବିଂ ଅପରେସନ ସମୟରେ ବିଏସଏଫ୍…
୫ ରାଜ୍ୟ ଫେରନ୍ତାଙ୍କୁ ନେଇ କଣ ରହିଛି ରାଜ୍ୟ ସରକାରଙ୍କର ଗାଇଡଲାଇନ୍
ଭୁବନେଶ୍ୱର, ୨୭ା୨ (ଓଡିଶା ଭାସ୍କର): କିଛିଦିନ ଧରି କରୋନାର ପ୍ରଭାବ ହ୍ରାସ ପାଇଥିଲେ ମଧ୍ୟ ପୁଣି ଆଉ ଥରେ ଏହି ଭାଇରସ ମୁଣ୍ଡ ଟେକିଲାଣି । ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଆଦି ୫ଟି ରାଜ୍ୟରେ…
ଦୁଇ ମିନିଟରେ ଯୁବକ ଖାଇଦେଲେ ଅଢ଼େଇ କେଜି ଲଙ୍କା
ବେଜିଂ, ୨୭ା୨: ଆଜିକାଲି ଦୁନିଆରେ ସମସ୍ତେ କିଛି ଭିନ୍ନ କରି ଦେଖାଇବାର ପ୍ରୟାସରେ ରହିଥାନ୍ତି । ସେହିପରି ପ୍ରସିଦ୍ଧି ଲାଭ କରିବା ପାଇଁ ବେଜିଂର ଜଣେ ଯୁବକ ମାତ୍ର ଦୁଇ ମିନିଟ ମଧ୍ୟରେ ଅଢ଼େଇ କିଲୋ ଲଙ୍କା ଖାଇ…
୩୦୦ ସ୍କୁଲ ଛାତ୍ରୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ
ଆବୁଜା, ୨୭ା୨: ନାଇଜେରିଆରେ ୩୦୦ ଜଣ ସ୍କୁଲ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିନେଇଛନ୍ତି । ଏକ ବିଦ୍ୟାଳୟରେ ଏକ ବଡ଼ ବନ୍ଧୁକଧାରୀ ଗ୍ୟାଙ୍ଗ ଚଢ଼ାଉ କରି ଏହି କାଣ୍ଡ ଘଟାଇଛନ୍ତି । ତେବେ ସେନାର ହସ୍ତକ୍ଷେପକୁ…
ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଲୁଟ୍
ବାଲିଗୁଡ଼ା, ୨୭ା୨ (ଓଡିଶା ଭାସ୍କର): କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡ଼ାର ଦୁଇଟି ମନ୍ଦିରରୁ ଲୁଟ୍ ହୋଇଛି । ବାଲିଗୁଡ଼ାର ଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ୍ କରିଥିବା ବେଳେ ଦକ୍ଷିଣକାଳୀ…