Browsing Category

Breaking News

ମେକ୍ସିକୋର ସମୁଦ୍ରରେ ଲାଗିଛି ଭୟଙ୍କର ନିଆଁ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ମେକ୍ସିକୋ: ଲାଟିନ୍ ଆମେରିକୀ ଦେଶ ମେକ୍ସିକୋର ଗଲ୍ଫରେ ସମୁଦ୍ରରେ ନିଆଁ ଲାଗିଯାଇଛି । ପାଣିରେ ନିଆଁ ଲାଗିବା ଘଟଣା ଏବେ ସମସ୍ତଙ୍କୁ ତାଜୁବ୍ କରିଛି । ତେବେ ଏହା ପଛର କାରଣ ହେଉଛି ପାଣି ଭିତରେ ଯାଇଥିବା ପାଇପଲାଇନ୍ ରୁ…

ଭିକାରିମାନେ ବି କାମ କରିବା ଦରକାର, ସବୁକିଛି ରାଜ୍ୟ ଦେଇପାରିବ ନାହିଁ: ହାଇକୋର୍ଟ

ମୁମ୍ବାଇ: ମୁମ୍ବାଇ ହାଇକୋର୍ଟ ଶନିବାର କହିଛନ୍ତି ଯେ ଭିକାରି ଓ ବେଘର ହୋଇଥିବା ଲୋକମାନେ ବି କିଛି କାମ କରିବା ଦରକାର । କାରଣ ସବୁକିଛି ରାଜ୍ୟ ଉପଲବ୍ଧ କରାଇପାରିବ ନାହିଁ । ମୁଖ୍ୟ ନ୍ୟାୟମୁର୍ତ୍ତି ଦୀପାଂକର ଦତ୍ତା ଓ…

କୋଭିଡ କଟକଣାକୁ ଫୁ’, ସିଲ୍ ହେଲା KFC

ବ୍ରହ୍ମପୁର(ଓଡ଼ିଶା ଭାସ୍କର): କରୋନା ମୁକାବିଲା ପାଇଁ ସରକାର ଯେତେେ କଟକଣା ଲାଗୁ କଲେ ବି ଲୋକମାନେ ଏହକୁ ଫୁ’ କରି ଉଡ଼ାଉଦେଉଛନ୍ତି । ଫଳରେ କରୋନା ସଂକ୍ରମଣ କମିବା ବଦଳରେ ପୁଣି ବଢ଼ିବାର ସମ୍ଭାବନା ରହିଛି । ଏହାରି…

ତୀରଥଙ୍କ ଇସ୍ତଫା ପରେ ମମତାଙ୍କ ମୁଣ୍ଡରେ ଡେମୋକ୍ଲିସ୍ ଖଣ୍ଡା!

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡୁଆ ବଢିଛି । ମାତ୍ର ୧୧୫ ଦିନର ମୁଖ୍ୟମନ୍ତ୍ରୀତ୍ୱ ସମୟ ପରେ ତୀରଥ ଶୁକ୍ରବାର…

ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ତୀରଥ ସିଂ ରାୱତଙ୍କ ପରେ ତାଙ୍କ ସ୍ଥାନ ନେବେ ପୁଷ୍କର ସିଂ ଧାମି । ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ ୪୫ ବର୍ଷିୟ ଧାମି ।…

ଅମିର୍ ଖାନଙ୍କ ଏହି ଫିଲ୍ମ ଦେଖିବା ପରେ ହୃଦୟ ଦେଇ ବସିଥିଲେ କିରନ୍, ଜାଣନ୍ତୁ କିପରି ଆରମ୍ଭ ହୋଇଥିଲା ଦୁହିଁଙ୍କ ପ୍ରେମକାହାଣୀ

ମୁମ୍ବାଇ: ଅମିର୍ ଖାନ୍ ବିବାହର ୧୫ ବର୍ଷ ପରେ ପତ୍ନୀ କିରନ୍ ରାଓଙ୍କ ଠାରୁ ସହମତି କ୍ରମେ ଅଲଗା ହୋଇଯାଇଛନ୍ତି । ସେମାନେ ଆଜି ବିବାହ ବିଚ୍ଛେଦ ନେଇ ଘୋଷଣା କରିଛନ୍ତି । ଦୁହେଁ ବିବାହ ବିଚ୍ଛେଦକୁ ନେଇ ଅଫିସିଆଲ୍…

୫ ମାସର ଶିଶୁ ପାଲଟିଗଲା ପଥର, ଜାଣନ୍ତୁ ଏହି ରୋଗ ପଛର କାରଣ

ନୂଆଦିଲ୍ଲୀ: ୫ ମାସର ଶିଶୁଟିଏ । ଯେଉଁ ବୟସରେ ସେ ମାଆ କୋଳରେ ଖେଳିବା କଥା, ସେହି ସମୟରେ ତା’ ପ୍ରତି ଈଶ୍ୱର ସହାୟ ହୋଇନାନ୍ତି । ବ୍ରିଟେନରେ ଜନ୍ମିତ ଏହି ଶିଶୁଟି ଫାଇବ୍ରୋଡାଇସପ୍ଲାସିଆ ଓସିଫିକାନ୍ସ ପ୍ରୋଗ୍ରେସିଭା…

ବିଜୁଳି ସଙ୍କଟକୁ ନେଇ ସରକାରଙ୍କୁ ଘେରିଛନ୍ତି ସିଦ୍ଧୁ, କିନ୍ତୁ ନିଜେ ଦେଇନାହାନ୍ତି ୮.୬୭ ଲକ୍ଷର ବିଲ୍ !

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଓ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ସାମ୍ନାକୁ ଆସିଛି । ଦୁହିଁଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଏହାରି…

ଯୁଦ୍ଧ ସମୟରେ ବାୟୁସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ, ସିଡିଏସ୍ ରାୱତଙ୍କୁ ଜବାବ ଦେଲେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତରେ ଥିଏଟର କମାଣ୍ଡ ଗଠନକୁ ନେଇ ପୂର୍ବରୁ ବହୁବାର ମିଡିଆରେ ଚର୍ଚ୍ଚା ହୋଇଥିଲା । ଏହି କମାଣ୍ଡ ଗଠନ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ଥଳ ସେନା, ନୌସେନା ପ୍ରସ୍ତୁତ ରହିଥିବା ବେଳେ କେବଳ ବାୟୁସେନା…

ଆମେରିକା-କାନାଡାରେ ଭୀଷଣ ଗରମ ସାଜିଛି କାଳ, ଲୁ’ରେ ପ୍ରାଣ ହରାଇଲେଣି ୫୮୦

ନୂଆଦିଲ୍ଳୀ: ଆମେରିକା ଓ କାନାଡାରେ ଭୀଷଣ ଗରମ ବଢ଼ିବାରେ ଲାଗିଛି । ଅତ୍ୟଧିକ ଗରମ ସହ୍ୟ କରିନପାରି ପ୍ରାଣ ହରାଉଛନ୍ତି । ଏହି ଦୁଇ ଦେଶରେ ଏଯାବତ୍ ମୋଟ ୫୮୧ ଜଣ ପ୍ରାଣ ହରାଇଲେଣି । ଆମେରିକାରେ ପ୍ରଶାନ୍ତ…