Browsing Category
Breaking News
ଜାମ୍ମୁ ସୁରକ୍ଷାବଳ ଉପରେ ଆତଙ୍କବାଦୀ ଆକ୍ରମଣ, ଦୁଇ ଯବାନ ସହିଦ
ସୋପୋର: ଜାମ୍ମୁ-କାଶ୍ମୀରର ସୋପାରରେ ଆଜି ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀ ମାନେ ପୁଲିସ୍ ଏବଂ ସିଆରପିଏଫ୍ ଟିମ୍ ଉପରକୁ ଆକ୍ରମଣ କରିଛନ୍ତି । ଏଥିରେ ଦୁଇଜଣ ଯବାନ ସହିଦ୍ ହେବା ସହିତ ଦୁଇଜଣ…
ଗୋଟିଏ ପଟେ ଶରଦ-ପ୍ରଶାନ୍ତ, ଅନ୍ୟପଟେ ମୋଦି-ଉଦ୍ଧବ ସାକ୍ଷାତ: କ’ଣ ହୋଇପାରେ ଏହି ଆଲୋଚନାର ଭିତିରି ରହସ୍ୟ
ମୁମ୍ବାଇ: ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗତକାଲି ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଦୁହେଁ ଏକତ୍ର ୩ ଘଣ୍ଟା ଧରି ଆଲୋଚନା କରିଥିଲେ । ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…
ଗୁଟଖା ଯୋଗୁଁ ବାହାଘର ଭାଙ୍ଗିଲା କନ୍ୟା : ଶିଶୁପାଳ ହେଲା ବର, ଜାଣନ୍ତୁ ପୁରା କାହାଣୀ
ଲଖନଉ: ଉତ୍ତରପ୍ରଦେଶର ପ୍ରତାପଗଡରେ ଜଣେ ବର ମଦନିଶାରେ ଆସିବାରୁ କନ୍ୟା ବାହାଘର ପାଇଁ ମନା କରିବା ପରେ ୟୁପିର ବାଲିଆ ଜିଲ୍ଲାରେ ପୁଣି ଜଣେ କନ୍ୟା ବରକୁ ବାହାହେବାକୁ ସିଧାସଳଖ ମନା କରିଥିବା ଘଟଣା ସାମ୍ନାକୁ ଆସିଛି ।…
ଫ୍ରି ଭାକସିନକୁ ନେଇ ଆମ୍ରି ହସ୍ପିଟାଲରେ ଉତ୍ତେଜନା, ଟିକା ନେବା ପାଇଁ ଆସିଥିବା ମହିଳାଙ୍କୁ ନାଲି ଆଖି ଦେଖାଇଲେ କର୍ମଚାରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ଦେବା ନେଇ ଘୋଷଣା କରିବା ପରେ ଜନସାଧାରଣଙ୍କୁ ମାଗଣାରେ ଟିକା ଦିଆଯାଉଛି । ତେବେ ଏହାକୁ ନେଇ ଆଜି ଭୁବନେଶ୍ୱର…
ଏଣିକି ପଛୁଆ ରହିବେନି କିନ୍ନର, ସରକାର କଲେ ବଡ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କିନ୍ନର ମାନଙ୍କ ପାଇଁ ସରକାର ବଡ ଘୋଷଣା କରିଛନ୍ତି । ଏଣିକି ସବ୍ ଇନ୍ସପେକ୍ଟର୍ ପଦବୀ ପାଇଁ ଆଗ୍ରହୀ ଥିବା କିନ୍ନର ମାନେ ଆବେଦନ କରିପାରିବେ । ଏଥିସହ କନେଷ୍ଟବଳ ପଦ ପାଇଁ ମଧ୍ୟ…
ୟୁଜି , ପିଜି ପରୀକ୍ଷା ନେଇ କଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର:(ଓଡିଶା ଭାସ୍କର): ରାଜ୍ୟରେ ୟୁଜି,ପିଜର ପରୀକ୍ଷା ହେବ । ଏନେଇ ଆସନ୍ତା ୧୮ ତାରିଖରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ବିଳମ୍ବ ହେଲେ ମଧ୍ୟ ପରୀକ୍ଷା ହେବ ।
ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ତି କି ୭ ଦିନ…
ପୋଲିସ କବଜାରେ ନକଲି ଆର୍ମି ଅଫିସର, ଧରାପଡିବା ପରେ ପର୍ଦ୍ଦାଫାସ
ଭୁବନେଶ୍ୱର(ଓଡିଶା ଭାସ୍କର): ଲକଡାଉନ୍ ଓ ସଟଡାଉନ ସମୟରେ ଅନେକ ଦୁର୍ବୃତ୍ତ ନିଜର ନକଲି ପରିଚୟ ଦେଇ ବୁଲୁଥିବାର ଅନେକ ଘଟଣା ନଜରକୁ ଆସିଛି । ସେହିପରି ଭୁବନେଶ୍ୱର ନୟାପଲ୍ଲୀ ପୋଲିସ କବଜାରେ ଫସିଛି ଜଣେ ନକଲି…
ଡିଜିଟାଲ ମିଡିଆକୁ ନିୟମରୁ ମୁକ୍ତ କରାଯାଇପାରିବ ନାହିଁ: I&B ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ପାରମ୍ପରିକ ଛାପା ଓ ଟିଭି ମିଡିଆର ଡିଜିଟାଲ ବିଭାଗକୁ ନିୟମ ବାହାରେ ରଖାଯାଇ ପାରିବ ନାହିଁ ବୋଲି ସୂଚନା ଓ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଇନଫରମେସନ୍ ଟେକ୍ନୋଲୋଜି (ଇଣ୍ଟରମିଡ଼ିଆରି ଗାଇଡଲାଇନ୍ସ ଆଣ୍ଡ…
କୋଭିଡ୍ ଦ୍ୱିତୀୟ ଲହରରେ ପ୍ରାଣ ହରାଇଛନ୍ତି ୭୧୯ ଡାକ୍ତର, ବିହାରରେ ସର୍ବାଧିକ
ନୂଆଦିଲ୍ଲୀ: କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ସଙ୍କଟ ଏପର୍ଯ୍ୟନ୍ତ ଟଳିନି । ହେଲେ ଦ୍ରୁତ ସଂକ୍ରମଣ ବର୍ତ୍ତମାନ ନିୟନ୍ତ୍ରଣକୁ ଚାଲି ଆସିଛି । ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ମାତ୍ରା ଅନେକାଂଶରେ କମିବାରେ ଲାଗିଛି ।…
‘ଗର୍ଲଫ୍ରେଣ୍ଡକୁ ଭେଟିବି, ମେଟ୍ରୋ ଚାଲୁଛିକି?’, ଜାଣନ୍ତୁ ଯୁବକଙ୍କୁ କଣ ମିଳିଲା ଉତ୍ତର
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଦିଲ୍ଲୀ ମେଟ୍ରୋ ପକ୍ଷରୁ ଜଣେ ଯାତ୍ରୀଙ୍କୁ ଦିଆଯାଇଥିବା ମଜାଦାର୍ ଉତ୍ତର । ତେବେ ଜଣେ ଯାତ୍ରୀ ଟୁଇଟ୍ କରି ଦିଲ୍ଲୀ ମେଟ୍ରୋକୁ ଏକ ଏଭଳି ପ୍ରଶ୍ନ ପଚାରିଛନ୍ତି । ଯାହା…