Browsing Category
Breaking News
୩୧ରେ ଅବସର ନେବେ ଅସିତ ତ୍ରିପାଠୀ
ଭୁବନେଶ୍ୱର,୨୩ ।୧୨(ଓଡିଶା ଭାସ୍କର): ଡିସେମ୍ବର ୩୧ରେ ଅବସର ନେବେ ଅସିତ ତ୍ରିପାଠୀ । ଅସିତ ଏବେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଉନ୍ନୟନ କମିସନର ଭାବେ କାର୍ଯ୍ୟରତ ଅଛନ୍ତି । ୧୯୭୬ ବ୍ୟାଚର ଓଡିଶା କ୍ୟାଡର ଆଇଏଏସ ଅଫିସର…
ଜାନୁଆରୀ ୨ ପର୍ଯ୍ୟନ୍ତ ଏଠାରେ ଲାଗିଲା ନାଇଟ୍ କର୍ଫ୍ୟୁ, ନୂଆ ଷ୍ଟ୍ରେନକୁ ରୋକିବା ପାଇଁ ପ୍ରସ୍ତୁତି
ନୂଆଦିଲ୍ଲୀ,୨୩ ।୧୨: କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟ ସରକାର ମଧ୍ୟ ସର୍ତକ ମୋଡକୁ ଆସିଛନ୍ତି । ଏହାରି ମଧ୍ୟରେ କର୍ଣ୍ଣାଟକ ସରକାର ରାତ୍ରି କର୍ଫ୍ୟୁର ଘୋଷଣା କରିଛନ୍ତି । ଏହି ରାତ୍ରି କର୍ଫ୍ୟୁ ୨ ଜାନୁଆରୀ…
ଜାଣନ୍ତୁ ସେଇ ସ୍ଥାନ ବିଷୟରେ, ଯେଉଁଠାରେ ବିବାହ କରିଥିଲେ ରାବଣ ଓ ମନ୍ଦୋଦରୀ
ରାମାୟଣରେ ଲଙ୍କା ସ୍ଥପତି ରାବଣ ବିଷୟରେ କିଏ ବା ନ ଜାଣେ । କୁହାଯାଏ, ଭାରତର ଏମିତି ଏକ ସ୍ଥାନ ରହିଛି, ଯେଉଁଠାରେ ରାବଣ ଓ ମନ୍ଦୋଦରୀ ବିବାହ କରିଥିଲେ । ଯୋଧପୁରର ମଣ୍ଡୋରର ରେଳ ଷ୍ଟେସନ ନିକଟରେ ଏକ ପାହାଡ଼ ଉପରେ ଗଣେଶ…
ଜୁଲାଇ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ନାହିଁ, ଶିଶୁଙ୍କ ଭବିଷ୍ୟତ ଅନ୍ଧାରରେ
ନୂଆଦିଲ୍ଲୀ, ୨୩ା୧୨: ଦିଲ୍ଲୀରେ ଜୁଲାଇ ମାସ ସୁଦ୍ଧା ନର୍ସରୀ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ । ତେଣୁ ୨୦୨୧-୨୨ ଏକାଡେମିକ ଅଧିବେଶନରେ ନର୍ସରୀ ଆଡମିଶନ ବାତିଲ କରାଯାଇପାରେ ।
କରୋନା ସମୟରେ ଦେଶରେ ସ୍କୁଲ, କଲେଜ,…
ଶ୍ରୀମନ୍ଦିର ଦର୍ଶନ ନେଇ ନୂଆ ଏସଓପି ଜାରି
ପୁରୀ, ୨୩ା୧୨ (ଓଡିଶା ଭାସ୍କର): ୯ ମାସ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ଅନୁମତି ଆଜି ମିଳିଛି । ତେବେ ପ୍ରଭୁଙ୍କ ଦର୍ଶନ ନେଇ ପ୍ରଶାସନ ତରଫରୁ ଏସଓପି ଜାରି କରାଯାଇଛି । ଭକ୍ତମାନେ ଏହାକୁ ମାନି…
ଜାଣନ୍ତୁ ଭାରତର ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଥିବା ଅଞ୍ଚଳ ବିଷୟରେ
ଶୀତ ଆଗମନରେ ଭାରତବର୍ଷର କିଛି ଅଞ୍ଚଳରେ ସୌନ୍ଦର୍ଯ୍ୟ ଝଲସି ଉଠିଥାଏ । ବିଶେଷ କରି ଦକ୍ଷିଣ ଭାରତରେ ଏପରି କିଛି ସ୍ଥାନ ରହିଛି । ପାହାଡ଼ ପର୍ବତ ଘେରା ଉକ୍ତ ଅଞ୍ଚଳରେ ଭୟଙ୍କର ଥଣ୍ଡା ପବନ ସାଙ୍ଗକୁ ତାପମାତ୍ରାରେ ହ୍ରାସ…
ପରୀ ମୃତ୍ୟୁ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ?
ନୟାଗଡ,୨୩ ।୧୨(ଓଡିଶା ଭାସ୍କର): ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ମନ୍ତ୍ରୀ ଅରୁଣ ସାହୁ ଆଜି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ ଭଗବାନ୍ ଓ ଓ ସମସ୍ତଙ୍କ ପାଖରେ ପ୍ରାର୍ଥନା କରୁଛି…
ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କ ଉଦବୋଧନ
ଭୁବନେଶ୍ୱର,୨୩ ।୧୨(ଓଡିଶା ଭାସ୍କର): ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ବିଜେଡି ସୁପ୍ରିମୋ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଓଡିଆ ଜାତି ହେଉଛି ଏକ ମହାନ…
ଭୁବନେଶ୍ୱରର କୋଟିପତି କିରାଣି ଗିରଫ
ଭୁବନେଶ୍ୱର,୨୩ ।୧୨(ଓଡିଶା ଭାସ୍କର): ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ-୧ର ବରିଷ୍ଠ କିରାଣି ଆଜି ଗିରଫ ହୋଇଛନ୍ତି । ଅସିତ ନାୟକଙ୍କୁ ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ । ରେଡ ବେଳେ ୫ କୋଟି ୨୩ ଲକ୍ଷରୁ…
ବଦଳିଲା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ନାଁ
ଭୁବନେଶ୍ୱର,୨୩ ।୧୨(ଓଡିଶା ଭାସ୍କର): ଆଜି ବଦଳିଯାଇଛି ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର ନାମ । ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ଏହି ବିଶ୍ୱବିଦ୍ୟାଳୟ ନାମିତ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ…