Browsing Category
Breaking News
ଝରିଗାଁ ବିଡିଓ ନିଲମ୍ବିତ
ନବରଙ୍ଗପୁର, ୧୬ ।୧(ଓଡିଶା ଭାସ୍କର) : ନବରଙ୍ଗପୁର ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବହାଦୁର ସିଂ ଧରୁଆ ନିଲମ୍ବିତ । ସ୍ୱଛଭାରତ ଅଭିଯାନ ଦୁର୍ନୀତି ନେଇ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଚିଠିରେ…
ଆସନ୍ତାବର୍ଷରୁ ଆଦର୍ଶ ସ୍କୁଲରେ ବାଣିଜ୍ୟ ଷ୍ଟ୍ରିମ୍
ଭୁବନେଶ୍ୱର, ୧୬।୧(ଓଡିଶା ଭାସ୍କର) : ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ସବୁ ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ଷ୍ଟ୍ରିମ୍ ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି…
ଭାରତର ଏହି ନଦୀରୁ ବର୍ଷ ବର୍ଷ ଧରି ସୁନା ବାହାର କରାଯାଉଛି, ଜାଣନ୍ତୁ କେଉଁଠି
ଗୋଟିଏ ନଦୀରୁ ସୁନା ବାହାର କରାଯିବା କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ନିରାଟ ସତ୍ୟ ଘଟଣା ଅଟେ । ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ନଦୀରୁ ବର୍ଷ ବର୍ଷ ଧରି ସୁନା ବାହାର କରାଯାଇ ଆସୁଛି ।…
୨ୟ ପର୍ଯ୍ୟାୟ ଟିକାକରଣ ପାଇଁ ଆମେ ପ୍ରସ୍ତୁତ: ବିଏମସି
ଭୁବନେଶ୍ୱର, ୧୬ା୧(ଓଡିଶା ଭାସ୍କର) : ରାଜ୍ୟର୧୬୧ଟି କେନ୍ଦ୍ରରେ ଟିକାକରଣର ଆଜି ଶୁଭାରମ୍ଭ ହୋଇଛି । ଟିକାକରଣ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ‘ଯେଉଁମାନେ ଟିକା ନେଇଛନ୍ତି ସମସ୍ତେ ଭଲ…
ଜେଲରେ ବିଚାରଧୀନ କଏଦୀର ମୃତ୍ୟୁ
ଭୁବନେଶ୍ୱର, ୧୬ା୧(ଓଡିଶା ଭାସ୍କର) : ଝାରପଡା ଜେଲରେ ବିଚାରଧୀନ କଏଦୀର ମୃତ୍ୟୁ ଘଟିଛି । ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ସଜ୍ଜା କାଟୁଥିଲା ଅଭିଯୁକ୍ତ । ମାଓବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ଜେଲରେ ଥିଲା ରବି…
ଗ୍ରୀନ ଓ ସ୍ବଚ୍ଛ ଉର୍ଜାକୁ ପ୍ରୋତ୍ସାହନ
ଭୁବନେଶ୍ୱର, ୧୬ା୧(ଓଡିଶା ଭାସ୍କର) : ସଂକ୍ଷରଣ କ୍ଷମତା ମହୋତ୍ସବ (ସକ୍ଷମ) ୨୦୨୧ ଆଜି ଆରମ୍ଭ ହୋଇଛି । ଆଜିଠୁ ୧୫ ଫେବ୍ରୁଆରି ଯାଏ ଚାଲିବ ସକ୍ଷମ କ୍ୟାମ୍ପେନ୍ । ପେଟ୍ରୋଲିଅମ ମନ୍ତ୍ରାଳୟର PCRA ପକ୍ଷରୁ ଚାଲିବ…
ଟିକାକରଣର ଫିଡବ୍ୟାକ୍ ନେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୬ା୧(ଓଡିଶା ଭାସ୍କର) : ଆଜିଠାରୁ ବିଶ୍ୱର ସବୁଠାରୁ ବଡ ଟିକାକରଣର ଶୁଭାରମ୍ଭ ହୋଇଛି । ରାଜ୍ୟରେ ଟିକାକରଣର ଫିଡବ୍ୟାକ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ…
Manish Kumar, a Sanitation Worker becomes the 1st person to receive Vaccine Shot in India
New Delhi, 16/1: A sanitation worker at AIIMS Delhi, Manish Kumar becomes the first person in the country to receive the coronavirus vaccine. He was vaccinated in the presence of…
ଟିକାକରଣକୁ ନେଇ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ?
ନୂଆଦିଲ୍ଲୀ,୧୬ ।୧: ବିଶ୍ୱର ସବୁଠୁ ବଡ଼ ଟିକାକରଣ ଡ୍ରାଇଭର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାରା ଦେଶର କରୋନା ଯୋଦ୍ଧାମାନଙ୍କୁ ପ୍ରଥମ ପର୍ଯ୍ୟାୟରେ କରୋନା ଟିକା ଦିଆଯାଉଛି । ଟିକାକରଣକୁ ନେଇ…
କରୋନା ଯୁଦ୍ଧରେ ଜିତିଲା ଭାରତ: ସମଗ୍ର ଦେଶରେ ଟିକାକରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୧୬ା୧: ଆଜି ଭାରତବର୍ଷରେ ଟିକାକରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ସମଗ୍ର ଦେଶର ୩୬୦୦ କେନ୍ଦ୍ରରେ ଟିକାକରଣର ଉଦ୍ଘାଟନ କରିଛନ୍ତି ।…