fbpx
Browsing Category

Breaking News

ତରଭୁଜ ମଞ୍ଜିରୁ ମିଳିଥାଏ ଏହି ଫାଇଦା

ତରଭୁଜ ହେଉଛି ଏକ ପୁଷ୍ଟିକର ଫଳ। କିନ୍ତୁ ଆପଣ କ'ଣ ଜାଣନ୍ତି କି ତରଭୁଜର ମଞ୍ଜି ମଧ୍ୟ ଖୁବ ପୁଷ୍ଟିକର। ଏହା ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ତରଭୁଜ ମଞ୍ଜିରେ ପ୍ରଚୁର ମାତ୍ରାରେ ଆଇରନ୍ ,ଜିଙ୍କ୍, ପ୍ରୋଟିନ୍ ଓ…

ଖୁସି ଖବର: ରାଜ୍ୟରେ ଆଜି ୩୩୮୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୪/୯ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୩୩୮୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୧୨୨୦୨୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ଆଶୀର୍ବାଦ ବେହେରାଙ୍କୁ କ୍ଲିନଚିଟ୍

ଭୁବନେଶ୍ୱର, ୧୪ା୯(ଓଡ଼ିଶା ଭାସ୍କର): କଟକ ବାରବାଟୀ ପ୍ୟାଲେସ ମାମଲାରେ ଆଶୀର୍ବାଦ ବେହେରାଙ୍କୁ କ୍ଲିନଚିଟ ମିଳିଛି । ସୁପ୍ରିମକୋର୍ଟରେ ଚାଲିଥିବା ଏହି ମାମଲାରେ ସିବିଆଇ ପକ୍ଷରୁ ଚୂଡ଼ାନ୍ତ ରିପୋର୍ଟ ଦାଖଲ ହୋଇଥିଲା ।…

ଲାଞ୍ଚ ନେଇ ଗୁଟଖା ଗାଡ଼ି ଛାଡ଼ିବା ପଡ଼ିଲା ମହଙ୍ଗା, ୪ ପୋଲିସ ନିଲମ୍ବିତ

ବ୍ରହ୍ମପୁର, ୧୪ା୯(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ଲାଞ୍ଚ ମାଗି ଗୁଟଖା ଗାଡ଼ି ଛାଡ଼ିବା ପଡ଼ିଲା ମହଙ୍ଗା । ଏହି ଘଟଣାରେ ଆଜି ୪ଜଣ ପୋଲିସ କନେଷ୍ଟବଳ ନିଲମ୍ବନ ହୋଇଛନ୍ତି । ସେମାନଙ୍କୁ ନିଲମ୍ବିତ କରିଛନ୍ତି ଏସପି ।…

ବନ୍ଦ ହେବ କୋଭିଡ଼ କେୟାର ସେଣ୍ଟର, ହେଲେ କାହିଁକି ଜାଣନ୍ତୁ

ଭୁବନେଶ୍ୱର, ୧୪ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସବୁ ଅଞ୍ଚଳରେ କୋଭିଡ଼ କେୟାର ସେଣ୍ଟର ଖୋଲା ଯାଇଥିଲା । କିନ୍ତୁ ଏବେ ରୋଗୀ ନଥିବା ଅଞ୍ଚଳରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର…

ଆସନ୍ତା ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର, ୧୪ା୯ (ଓଡ଼ିଶା ଭାସ୍କର): ସେପ୍ଟେମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ୭ଅକ୍ଟୋବର ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ କିନ୍ତୁ…

ଭୁବନେଶ୍ୱରରୁ ଆଜି ୩୫୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୪ା୯ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୫୧ କରୋନା ଆକ୍ରାନ୍ତ ଚିହ୍ନଟ…

ହରିବଂଶ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ, ବିଜେଡି କରିଥିଲା ସମର୍ଥନ

ନୂଆଦିଲ୍ଲୀ,୧୪ ।୯: ଦ୍ୱିତୀୟ ଥର ପାଇଁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନଡିଏ ପକ୍ଷରୁ ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷର ପ୍ରାର୍ଥୀ ହୋଇଥିଲେ । ବାଚନିକ ଭୋଟରେ…

ବାଇକରେ କୁମ୍ଭୀର ନେବା ଘଟଣାରେ ଡ଼େପୁଟି ରେଞ୍ଜର ନିଲମ୍ବିତ

ଗଞ୍ଜାମ, ୧୪ା୯(ଓଡ଼ିଶା ଭାସ୍କର): ବାଇକରେ କୁମ୍ଭୀର ବୋହିବା ଘଟଣାରେ ଆଜି ଦିଗପହଣ୍ଡିର ଡେପୁଟି ଅଫିସର ଇନଚାର୍ଯ ପ୍ରମୋଦ କୁମାର ଖଡ଼ଗରାୟ ନିଲମ୍ବିତ ହୋଇଛନ୍ତି । ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି ।…