Browsing Category

Breaking News

୨୦ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ, ଲିଫ୍ଟ ଦେବା ବାହାନାରେ ଜଣଙ୍କ ପରେ ଜଣେ…

ହାଇଦ୍ରାବାଦ: ତେଲେଙ୍ଗାନାରୁ ପୁଣି ଥରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ତେଲେଙ୍ଗାନାର ନିଜାମାବାଦରେ ଖାଲି ପଡିଥିବା ମେଡିକାଲର ବିଲ୍ଡିଂରେ ୨୦ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଛି । ପୋଲିସ ମତରେ…

ଆଲିୟା ଭଟ୍ଟଙ୍କ ବିରୋଧରେ ଥାନାରେ ମାମଲା ରୁଜୁ, ଜାଣନ୍ତୁ ପୂରା ମାମଲା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିୟା ଭଟ୍ଟ ଏବେ ଚର୍ଚ୍ଚାରେ ରହିଛି । ରଣବୀର କପୁରୀଙ୍କ ସହିତ ତାଙ୍କ ବିବାହ ଓ "କନ୍ୟାଦାନ"କୁ ନେଇ କରାଯାଇଥିବା ଏକ ବ୍ରାଇଡେଲ୍ ବ୍ରାଣ୍ଡର ବିଜ୍ଞାପନକୁ ନେଇ ସେ ଏବେ ଚର୍ଚ୍ଚାର ଶିଖରରେ…

ଓଡ଼ିଶା ହାଇକୋର୍ଟର ୪ ନୂଆ ବିଚାରପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ୪ ନୂଆ ବିଚାରପତି ନିଯୁକ୍ତ ହୋଇଛନ୍ତି । ବାର୍ ରୁ ୨ ଜଣ ଓ ୨ ଜଣ ଜୁଡ଼ିସିଆଲ ଅଫିସର୍ , ବିଚାରପତି ହେବେ । ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ବିଚାରପତି ହେବେ । ତାଙ୍କ…

ବୁର୍ଲା ଭିସୁଟରେ ଗଣ୍ଡଗୋଳ, ୧୨ ଛାତ୍ରଙ୍କୁ ରଷ୍ଟିକେଟ୍

ବୁର୍ଲା(ଓଡ଼ିଶା ଭାସ୍କର): ବୁର୍ଲା ଭିସୁଟରେ ୩ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି…

ମତଦାନ ଆରମ୍ଭରୁ ‘ଖେଲା’ ଆରମ୍ଭ, ମମତାଙ୍କ ବିଧାୟକଙ୍କ ଉପରେ ଲାଗିଲା ଇଭିଏମ୍ ବନ୍ଦ କରିବା ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ସକାଳ ୭ଟାରୁ ଉପନିର୍ବାଚନ ଆରମ୍ଭ ହୋଇଯାଇଛି । ତେବେ ମତଦାନ ଆରମ୍ଭ ରୁ ହିଁ ଦୁଇ ଦଳ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଯାଇଛି । ତେବେ ଭବନୀପୁର ଆସନରେ…

ପିପିଲି ଉପନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୪.୭୬% ମତଦାନ

ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନରେ ମତଦାନ ଜୋରଦାର୍ ଭାବରେ ଆଗେଇ ଚାଲିଛି । ତେବେ ଦିନ ୧୧ଟା ସୁଦ୍ଧା ୨୪.୭୬% ମତଦାନ ହୋଇଛି । ସେହିପରି ସକାଳ ୯ଟା ସୁଦ୍ଧା ୭.୮% ମତଦାନ ହୋଇଥିଲା । ତେବେ କୋଭିଡ୍ କଟକଣା…

ଭବାନୀପୁରରେ ଚାଲିଛି ମତଦାନ: ମମତା ଓ ପ୍ରିୟଙ୍କାଙ୍କ ମଧ୍ୟରେ କଡ଼ା ଟକ୍କର, ସମସେରଗଞ୍ଜରେ ଟିଏମସି ନେତା ଗିରଫ୍

କୋଲକତା: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ଏହି ଆସନ ପାଇଁ ୨ ଲକ୍ଷରୁ ଅଧିକ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛୁଛନ୍ତି ।…

ଆଜି ରାଜ୍ୟରୁ ବାହାରିଲେ ୬୦୨ ପଜିଟିଭ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ପିପିଲି ଉପନିର୍ବାଚନ: ସକାଳ ୯ଟା ସୁଦ୍ଧା ୭.୮% ମତଦାନ

ପିପିଲି(ଓଡ଼ିଶା ଭାସ୍କର): ଆଜି ପିପିଲି ଉପନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ । ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ପିପିଲି ପାଇଁ ନେତା ବାଛୁଛନ୍ତି ମତଦାତା । ସକାଳ ୯ଟା ସୁଦ୍ଧା ୭.୮ ପ୍ରତିଶତ ମତଦାନ ହୋଇଥିବା…

ମେଡିକାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଶ୍ୱେତା ତିୱାରୀ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କୁ ଦୁର୍ବଳତା ଓ ଲୋ ବ୍ଲଡ ପ୍ରେସର କାରଣରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ୱେତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ, ଅଭିନେତ୍ରୀ ଲଗାତାର ନିଜର ବ୍ୟସ୍ତବହୁଳ କାମରେ…