Browsing Category
Breaking News
ବଡ ଭାଇ ନାଁରେ ସେନାରେ ସାନ ଭାଇର ଚାକିରି
ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ବଡ ଭାଇ ନାଁରେ ସେନାରେ ଚାକିରି କରିଥିବା ସାନ ଭାଇ ଧରାପଡିଛି । ଅଭିଯୁକ୍ତ ସାନ ଭାଇକୁ ଗିରଫ କରିଛି ଖାରବେଳ ନଗର ପୋଲିସ । ଫେକ୍ ଡକ୍ୟୁମେଣ୍ଟ ଦେଇ ଚାକିରି କରିବା ଅଭିଯୋଗରେ ସାନ…
କଳା ସାରଙ୍କ କାରନାମା: ଲକ-ଡାଉନରେ କରିଦେଲେ ଖେଳ
କଟକ,୧୯ ।୨(ଓଡିଶା ଭାସ୍କର): ରସିକିଆ କଳା ସାରଙ୍କ କାରନାମାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ସମ୍ପୃକ୍ତ ଶିକ୍ଷକ ଜଣେ କି ୨ଜଣ ନୁହେଁ, ବରଂ ୪ ଜଣଙ୍କୁ ବିବାହ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।…
ସାବଧାନ୍! ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆସନ୍ତାକାଲି ଯାଏଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୧୧ଟି ଜିଲ୍ଲାଗୁଡିକ…
କୋଟିଆ ପରେ କାଶୀନଗରରେ ଚାଲିଛି ଆନ୍ଧ୍ରର ରାସ୍ତା ନିର୍ମାଣ
ଗଜପତି,୧୯ ।୨(ଓଡିଶା ଭାସ୍କର): କୋଟିଆ ପରେ ଏବେ ଗଜପତି କାଶୀନଗର ବ୍ଲକର ୬ ମାଇଲରେ ଦାଦାଗିରି ଚଳାଇଛି ଆନ୍ଧ୍ର । ଆନ୍ଧ୍ରର ଆଳତି ଗାଁ ନିକଟରେ ଓଡିଶା ସୀମାରେ ଚାଲିଛି ରାସ୍ତା ନିର୍ମାଣ । ରାସ୍ତା ନିର୍ମାଣ କାମ ବନ୍ଦ…
ପୁଣି ଆସିଲା ହ୍ୱାଟସଆପର ପ୍ରାଇଭେସି ପଲିସି: ମେ ୧୫ ସୁଦ୍ଧା ୟୁଜର କରିବେ ଗ୍ରହଣ
ନୂଆଦିଲ୍ଲୀ, ୧୯ା୨: ସୋସିଆଲ ମେଡ଼ିଆ ଚାଟିଂ ଆପ୍ ହ୍ୱାଟସଆପ ପୁଣି ଥରେ ବିବାଦୀୟ ପ୍ରାଇଭେସି ପଲିସି ଜାରି କରିଛି । ତେବେ ଏହି ପଲିସି ବିଜିନେସ୍ ଆକାଉଣ୍ଟ ପାଇଁ ଜାରି କରାଯାଇଛି । ଆସନ୍ତା ମେ ମାସ ୧୫ ତାରିଖ ସୁଦ୍ଧା…
ପୋଲିସ ଉପରକୁ ଆତଙ୍କବାଦୀ ଆକ୍ରମଣ, ସିସିଟିଭିରେ କଏଦ ଦୃଶ୍ୟ
ଶ୍ରୀନଗର,୧୯ ।୨: ଶ୍ରୀନଗରରେ ପୋଲିସ କ୍ୟାମ୍ପ ଉପରକୁ ହୋଇଛି ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀମାନେ ପୁଣି ଥରେ ପୋଲିସକର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି । ଦେହରେ ଚାଦର ଘୋଡୋଇ ଆସିଥିବା ଜଣେ ଆତଙ୍କବାଦୀ କରିଥିଲା…
ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା
ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ମୟୂରଭଞ୍ଜ ଜିଲ୍ଲାର ସାରକଣାଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି…
ଜେଲରେ ଲାଗିବ କିଓସ୍କ
ଭୁବନେଶ୍ୱର, ୧୯ା୨ (ଓଡିଶା ଭାସ୍କର): ରାଜ୍ୟର ସବୁ ଜେଲରେ କଏଦୀଙ୍କ ପାଇଁ ଲାଗିବ କିଓସ୍କ ମେସିନ୍ । ଏହି ମେସିନ୍ ଜରିଆରେ ମାମଲାର ବିଚାର ଓ ଜାମିନ ଆବେଦନର ସ୍ଥିତି ବିଷୟରେ କଏଦୀମାନେ ଜାଣିପାରିବେ । କାରଗାର ଓ…
ରାଜ୍ୟରେ ଆଜି ପୁଣି ୫୩ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର, ୧୯ା୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୫୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୧ ଓ ସ୍ଥାନୀୟ ଅଞ୍ଚଳରୁ…
କୋଟିଆ ପ୍ରସଙ୍ଗ: ଓଡ଼ିଶାକୁ ୨୮ ଦିନ ସମୟ ଦେଲେ ସୁପ୍ରିମକୋର୍ଟ
ଭୁବନେଶ୍ୱର, ୧୯ା୨ (ଓଡିଶା ଭାସ୍କର): କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗକୁ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ବିଚାରପତି ଏଏସ୍ ଖାନୱିଲକର ଓ ଦୀନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ଏହି…