fbpx
Browsing Category

Breaking News

ଅପରାହ୍ନ ୨ଟା ୩୦ସୁଦ୍ଧା ୬ଜିଲ୍ଲା ସାବଧାନ!

ଭୁବନେଶ୍ୱର, ୧୦ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି । ଏହାସହ ଆଜିଠାରୁ ରାଜ୍ୟରେ ଲଘୁଚାପ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ଆଜି ଅପରାହ୍ନ ୨ଟା ୩୦ସୁଦ୍ଧା ୬ଜିଲ୍ଲାରେ ବର୍ଷା…

ପୁଣି ବଢିଲା ପେଟ୍ରୋଲ-ଡିଜେଲ୍ ଦାମ୍, ଜାଣନ୍ତୁ କେତେ?

ଲଗାତାର ଚତୁର୍ଥ ଦିନରେ ପେଟ୍ରୋଲ-ଡିଜେଲ ଦର ବଢିଛି । ପେଟ୍ରୋଲ ଲିଟର ପିଛା ୪୦ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୪୫ ପଇସା ବୃଦ୍ଧି ପାଇଛି । ଅନଲକ୍-୧ ପରଠାରୁ ଦେଶରେ ପେଟ୍ରୋଲ-ଡିଜେଲ ଦାମ୍ ବଢିବାରେ…

୮ ଜିଲ୍ଲା ସାବଧାନ୍! ଆଜିଠାରୁ ରାଜ୍ୟରେ ଲଘୁଚାପ ବର୍ଷା ଆରମ୍ଭ, ଖୁବ୍ ଛେଚିବ

ଭୁବନେଶ୍ୱର,୧୦ ।୬(ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟରେ ଲଘୁଚାପ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ଏନେଇ ୮ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହା ସହ ୫ଟି ଜିଲ୍ଲାରେ…

କାଳ ସାଜିଲା ମହୁମାଛି !

ଉଦଳା,୧୦ ।୬(ଓଡିଶା ଭାସ୍କର): ମୃତ୍ୟୁର କାରଣ ପାଲଟିଲା ମହୁମାଛି । ମହୁ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ମହାମାଛି ଆକ୍ରମରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏଭଳି…

ଭିଜିଲାନ୍ସ ଜାଲରେ ଫସିଲେ ଡିଏଫଓ

ବଲାଙ୍ଗୀର,୧୦ ।୬(ଓଡିଶା ଭାସ୍କର): ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଡିଏଫଓ ପ୍ରବୀଣର ମହାନ୍ତିଙ୍କୁ ଆଜି ବାନ୍ଧି ନେଇଛି ଭିଜିଲାନ୍ସ । ଡିଏଫଓଙ୍କ ସହ ଡେପୁଟି ଇଞ୍ଜିନିୟର ତ୍ରିଲୋଚନ ଦେହୁରୀ ମଧ୍ୟ ଗିରଫ ହୋଇଥିବା ଜଣାପଡିଛି…

ଅଡ଼-ଇଭିନ୍ ଫର୍ମୁଲାରେ ସପ୍ତାହରେ ୩ ଦିନ ସ୍କୁଲ ଆସିବେ ଛାତ୍ରଛାତ୍ରୀ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ, ୧୦ ।୬: ସାରା ଦେଶରେ କରୋନା କାୟା ମାଡିବସିଥିବା ବେଳେ ପୁଣିଥରେ ସ୍କୁଲ ଖୋଳିବା ପାଇଁ ବଡ ପଦକ୍ଷେପ ନିଆଯାଇଛି । କିନ୍ତୁ କରୋନା ସଙ୍କଟ ଥିବାରୁ ପାଠପଢା କିପରି ଆରମ୍ଭ ହେବ ଓ ଶିଶୁ, ଅଭିଭାବକ ଓ…

ବଡ ଖବର: ରାଜ୍ୟର ୧୭ଟି ଜିଲ୍ଲାରୁ ୧୧୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୦ ।୬(ଓଡିଶା ଭାସ୍କର): ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ଭାଇରସ୍ । ଏହାକରି ମଧ୍ୟରେ ପୁଣି ଆଜି ନୂଆ ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରାୟ ୧୭ଟି ଜିଲ୍ଲାରୁ ୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ…

ଘାଇଲା କରୁଛି କରୋନା: ୨୪ ଘଣ୍ଟାରେ ୯ ହଜାର ୯୮୫ ଆକ୍ରାନ୍ତ ଚିହ୍ନଟ,୨୭୯ ମୃତ

ନୂଆଦିଲ୍ଲୀ,୧୦ ।୬(ଓଡିଶା ଭାସ୍କର): ଦିନକୁ ଦିନ ଦେଶକୁ ଘାଇଲା କରିବାରେ ଲାଗିଛି କରୋନା । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭ ହଜାର ୭୪୫କୁ ବୃଦ୍ଧି ପାଇଛି । ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ…