Browsing Category

Breaking News

ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୧/୫(ଓଡିଶା ଭାସ୍କର): ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ପାଇଛି । ୧୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୧୨ ,…

ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ,୧୦/୫: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼.ମନମୋହନ ସିଂହଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସୂତ୍ରରୁ ମିଳିଥିବା ଖବର ମୁତାବକ, ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ମନମୋହନ ସିଂହଙ୍କୁ ମେଡିକାଲରେ…

୧୨ ମେ’ରୁ ଦେଶରେ ଗଡ଼ିବ ୧୫ଟି ଟ୍ରେନ୍

ନୂଆଦିଲ୍ଲୀ,୧୦/୫: ୧୨ ମେ’ରୁ ଦେଶରେ ଚାଲିବ ୧୫ଟି ଟ୍ରେନ୍‌ ।ଦିଲ୍ଲୀରୁ ଦେଶର ୧୫ଟି ପ୍ରମୁଖ ସହରକୁ ଚାଲିବ ଟ୍ରେନ୍‌ । ଦିଲ୍ଲୀରୁ ଦିବ୍ରୁଗଡ଼, ଅଗରତାଲା, ହାଓଡ଼ା, ପାଟନା, ବିଳାସପୁର, ରାଞ୍ଚି, ସିକନ୍ଦରାବାଦକୁ ଚାଲିବ…

ଆନ୍ତଃରାଜ୍ୟ ବାଇକ୍ ଚୋରି ର‌୍ୟାକେଟ୍ ଠାବ: ୩୯ ବାଇକ୍ ଜବତ, ୧୧ ଗିରଫ

ଲାଞ୍ଜିଗଡ,୧୦/୦୫(ଓଡିଶା ଭାସ୍କର): ଦୀର୍ଘ ଚାରିମାସର ଅପରେସନ ପରେ ପୁଲିସକୁ ମିଳିଛି ଏକ ବଡ଼ ସଫଳତା । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଓ ଲାଞ୍ଜିଗଡ଼ ପୁଲିସର ମିଳିତ ଅପରେସନରେ ଧରା ପଡ଼ିଛନ୍ତି ଏକ ଆନ୍ତଃରାଜ୍ୟ ବାଇକ୍…

ରାଜ୍ୟରେ ଆଉ ୧୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜୃରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ଗଞ୍ଜାମରେ ୭ , ବୌଦ୍ଧରେ ୩,…

ଗଞ୍ଜାମରେ ପହଞ୍ଚିଲା ଆଉ ଏକ ଟ୍ରେନ୍

ଗଞ୍ଜାମ,୧୦ ।୫(ଓଡିଶା ଭାସ୍କର): ବାହାରେ ଫସିଥିବା ପ୍ରବାସୀ ଓଡିଆଙ୍କୁ ନେଇ ଗଞ୍ଜାମ ଜଗନ୍ନାଥପୁରରେ ପହଞ୍ଚିଲା ଆଉ ଏକ ଟ୍ରେନ୍ । ଏଥିରେ ଗୁଜୁରାଟ ସୁରତରୁ ୧୧୮୦ ପ୍ରବାସୀ ଓଡିଆ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୭୨…

୩ଟି ସ୍ଥାନରେ ସ୍କ୍ରିନିଂ କରିବ ବିଏମସି

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ୩ଟି ସ୍ଥାନରେ ପ୍ରବାସୀଙ୍କୁ ସ୍ୱାଗତ କରିବା ସହ ସ୍କ୍ରିନିଂ କରିବ ବିଏମସି । ଖଣ୍ଢଗିରି ପଟୁ ତପୋବନ ସ୍କୁଲରେ ପ୍ରବାସୀଙ୍କ ସ୍କ୍ରିିନିଂ ହେବ । ସେହିପରି…

ଗଞ୍ଜାମ ଓ ବ୍ରହ୍ମପୁରରେ କରୋନା ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ

ଗଞ୍ଜାମ,୧୦ ।୫(ଓଡିଶା ଭାସ୍କର): ଗଞ୍ଜାମ ଓ ବ୍ରହ୍ମପୁର ଜିଲ୍ଲା ଗସ୍ତ କରି ସେଠାରେ କୋଭିଡ-୧୯ ପାଇଁ ଲାଗୁ ହୋଇଥିବା ଲକ୍-ଡାଉନର ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ଗିରିସୋଳା ତନଖି ଫାଟକ ସ୍ଥଳ ପରିଦର୍ଶନ…

ସରପଞ୍ଚ ଦେଖାଇଲେ ଜିଲ୍ଲାପାଳଙ୍କ କ୍ଷମତା, କରିଲେ ଏପରି କାମ

ପୋଲିସରା,୧୦ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାର ମୁକାବିଲା କରିବା ପାଇଁ ସମସ୍ତ ପଞ୍ଚାୟତର ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…