Browsing Category

Breaking News

ଜିଭ, ନାକ କାଟି ନିଜକୁ ଡ୍ରାଗନ କହୁଛନ୍ତି ଏହି ମହିଳା

ଦୁନିଆରେ ବହୁ ଲୋକ ଏପରି ଅଛନ୍ତି ଯେଉଁମାନେ କିଛି  ଅଲଗା କରି ଦେଖାଇବାକୁ ସଉକ ରଖିଥାନ୍ତି । କିନ୍ତୁ ଇଛାଶକ୍ତି ବେଳେବେଳେ ଜୀବନ ପ୍ରତି ବିପଦ ହୋଇଥାଏ । କିଛି ଲୋକ ନିଜ ସଉକ ପୁରଣ କରିବାକୁ ସବୁ ସୀମା ଅତିକ୍ରମ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୩ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୨୭କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୨୭ଆକ୍ରାନ୍ତଙ୍କ…

ସାବଧାନ, ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ ଲଘୁଚାପ !

ଭୁବନେଶ୍ୱର, ୧୩ା୫(ଓଡ଼ିଶା ଭାସ୍କର): ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବଙ୍ଗୋପସାଗରରେ ଏକ ଲଗୁଚାପ ସୃଷ୍ଟି ହୋଇଛି । ଦକ୍ଷିଣ ଆଣ୍ଡାମାନ ସାଗରକୁ ଲାଗି ସୃଷ୍ଟି ହୋଇଛି ଏହି ଲଘୁଚାପ । ସୃଷ୍ଟି…

ସାବଧାନ! କାଳ ହେଉଛି ଅଲିଭା କାଳୀ, ଓଡ଼ିଶା ଫେରନ୍ତା ପ୍ରବାସୀଙ୍କୁ ସ୍କିନ୍ ଡିଜିଜ

ଭୁବନେଶ୍ୱର, ୧୩ା୫(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଥିବାରୁ ବହୁ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରେ ଫସି ରହିଛନ୍ତି । କିନ୍ତୁ ସେମାନଙ୍କୁ ନିଜ ରାଜ୍ୟକୁ ଫେରେଇ ଆଣିବାକୁ ସରକାର ବହୁ ପଦକ୍ଷେପ ନେଇଛନ୍ତି ।…

ମେ ୧୯ରୁ ଉଡ଼ିବ ଏୟାର ଇଣ୍ଡିଆ ବିମାନ

ଭୁବନେଶ୍ୱର, ୧୩ା୫(ଓଡ଼ିଶା ଭାସ୍କର): ମେ ୧୯ରୁ ଦେଶର କିଛି ସହରକୁ ଘରୋଇ ବିମାନ ଉଡ଼ିବ ବୋଲି ଜଣାପଡ଼ିଛି । ବିମାନ ଚଳାଚଳ ପାଇଁ ଏୟାର ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ସୂଚନା ରହିଛି । ମେ ୧୯ରୁ ଜୁନ ୨ଭିତରେ…

ମାତ୍ର ୧୩ବର୍ଷ ବୟସରେ ସ୍ପାନିସ ଫ୍ଲୁ କୁ ହରାଇଥିଲେ, ଏବେ ୧୧୩ବର୍ଷ ବୟସରେ କରୋନାକୁ ହରାଇଲେ ମହିଳା

ସ୍ପେନ, ୧୩ା୫: ସାରା ବିଶ୍ୱ କରୋନା ସହ ଲଢ଼େଇ କରୁଥିବା ବେଳେ ଏବଂ ଯେଉଁଠି ପ୍ରାୟ ବୟସ୍କ ଲୋକଙ୍କ ମୃତ୍ୟୁ ହୋଇଯାଉଛି ସେଠାରେ ଏକ ୧୧୩ବର୍ଷିୟ ବୟସ୍କ ମହିଳା କରୋନାକୁ ହରାଇଛନ୍ତି । ମାରିଆ ବ୍ରାନାୟସ ନାମକ ଜଣେ…

ଗ୍ରୀନ ଜୋନରେ ଗଡ଼ିବ ସରକାରୀ ବସ୍

ଭୁବନେଶ୍ୱର, ୧୩ା୫(ଓଡ଼ିଶା ଭାସ୍କର): ଗ୍ରୀନ ଜୋନରେ ସରକାରୀ ବସ୍ ଗଡ଼ିବା ନେଇ ସୂଚନା ମିଳିଛି । ଘରୋଇ ବସ୍ ମାଲିକ ରାଜି ନହେବାରୁ ଓଏସଆରଟିସି ବସ୍ ଚାଲିବ । କିନ୍ତୁ ଯାତ୍ରୀଙ୍କୁ ଦୁଇ ଗୁଣା ବସ୍ ଭଡ଼ା ଦେବାକୁ ପଡ଼ିବ ବୋଲି…

ଦେଶରେ ୨୪୧୫ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୧୩ା୫: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪,୨୮୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୪୧୫ରେ ପହଞ୍ଚିଛି ।…