Browsing Category

Breaking News

ଗିରଫ ହେଲେ ଶାହାରୁଖ ଖାନଙ୍କ ପୁଅ ଆର୍ୟାନ

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନ୍ ଙ୍କ ପୁଅ ଆର୍ୟାନ ଖାନ ଗିରଫ । ରାତି ଅଧରେ ରେଭ୍ ପାର୍ଟିରେ ସାମିଲ ଥାଇ ଧରାପଡ଼ିଥିଲେ । ଆର୍ୟନଙ୍କ ସହ ମୋଟ ୮ ଜଣଙ୍କୁ ଧରିଥିଲା ଏନସିବି । ସେମାନଙ୍କୁ ଅଟକ ରଖି ପଚରାଉଚରା…

ଭବାନୀପୁର ଉପନିର୍ବାଚନ: ୫୮ ହଜାର ଭୋଟରେ ଜିତିଲେ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନରେ ଶେଷରେ ବାଜି ମାରି ନେଇଛନ୍ତି ଦିଦି । ମମତା ବାନାର୍ଜୀ ୫୮ ହଜାର ୩୮୯ ଭୋଟରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରିୟଙ୍କା ଟିବରୱେଲଙ୍କୁ ପରାସ୍ତ…

ପିପିଲି ଜନାଦେଶ: ୧୧ ରାଉଣ୍ଡ ସୁଦ୍ଧା ବିଜେଡି ୧୧,୧୯୬ ଭୋଟରେ ଆଗୁଆ

ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ଲଢ଼େଇ ଜୋରଦାର ଚାଲିଛି । ବିଜେଡିର ରୁଦ୍ର ମହାରଥୀ ରେସରେ ଆଗୁଆ ରହିଛନ୍ତି । ସେ ବିଜେପିର ଆଶ୍ରିତ…

ମୁମ୍ବାଇ ଡ୍ରଗ୍ସ ପାର୍ଟି: ‘ପଠାନ’ ଶୁଟିଂ ବାତିଲ କଲେ ଶାହରୁଖ ଖାନ୍!

ମୁମ୍ବାଇ: ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ କ୍ରୁଜ୍ ଭିତରେ ଚାଲିଥିବା ଡ୍ରଗ୍ସ ପାର୍ଟି ଉପରେ ଶନିବାର ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ାଉ କରିଥିଲା । କ୍ରୁଜ୍ ରୁ ବିପୁଳ ପରିମାଣରେ ଡ୍ରଗ୍ସ…

ଆଉ ମାତ୍ର ୪ ରାଉଣ୍ଡ ଗଣତି ବାକି, ଦିଦି ୪୫ ହଜାର ଭୋଟ ଆଗରେ: କଡ଼ ଲେଉଟାଇ ପାରିବ କି ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ପରୀକ୍ଷା ହେବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏହି ଆସନରେ ମମତା ଓ ବିଜେପି…

ଯେତେ ବଡ଼ଲୋକ ହେଲେ ବି କାହାକୁ ଛଡ଼ାଯିବନି, ଡ୍ରଗ୍ସମୁକ୍ତ ଭାରତ ଆମର ଲକ୍ଷ୍ୟ: ଏନସିବି ମୁଖ୍ୟ

ନୂଆଦିଲ୍ଲୀ: ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲରେ ବିଳମ୍ବିତ ରାତ୍ରିରେ ଡ୍ରଗ୍ସ ପାର୍ଟି ଚାଲିଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ୮ ଜଣଙ୍କୁ ଅଟକ…

ରେଭ୍ ପାର୍ଟି ମାମଲା: ଆର୍ଯ୍ୟନଙ୍କ ସମେତ ୮ ଜଣ ଅଟକ, ଦେଖନ୍ତୁ ପୂରା ଲିଷ୍ଟ୍; ଜବତ ହୋଇଛି ୪ ପ୍ରକାର ଡ୍ରଗ୍ସ

ମୁମ୍ବାଇ: ଏନସିବି ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ ଜ୍ରୁଜ୍ ଜାହାଜରେ ଚାଲିଥିବା ଡ୍ରଗ୍ସ ପାର୍ଟି ଉପରେ ଚଢ଼ାଉ କରିଛି । ଏନସିବି ଏନେଇ କାର୍ଯ୍ୟାନୁଷ୍ଠାନ ନେଇ ୮ ଜଣଙ୍କୁ ହେପାଜତକୁ ନେଇଛି ଓ ପଚରାଉଚରା ଚଳାଇଛି । ତେବେ…

ପର୍ବପର୍ବାଣି ଋତୁରେ ଶସ୍ତା ହେଲା ହୋମ୍ ଲୋନ୍, ଏହି ଦୁଇଟି ବ୍ୟାଙ୍କ କମାଇଲେ ସୁଧ ହାର

ନୂଆଦିଲ୍ଲୀ: ଆଗକୁ ପର୍ବପର୍ବାଣି ଆସୁଥିବାରୁ ଏହି ଅବସରରେ କିଛି ବ୍ୟାଙ୍କ ସ୍ୱତନ୍ତ୍ର ଅଫର ଲଞ୍ଚ କରିସାରିଛନ୍ତି । ନିକଟରେ କିଛି ବଡ଼ ବଡ଼ ବ୍ୟାଙ୍କ ହୋମ୍ ଲୋନ କ୍ଷେତ୍ରରେ ସୁଧ ହାର ହ୍ରାସ କରିଛନ୍ତି । ଏଥିରେ ବିଦେଶୀ…

ବିଜେଡିର ରୁଦ୍ର ମହାରଥୀ ରେସରେ ଆଗୁଆ

ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ଲଢ଼େଇ ଜୋରଦାର ଚାଲିଛି । ବିଜେଡିର ରୁଦ୍ର ମହାରଥୀ ରେସରେ ଆଗୁଆ ରହିଛନ୍ତି । ସେ ବିଜେପିର ଆଶ୍ରିତ…

TMC କର୍ମୀଙ୍କ ବିଜୟ ଉତ୍ସବ ଆରମ୍ଭ: ଚତୁର୍ଥ ରାଉଣ୍ଡ ପରେ ୧୨ ହଜାର ଭୋଟରେ ଆଗୁଆ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ପରୀକ୍ଷା ହେବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏହି ଆସନରେ ମମତା ଓ ବିଜେପି…