
Browsing Category
Breaking News
‘ସର୍ବସାଧାରଣ ସ୍ଥାନରେ କୁକୁରଙ୍କୁ ଖାଇବାକୁ..’, ଜାଣନ୍ତୁ Stray Dogsଙ୍କୁ ନେଇ କେଉଁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଆଜି, ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ବୁଲା କୁକୁରମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଧରାପଡ଼ିଥିବା କୁକୁରମାନଙ୍କୁ ବନ୍ଧ୍ୟାକରଣ ଏବଂ ଟୀକାକରଣ ପରେ…
Asia cup 2025: ବଦଳିବ ଟିମ୍ ଇଣ୍ଡିଆର ଜର୍ସି, ଦେଖିବାକୁ ମିଳିବନି ଏହି ଖାସ୍ ଜିନିଷ…
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ପାଇଁ ଟିମ୍ ଇଣ୍ଡିଆ ଦଳ ଘୋଷଣା କରାଯାଇଛି ଏବଂ ଏବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ରହିଛି ସମସ୍ତଙ୍କର ଅପେକ୍ଷା। ସେପ୍ଟେମ୍ବର ୯ ତାରିଖରୁ ସଂଯୁକ୍ତ ଆରବ ଅମିରାତ (ୟୁଏଇ)ରେ ଟି-୨୦…
ଲଗାଣ ବର୍ଷାରେ ବଢ଼ୁଛି ହୀରାକୁଦ ଜଳସ୍ତର, ଖୋଲିପାରେ ଗେଟ୍
ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ହୀରାକୁଦ ଜଳସ୍ତର ୬୧୭.୩୩ ଫୁଟ୍ ରହିଛି।
ଲଗାଣ ବର୍ଷା ପାଇଁ ବଢ଼ିବାରେ ଲାଗିଛି ଜଳସ୍ତର। ବୁର୍ଲାରେ ୬୭ ମିମି, ହୀରାକୁଦରେ ୬୫ ମିମି ବର୍ଷା ରେକର୍ଡ କରାଯାଇଛି।…
ପୁଣି ଶ୍ରୀମନ୍ଦିରେ ଉପରକୁ ଚଢ଼ିବାକୁ ଉଦ୍ୟମ, ଚଢ଼ିଲା ବେଳେ ମାଡ଼ି ବସିଲେ ସୁରକ୍ଷାକର୍ମୀ
ପୁରୀ: ପୁଣି ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ। ବେହରଣ ଦ୍ୱାର ଦେଇ ଶ୍ରୀମନ୍ଦିର ଉପରକୁ ଚଢ଼ୁଥିଲେ ଭକ୍ତ।
ଉପରକୁ ଭକ୍ତ ଚଢ଼ୁଥିବା ଦେଖି କାବୁ କଲେ ସୁରକ୍ଷାକର୍ମୀ। ଯୁବକ ଜଣଙ୍କ ରାଜ୍ୟ ବାହାର ହୋଇଥିବା ସୂଚନା…
Auspicious Dreams: ବ୍ରହ୍ମ ମୁହୂର୍ତ୍ତରେ ଦେଖୁଛନ୍ତି କି ଏହି ସ୍ବପ୍ନ? ଜାଣନ୍ତୁ ମିଳେ କେଉଁ ସଙ୍କେତ…
ଓଡ଼ିଶା ଭାସ୍କର: ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ଗଭୀର ନିଦ ସମୟରେ ଦେଖାଯାଉଥିବା ସ୍ୱପ୍ନ ଜୀବନରେ ଅନେକ ବାର୍ତ୍ତା ଆଣିଥାଏ। ଏଥି ସହିତ, ବ୍ରହ୍ମ ମୁହୂର୍ତ୍ତରେ ଦେଖାଯାଇଥିବା ଏକ ସ୍ୱପ୍ନ, ଘରେ ଟଙ୍କା ଆସିବା ଠାରୁ ଆରମ୍ଭ…
ଛାତ୍ରଛାତ୍ରୀଙ୍କ ପାଇଁ ବସ୍ରେ ଯିବାଆସିବା କରିବା ସମ୍ପୂର୍ଣ୍ଣ ମାଗଣା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସରକାରୀ ବସରେ ମାଗଣା ସ୍କୁଲ ଯାଇପାରିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ…
ପ୍ରସିଦ୍ଧ ପଞ୍ଜାବୀ ଅଭିନେତା ଜସବିନ୍ଦର ଭଲ୍ଲାଙ୍କ ପରଲୋକ, ସିନେମା ଜଗତରେ ଶୋକର ଲହରୀ
ନୂଆଦିଲ୍ଲୀ: ପଞ୍ଜାବର ପ୍ରସିଦ୍ଧ ହାସ୍ୟ ଅଭିନେତା ଡକ୍ଟର ଜସବିନ୍ଦର ଭଲ୍ଲା ଦୀର୍ଘ ଅସୁସ୍ଥ ରହିଥିଲେ । ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 65 ବର୍ଷ ହୋଇଥିଲା ।
ତେବେ…
“ୟେ ଦୁଲହନ୍ ହୈ ୟା ବାର ଡାନ୍ସର”, ଜାହ୍ନବୀଙ୍କୁ ନେଇ ବଲିଉଡରେ ଉଡ଼ିଲା ମଜାକ୍ ! ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜାହ୍ନବୀ ସବୁବେଳେ ନିଜ ଗ୍ଲାମର୍ସ ଲୁକ୍ସ ପାଇଁ ଚର୍ଚ୍ଚାରେ ଥାଆନ୍ତି। ନିଜର ବିଉଟିନେସ ହେଉ କି ବୋଲ୍ଡନେସ ସବୁ ସମୟରେ କପୁର ତନୟା ଫ୍ୟାନ୍ସଙ୍କ ହାର୍ଟ ବିଟ ବଢାଇ ଥାଆନ୍ତି। ହେଲେ…
ଆଜିଠୁ ଆରମ୍ଭ ହେଲା ରଥଭଙ୍ଗା କାମ, ପ୍ରଥମେ ଦେବଦଳନ ପରେ ତାଳଧ୍ୱଜ
ପୁରୀ: ପବିତ୍ର ରଥଯାତ୍ର ପର୍ବ ସରିବା ପରେ ଆଜିଠୁ ଆରମ୍ଭ ହୋଇଛି ରଥଭଙ୍ଗା କାମ। ଏହି ରଥଭଙ୍ଗା କାମ ଭୋଲ ସର୍ଦ୍ଦାରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି।
ସୂଚନା ମୁତାବକ, ପ୍ରଥମେ ଦେବଦଳନ ରଥ ଭଙ୍ଗାଯିବା ପରେ ତାଳଧ୍ୱଜ ରଥ…
ଆଜି ୭ ଘଣ୍ଟା ମିଳିବନି HDFC ବ୍ୟାଙ୍କର ସର୍ଭିସ, ସମୟ ପୂର୍ବରୁ କରିନିଅନ୍ତୁ ଜରୁରୀ କାମ
ନୂଆଦିଲ୍ଲୀ: ଦେଶର ବଡ଼ ପ୍ରାଇଭେଟ ବ୍ୟାଙ୍କ ମଧ୍ୟରୁ HDFC ବ୍ୟାଙ୍କ ଅନ୍ୟତମ। ଏହି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଆଲର୍ଟ ଜାରି କରିଛି। ବ୍ୟାଙ୍କ କହିଛି ଯେ, ଆଜି ରାତି ଅର୍ଥାତ ୨୨ ଅଗଷ୍ଟରେ କିଛି ଘଣ୍ଟା ପାଇଁ ଏହାର…