Browsing Category
Breaking News
(Video) ବେନ ଷ୍ଟୋକ୍ସ ଚତୁର୍ଥ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ଦେଲେ ୱାର୍ଣ୍ଣିଂ, କ୍ୟାପ୍ଟେନଙ୍କ ବଡ଼ ବୟାନ
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଜି ଚତୁର୍ଥ ଟେଷ୍ଟ ଓଲ୍ଡ ଟ୍ରାଫର୍ଡ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ମଙ୍ଗଳବାର press conferenceରେ ବେନ ଷ୍ଟୋକ୍ସ କହିଛନ୍ତି ଯେ, ଭାରତୀୟ ଖେଳାଳିମାନଙ୍କ ଆକ୍ରମଣକୁ ଜବାବ…
ଇତିହାସ ରଚିଲା ଟିମ୍ ଇଣ୍ଡିଆ, କ୍ରାନ୍ତିଙ୍କ ଦମଦାର ବୋଲିଂରେ ଆଣ୍ଠେଇଲା ଇଂଲଣ୍ଡ
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳ ଇଂଲଣ୍ଡରେ ୫ଟିକିଆ ଟି୨୦ ସିରିଜକୁ ୩-୨ରେ ନିଜ ନାମରେ କରିଥିଲେ। ବର୍ତ୍ତମାନ ତିନୋଟି ମ୍ୟାଚର ଦିନିକିଆ ସିରିଜକୁ ମଧ୍ୟ ୨-୧ରେ ଜିତିବାରେ ସଫଳତା ହାସଲ କରିଛନ୍ତି।
ଏହି…
କାଉଡ଼ିଆଙ୍କୁ ଚାପିଦେଲା କାର୍, ୪ ଜଣଙ୍କର ଚାଲିଗଲା ପ୍ରାଣ
ନୂଆଦିଲ୍ଲୀ: ସକାଳୁ ସକାଳୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କାଉଡ଼ିଆଙ୍କ ଉପରେ ମାଡ଼ିଗଲା ଦ୍ରୁତଗତିରେ ଆସୁଥିବା କାର୍। ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, କାର୍ଟି ସିଧା ଘାଟିରେ ଖସିପଡ଼ିଛି।…
ଭିଜିଲାନ୍ସ ଜାଲରେ ବିଏମସି ଅଧିକାରୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବିଏମସି ଅଧିକାରୀ। ବିଏମସି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚାଲିଛି ରେଡ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ କାରଣରୁ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ…
ପୋଲସରାରେ ଯୁବକଙ୍କ ମୁହଁକୁ ଲଙ୍କାଗୁଣ୍ଡ ଫିଙ୍ଗି ଖଣ୍ଡାରେ ହାଣିଦେଲେ!
ପୋଲସରା: ପୋଲସରାରେ ଯୁବକଙ୍କ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗି ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୁତ୍ତ। ପୁରୁଷୋତ୍ତମପୁର ଥାନା ଭାଟକୁମରଡ଼ା ମେଡିକାଲ ଛକରେ ଏଭଳି ମରଣାତ୍ମକ ଆକ୍ରମଣ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଯୁବକଙ୍କୁ…
ସଚିବ-ଜିଲ୍ଲାପାଳ ସ୍ତରରେ ବଡ଼ ଧରଣର ଅଦଳବଦଳ, ବିଏମ୍ସି କମିଶନର ହେଲେ ଚଞ୍ଚଲ ରାଣା
ଭୁବନେଶ୍ବର : IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଚଞ୍ଚଲ ରାଣା ହେଲେ ବିଏମସି କମିଶନର । ସଚିନ ରାମଚନ୍ଦ୍ରଙ୍କୁ ଯାଦବ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି ।
ସେହିପରି ରୁପା…
ଅପରାହ୍ନ ୧ଟାରୁ ୪.୩୦ ମଧ୍ୟରେ ସଂସଦରେ କ’ଣ ଘଟିଥିଲା? ସାମ୍ନାକୁ ଆସିଲା ଉପରାଷ୍ଟ୍ରପତିଙ୍କ ଇସ୍ତଫା ଦେବାର କାରଣ
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ବେଳେ ଏହାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି । ତେବେ ଏକ…
କୁବେର DFO ବାବୁ ନିତ୍ୟାନନ୍ଦ ଗିରଫ, ପରିବାର ଲୋକଙ୍କ ନାଁରେ ମୋଟ ୧୨୩ ପ୍ଲଟ୍ ଠାବ
ଭୁବନେଶ୍ୱର: କୁବେର ଡିଏଫଓ ନିତ୍ୟାନନ୍ଦ ନାୟକ ଗିରଫ । କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ ଡିଏଫଓ ନିତ୍ୟାନନ୍ଦ ଗିରଫ ।
ଆୟଠାରୁ ୨୧୮% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ । ନିଜ ଓ ପରିବାର ଲୋକଙ୍କ ନାଁରେ ମୋଟ ୧୨୩ ପ୍ଲଟ୍…
ମଧ୍ୟାହ୍ନ ଭୋଜନରେ ପିଲା ଖାଇଲେ ମୁଢ଼ି, ସନ୍ଧ୍ୟା ୫ଟାରେ ଖାଇଲେ ଭାତ
ଉଦଳା: ମିଡ ଡେ’ ମିଲରେ ଛାତ୍ରଛାତ୍ରୀଙ୍କୁ ଦିଆଗଲା ମୁଢ଼ି । ଖୁଣ୍ଟା ବ୍ଲକର କରକଚିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
ଅଭିଭାବକଙ୍କ ବିରୋଧ ପରେ ସନ୍ଧ୍ୟା ୫ଟାରେ ଭାତ ଖାଇଲେ…
ବଡ଼ ଖବର: ୯ ତାରିଖରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି, ହିତାଧିକାରୀ କେମିତି ଟଙ୍କାର ବିନିଯୋଗ କଲେ ସରକାର କରିବେ ଅନୁଧ୍ୟାନ
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ସୁଭଦ୍ରା ସମୀକ୍ଷା କାର୍ଯକ୍ରମ । ରାଜ୍ୟରେ ସୁଭଦ୍ରା ଯୋଜନାର ସମୀକ୍ଷା କରିବେ ଅଙ୍ଗନବାଡ଼ି ଦିଦି, ଏସଏଚଜି ମହିଳା ଓ ଉଚ୍ଚ ଶିକ୍ଷା ବିଭାଗର ଛାତ୍ରଛାତ୍ରୀ ।
ଆଇଆଇଏମ୍…