fbpx
Browsing Category

Breaking News

KPCCଙ୍କ ଘରେ CBI ରେଡ୍‌

କର୍ଣ୍ଣାଟକ,୫ ।୧୦: କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ଘରେ CBI ରେଡ୍‌ ହୋଇଛି । ବେଙ୍ଗାଲୁରୁରେ ଡି.କେ. ଶିବକୁମାରଙ୍କ ଘରେ CBI ରେଡ୍‌ ହୋଇଥିବା ଜଣାପଡିଛି । ଏହା ସହ ତାଙ୍କ ଭାଇ ଡି.କେ. ସୁରେଶଙ୍କ…

କୃଷି ସମସ୍ୟା ନେଇ ଗୃହରେ ମୁଲତବୀ ନୋଟିସ

ଭୁବନେଶ୍ୱର,୫ ।୧୦(ଓଡିଶା ଭାସ୍କର): କୃଷି ସମସ୍ୟାକୁ ନେଇ ଆଜି ପୁଣି ଗୃହରେ ମୁଲତବୀ ନୋଟିସ କରିଛନ୍ତି ବିରୋଧୀ । ଶୀର୍ଷକ ରହିଛି-କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ସରକାର ଉଦାସୀନତାରୁ ଚାଷୀ ଅସନ୍ତୋଷ । ଅନ୍ୟପଟେ…

କରୋନା ଯୋଦ୍ଧାଙ୍କ ପରଲୋକ

କଟକ,୫ ।୧୦(ଓଡିଶା ଭାସ୍କର): କୋଭିଡ କଣ୍ଟ୍ରୋଲ ରୁମ ଇନଚାର୍ଜ ବିଶ୍ୱନାଥ ଲେଙ୍କାଙ୍କର ଆଜି ମୃତ୍ୟୁ ଘଟିଛି । କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ଦେହାନ୍ତ ହୋଇଛି । ତେବେ ବିଶ୍ୱନାଥ ଗତ…

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨ ହଜାର ୬୮୫କୁ ବୃଦ୍ଧି

ନୂଆଦିଲ୍ଲୀ,୫ ।୧୦:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୦୨ ହଜାର ୬୮୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୦୩ ଜଣ…

ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ

ଜଗତସିଂହପୁର,୪/୧୦(ଓଡିଶା ଭାସ୍କର): ବଦଳିଗଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଏବେ ଜଗତସିଂହପୁର ଜିଲ୍ଲାର ନୂଆ ଜିଲ୍ଲାପାଳ ହୋଇଛନ୍ତି ସରୋଜ କୁମାର ମିଶ୍ର । ଅନ୍ୟପଟେ ସଂଗ୍ରାମଙ୍କୁ ଜିଏ ଆଣ୍ଡ…

ଖୁସି ଖବର: ରାଜ୍ୟରେ ଆଜି ୪୧୦୮ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର, ୪ ।୧୦(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୧୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଭୁବନେଶ୍ୱରରୁ ପୁଣି ବାହାରିଲେ ୩୫୪ ପଜିଟିଭ୍ , ଜାଣନ୍ତୁ ସୁସ୍ଥ କେତେ?

ଭୁବନେଶ୍ୱର, ୪ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୫୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି…