Browsing Category

Breaking News

ଆଉ ଏକ ନୂଆ ଜିଲ୍ଲାକୁ ଡ଼େଇଁଲା କରୋନା, ୨ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ବଲାଙ୍ଗିର…

ଖୁସିଖବର! ଲକ୍-ଡାଉନରେ ୧୬୨.୫ ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦାମ୍

କରୋନା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଚାଲିଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଆସିଛି ଖୁସି ଖବର । ଦେଶର ତୈଳ ମାର୍କେଟିଂ କମ୍ପାନୀଗୁଡିକ ଯଥା ଏଚପିସିଏଲ, ବିପିସିଏଲ ଓ ଏଲଓସି ବିନା ସବସିଡିଯୁକ୍ତ ଏଲପିଜି ଗ୍ୟାସ…

ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ମିଳିବ ଗ୍ରୀଷ୍ମକାଳୀନ ସହାୟତା

ଭୁବନେଶ୍ୱର, ୧ା୫(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା ମିଳିବ । ମଧୁବାବୁ ପେନସନ, ଜାତୀୟ ସାମାଜିକ ଯୋଜନାରେ ସହାୟତା ଦିଆଯିବ । ଏହି ଯୋଜନାରେ ୪୮ଲକ୍ଷ ହିତାଧିକାରୀ…

ଦିନ ୧ଟା୩୦ ସୁଦ୍ଧା ୬ଜିଲ୍ଲା ସାବଧାନ!

ଭୁବନେଶ୍ୱର, ୧ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି । ଏହାରି ମଧ୍ୟରେ ଆଜି ଦିନ ୧ଟା ୩୦ ସୁଦ୍ଧା ୬ଜିଲ୍ଲାରେ ବର୍ଷା ସହ ବଜ୍ରପାତ…

ମହଙ୍ଗା ପଡିଲା କ୍ୱାରେଣ୍ଟାଇନ୍ ମିଛ, ନିଲମ୍ବିତ ହେଲେ ୩ ପୋଲିସ

କରୋନା ଯୋଗୁଁ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଡ୍ୟୁଟିରୁ ବଞ୍ଚିବା ପାଇଁ ମିଛ କହିବା ୩ ପୋଲିସ କର୍ମୀଙ୍କୁ ମହଙ୍ଗା ପଡିଛି । ମିଛ ଯୋଗୁଁ ସେମାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।…

ରାଜ୍ୟରେ ରେଡ଼ ଜୋନରେ ୩ଜିଲ୍ଲା

ଭୁବନେଶ୍ୱର, ୧ା୫(ଓଡ଼ିଶା ଭାସ୍କର): କରୋନା ହଟସ୍ପଟ୍ ଭାବେ ରେଡ଼୍ ଜୋନରେ ଓଡ଼ିଶାର ୩ଟି ଜିଲ୍ଳା ରହିଛି । ୩ଜିଲ୍ଳାଗୁଡ଼ିକ ହେଉଛି ଯାଜପୁର, ଭଦ୍ରକ ଓ ବାଲେଶ୍ୱର । ସେହିପରି ଅରେଞ୍ଜ ଜୋନରେ ରାଜ୍ୟର ୬ଟି ଜିଲ୍ଳା ରହିଛି ।…

୪୦ ପୋଲିସକର୍ମୀଙ୍କୁ କରୋନା, କଣ୍ଟେନମେଣ୍ଟ ଜୋନରେ ଦେଉଥିଲେ ଡ୍ୟୁଟି

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ମାମଲା ସାମନାକୁ ଆସୁଛି । ଏହାରି ମଧ୍ୟରେ ମାଲେଗାୱରେ ୪୦ ପୋଲିସକର୍ମୀଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ସବୁଠାରୁ…