Browsing Category

Breaking News

ରାଜ୍ୟରେ ଆଜି ୧୦ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୨୪କୁ ବୃଦ୍ଧି

ଭୁବନେଶ୍ୱର, ୧୪।୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୯୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୪, ପୁରୀରୁ ୩, କଟକ, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ…

ଜେଲ ଗଲେ ସ୍ୱତନ୍ତ୍ର ସଚିବ ଅଜୟ ଦାସ

ଭୁବନେଶ୍ୱର, ୧୪ା୮(ଓଡ଼ିଶା ଭାସ୍କର): ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ ହୋଇଥିଲେ । ଆଜି ତାଙ୍କର ଜାମିନ ନାମଞ୍ଜୁର ହେବା ପରେ…

ରାଜ୍ୟରେ ଆଜି ପୁଣି ୧୯୭୭ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

ଭୁବନେଶ୍ୱର, ୧୪ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ୩୦ ଜିଲ୍ଲାରୁ ଆଜି ପୁଣି ୧୯୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୭୩୬…

ଗୋଟିଏ ଦିନରେ ୬୪,୫୩୩ ଆକ୍ରାନ୍ତ ଚିହ୍ନଟ ଓ ୧୦୦୭ ଜଣ ମୃତ

ନୂଆଦିଲ୍ଲୀ, ୧୪ା୮: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୬୪,୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୦୭ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା…

ସମ୍ବଲପୁର ପରେ ଝାରସୁଗୁଡାରେ ନୂଆଖାଇ ପାଇଁ ହଟିଲା ସଟଡାଉନ୍

ଝାରସୁଗୁଡା, ୧୪/୮ (ଓଡିଶା ଭାସ୍କର): ରାଜ୍ୟରେ ଏବେ ବହୁ ସଂଖ୍ୟକ କରୋନା  ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏନେଇ ଚାରିଆଡେ କଟକଣା ଲାଗୁ କରାଯାଇଛି। କିନ୍ତୁ ଏହାରି ମଧ୍ୟରେ ସମ୍ବଲପୁର ପରେ ଝାରସୁଗୁଡାରେ ନୂଆଖାଇ ପାଇଁ…

୧୬ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୪/୮(ଓଡିଶା ଭାସ୍କର): ନକ୍ସଲମାନଙ୍କ ସହିଦ୍ ସପ୍ତାହ ପାଳନ ହେବାର ସପ୍ତାହେ ନ ପୁରୁଣୁ ୧୬ଜଣ ମାଓବାଦୀ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏଭଳି ଘଟଣା ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼…

ଧନପ୍ରାପ୍ତି ପାଇଁ ଶୁକ୍ରବାର ରାତି ୧୨ ଟା ପରେ ଗୁଜୁରାତିର ଏପରି କରନ୍ତୁ ବ୍ୟବହାର

ଧନପ୍ରାପ୍ତ କରିବାକୁ କିଏ ବା ନଚାହେଁ । ଆସନ୍ତୁ ଜାଣିବା ଗୁଜୁରାତିର ଏକ ସରଳ ଉପାୟ, ଯାହାଦ୍ୱାରା ଆପଣଙ୍କୁ ଧନ-ସମ୍ପତ୍ତି ମିଳିବା ସହ ଆପଣଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ ହେବ । ମନେରଖନ୍ତୁ ଯେ ଏହି ଉପାୟ ଆପଣ ଶୁକ୍ରବାର…

ଖୁସି ଖବର: ରାଜ୍ୟରେ ଆଜି ୧୪୨୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୩/୮ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୪୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୭୯୦୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

କର୍କଟ ପୀଡ଼ିତା ମେଧାବୀ ଛାତ୍ରୀଙ୍କୁ ସହାୟତା ଯୋଗାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩ା୮ (ଓଡ଼ିଶା ଭାସ୍କର): କର୍କଟ ପୀଡ଼ିତା ଛାତ୍ରୀ ମୋନାଲିସାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଯୋଗାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ…

ସ୍କୁଲରେ କିପରି ପାଳନ ହେବ ଅଗଷ୍ଟ ୧୫, ଆସିଲା ଗାଇଡ଼ଲାଇନ

ଭୁବନେଶ୍ୱର, ୧୩ା୮ (ଓଡ଼ିଶା ଭାସ୍କର): କରୋନା ପାଇଁ ସ୍କୁଲରେ ସ୍ୱାଧୀନତା ଦିବସ କିପରି ପାଳନ ହେବ ସେନେଇ ଗାଇଡ଼ଲାଇନ ଜାରି ହୋଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଗାଇଡ଼ଲାଇନ ଜାରି ହୋଇଥିବା ସୂଚନା ମିଳିଛି ।…