Browsing Category

Breaking News

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ଯାଜପୁରର

ଯାଜପୁର, ୧୪ା୪(ଓଡ଼ିଶା ଭାସ୍କର): ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ଯାଜପୁରର ବୋଲି ସୂଚନା ମିଳିଛି । ଏହାସହ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ନିକଟରେ ଏହି କରୋନା ଆକ୍ରାନ୍ତ ଜଣକ…

ମଣିଷ ହାଡରୁ ୪ ଲକ୍ଷ ଟଙ୍କାର ହ୍ୟାଣ୍ଡବ୍ୟାଗ୍ ତିଆରି କଲେ ଧନୀ ଡିଜାଇନର, ତାତିଲେ ଲୋକେ

ଜଣେ ଧନୀ ଡିଜାଇନର ଏପରି ଏକ ହ୍ୟାଣ୍ଡବ୍ୟାଗ ବିକ୍ରି କରୁଛନ୍ତି, ଯେଉଁଥିରେ ମଣିଷର ମେରୁଦଣ୍ଡ ଓ କୁମ୍ଭୀରର ଜିଭ ବ୍ୟବହାର ହୋଇଛି । ଏହି ଡିଜାଇନର ବ୍ୟାଗର ଦାମ୍ ୩ ଲକ୍ଷ ୮୧ ହଜାର ଟଙ୍କାରୁ ଅଧିକ ରଖିଛି । ରିପୋର୍ଟ…

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

1. ମଇ 3 ଯାଏଁ ବଢିଲା ଲକ ଡାଉନ 2. ଲକ ଡାଉନରେ ଆପଣମାନେ କଷ୍ଟ ସହିଥିବାରୁ ଧନ୍ୟବାଦ | 3. ସାମାଜିକ ଦୂରତ୍ୱ ଓ ଲକ ଡାଉନ ପାଇଁ କରୋନା ଉପରେ ଅଙ୍କୁଶ ଲଗାଇବାରେ ସମର୍ଥ ହୋଇପରିଛେ | 4. ନୂଆ ମାମଲା ଆସିଲେ ଲକ ଡାଉନ…

ଏହି ଦେଶର ରାଷ୍ଟ୍ରପତି କହିଲେ- ଭୋଡକା ହେଉଛି କରୋନାର ଔଷଧ, କେହି ମରିବେ ନାହିଁ! ଜାଣନ୍ତୁ ସତ୍ୟ

ଭୋଡକାକୁ କରୋନା ଭାଇରସର ଔଷଧ ବୋଲି କହିଥିବା ବେଲାଋସର ରାଷ୍ଟ୍ରପତି ଆଉ ଏକ ଅଦ୍ଭୁଦ ଦାବି କରିଛନ୍ତି । ଆଲେକ୍ସଜାଣ୍ଡାର ଲୁକାଶେଙ୍କୋ କହିଛନ୍ତି ଯେ ତାଙ୍କ ଦେଶରେ କରୋନାରେ କେହି ମରିନଥିବା ବେଳେ ଆଗକୁ ମଧ୍ୟ କାହାର…

ଦେଶରେ ମେ ୩ଯାଏଁ ଲକ୍ ଡ଼ାଉନ

ନୂଆଦିଲ୍ଲୀ, ୧୪ା୪: କରୋନା ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ସେ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ଦେଶରେ ଥିବା ଲକ୍ ଡ଼ାଉନ ଅବଧିକୁ ବୃଦ୍ଧ କରିଛନ୍ତି । ମେ ୩ ଯାଏଁ ଦେଶ ଲକ୍…

କରୋନା ଭାଇରସ୍: ଦେଶରେ ୨୪ଘଣ୍ଟାରେ ୩୧ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ, ୧୪ା୪: ଦିନକୁ ଦିନ ବିଶ୍ୱରେ ହଇଚଇ ସୃଷ୍ଟି କରିବାରେ ଲାଗିଛି କରୋନା ଭାଇରସ୍ । ଏହାରିମଧ୍ୟରେ ଭାରତରେ ୨୪ଘଣ୍ଟାରେ ୧୨୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୪ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନାରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ରାଜ୍ୟର ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୩ ।୪(ଓଡିଶା ଭାସ୍କର): ଓଡିଶାରେ ପୁଣି ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ସମସ୍ତ ସୁସ୍ଥ ବ୍ୟକ୍ତି…

ଲକ୍-ଡାଉନ୍ ଭାଙ୍ଗିଲେ ରାଜା: ଲଗ୍ଜରୀ ହୋଟେଲରେ ୨୦ ଗର୍ଲଫେଣ୍ଡ ସହ ନେଉଛନ୍ତି ମଜା

ଫଟୋରେ ଦେଖାଯାଉଥିବା ବ୍ୟକ୍ତି ହେଉଛନ୍ତି ଥାଇଲ୍ୟାଣ୍ଡର ରାଜା, ଯାହାଙ୍କୁ ୬୭ ବର୍ଷ । ସେ ଅନେକ ଥର ବିବାହ କରିଛନ୍ତି । କିନ୍ତୁ ଦେଶରେ କରୋନା ଭାଇରସର ବିପଦ ବଢୁଥିବାର ଦେଖି ସେ ଦେଶଛାଡି ଚାଲିଯାଇଛନ୍ତି । ରାଜା ଜଣକ…

ମାଲକାନଗିରିରେ କୋଭିଡ୍ ମେଡିକାଲର ଶୁଭାରମ୍ଭ

ମାଲକାନଗିରି,୧୩ ।୪(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ରାଜ୍ୟର ସବୁ ଜିଲ୍ଲାରେ କୋଭିଡ୍ ମେଡାକାଲ ନିର୍ମାଣ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାରି ମଧ୍ୟରେ ମାଲକାନଗିରି ପୁରୁଣା ଜିଲ୍ଲା ହସ୍ପିଟାଲରେ…