Browsing Category

Breaking News

ଆଜି ଦିନ ୧୨ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪ା୩ (ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧ୍ୟାହ୍ନ ୧୨ଟା ସମୟରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ । ତେବେ ଗତ କିଛିଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ…

ଏସସିବି ମେଡିକାଲରେ ଅଗ୍ନିକାଣ୍ଡ

କଟକ, ୧୪ା୩ (ଓଡିଶା ଭାସ୍କର): କଟକର ଏସସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟିଛି । ମେଡିକାଲର ଆଞ୍ଚଳିକ ସିଟି ସ୍କାନରେ ଏହି ଅଗ୍ନିକାଣ୍ଡ ହୋଇଛି । ତେବେ ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଖବର ପାଇ…

ଭୟଙ୍କର ସଡ଼କ ଦୁର୍ଘଟଣା: ୬ ମୃତ, ୬ ଗୁରୁତର

ଅମରାବତୀ, ୧୪ା୩: ଆନ୍ଧ୍ରପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ଗୋଲାପାଲିରେ…

କ୍ୟାପିଟାଲ ହସ୍ପିଟାଲର ବିଚିତ୍ର ନୀତି: ଗଳାବାଟରେ ଟିକା ନେଉଛନ୍ତି ସମ୍ପର୍କୀୟ

ଭୁବନେଶ୍ୱର, ୧୪ା୩ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଠିକ ଭାବେ ହେଉନଥିବା ଅଭିଯୋଗ ଆସିଛି । ଡାକ୍ତର ଠିକ୍ ସମୟରେ ନ ଆସିବା ସହ ହସ୍ପିଟାଲ କର୍ମଚାରୀଙ୍କ…

ଦେଶରେ ମୃତ୍ୟୁସଂଖ୍ୟା ୧୬୧କୁ ବୃଦ୍ଧି, ୨୫ ହଜାର ହେଲେ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୪ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୬୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୬୦୭କୁ ବୃଦ୍ଧି…

ଆଲବମ୍ ନିର୍ଦ୍ଦେଶକ ହତ୍ୟା ମାମଲା: ୧୨ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ୱର, ୧୪ା୩ (ଓଡିଶା ଭାସ୍କର): ୧୨ ବର୍ଷ ପରେ ଓଡ଼ିଆ ଆଲବମ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ମାମଲାର ଅଭିଯୁକ୍ତ ଧରାପଡ଼ିଛି । । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୋଜନାବଦ୍ଧ ଭାବେ ସୁମନ୍ତଙ୍କୁ ଅତି ନିର୍ମମ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୬.୫୯ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୧୪ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୬ ଲକ୍ଷ ୫୯ ହଜାର ୧୧୮ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୋଟି ୪୨…

ଏହି ବ୍ଲଡ୍ ଗ୍ରୁପର ଲୋକମାନେ ସର୍ବାଧିକ ମାତ୍ରାରେ ହୋଇଥାନ୍ତି ହୃଦରୋଗର ଶିକାର, ଜାଣନ୍ତୁ କାହିଁକି

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ)ର ତଥ୍ୟ ଅନୁଯାୟୀ, ଆଜିକାଲି ଅଧିକାଂଶ ଲୋକଙ୍କର ହୃଦରୋଗ ଯୋଗୁଁ ମୃତ୍ୟୁ ଘଟୁଛି । ତେବେ ହୃଦରୋଗର ପ୍ରଭାବ ସମସ୍ତ ବ୍ଲଡ ଗ୍ରୁପର ଲୋକଙ୍କଠାରେ ଅଲଗା ଅଲଗା ରହିଥାଏ । ଆସନ୍ତୁ ଜାଣିବା…

୧୫୬୦ ଫୁଟ ଉଚ୍ଚ ପାହାଡ଼ରୁ ଝରୁଛି ଅଗ୍ନି, ସତ୍ୟ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍

ଆପଣମାନେ ଜଳପ୍ରପାତ ଦେଖିଥିବେ, ଯେଉଁଠାରେ ଜଳ ଏକ ଉଚ୍ଚସ୍ଥାନରୁ ନିମ୍ନକୁ ପ୍ରବାହିତ ହେଉଥାଏ । କାଲିଫଣ୍ଣିଆଠାରେ ଏପରି ଏକ ଜଳପ୍ରପାତ ରହିଛି ଯାହାକୁ ଦେଖିଲେ ଆପଣଙ୍କୁ ଲାଗିବ ସତେ ଯେପରି ଅଗ୍ନି ପ୍ରବାହିତ ହେଉଛି ।…

ପାର୍କିଂ ପାଇଁ ପ୍ରଫେସରଙ୍କ ଗୁଳିମାଡ, ଦୋକାନୀ ଗୁରୁତର

ବାଲେଶ୍ୱର,୧୩ ।୩(ଓଡିଶା ଭାସ୍କର): ବାଲେଶ୍ୱର ଗଡଗଡିଆ ଛକ ନିକଟ ସଞ୍ଜୟ ହାଇଟସ ଆପାର୍ଟମେଣ୍ଟ ବାହାରେ ହୋଇଛି ଗୁଳିମାଡ । ପାର୍କିଂକୁ ନେଇ ଆପାର୍ଟମେଣ୍ଟର ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ ହୋଇଛି । ନ ଗୁଳିମାଡରେ ଗୁରୁତର…