fbpx
BSKY
BJD SHG SKY
BJD YOUTH SKY
Browsing Category

ବାଣିଜ୍ୟ

ଭାରତ ତିଆରି କରିବ ୨୫ ପ୍ରତିଶତ ଅଧିକ ଆଇଫୋନ: ୧.୧ ବିଲିୟନ ଡଲାରରେ ପହଞ୍ଚିଲା ରପ୍ତାନୀ

ନୂଆଦିଲ୍ଲୀ: ଭାରତକୁ ପ୍ରମୁଖ ଆଇଫେନ ଉତ୍ପାଦନର ଏକ ପ୍ରମୁଖ ସ୍ଥଳୀ ଭାବେ ଆମେରିକୀୟ ଆପଲ କମ୍ପାନୀ ନଜର ରଖିଛି । ୨୦୨୮ ସୁଦ୍ଧା ୨୫ ପ୍ରତିଶତ ଅଧିକ ଭାରତରେ ଆଇଫୋନ ତିଆରି ଲାଗି ଆପଲ କମ୍ପାନୀ ଯୋଜନା କରିଛି । ଏହି…

ବିକ୍ରି ହେବାକୁ ଯାଉଛି ହଲଦୀରାମ କମ୍ପାନୀ! ଜାଣନ୍ତୁ ନିଲାମରେ କିଏ ମାରିବ ବାଜି

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ସ୍ନାକ୍ସ ତିଆରି କରୁଥିବା କମ୍ପାନୀ ହଲଦୀରାମ ଖୁବ ଶିଘ୍ର ବିକ୍ରି ହୋଇପାରେ । ବ୍ଲାକଷ୍ଟୋନ ନେତୃତ୍ୱରେ ଚାଲିଥିବା consortium, କମ୍ପାନୀର ୭୫ ପ୍ରତିଶତ ଅଂଶ କିଣିବାକୁ ନିଲାମରେ ବିଡ୍…

ସରକାରୀ ବ୍ୟାଙ୍କକୁ କେତେ ମିଳିଲା ଲାଭ? ୨୦୨୩-୨୪ ବର୍ଷରେ ୩୫ ପ୍ରତିଶତ ଲାଭ ବୃଦ୍ଧି ରେକର୍ଡ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ସରକାରୀ ବ୍ୟାଙ୍କଗୁଡ଼ିକର ସମୁଦାୟ ଲାଭ ରିପୋର୍ଟ ଜାରି ହୋଇଛି । ଏହି ବର୍ଷରେ ବିଭିନ୍ନ ସରକାରୀ ବ୍ୟାଙ୍କ ଦମଦାର ଇନକମ୍ କରିଛନ୍ତି । ଏହାସହିତ ସେୟାର ମାଧ୍ୟମରେ…

ଖୁସିରେ ଝୁମିବେ କେନ୍ଦ୍ର କର୍ମଚାରୀ: ଜୁନ ୪ ପରେ ବଡ଼ ଘୋଷଣା କରିବେ କେନ୍ଦ୍ର ସରକାର!

ନୂଆଦିଲ୍ଲୀ: ଦେଶରେ ଏବେ ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ୭ଟି ପର୍ଯ୍ୟାୟରେ ଜାରି ରହିଛି । ଏହା ମଧ୍ୟରେ ୪ଟି ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ସରିଯାଇଥିବା ବେଳେ ଆଗକୁ ଆଉ ୩ଟି ପର୍ଯ୍ୟାରେ ଭୋଟରମାନେ ମତଦାନ…

ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସୂଚନା: ଏଣିକି EPFO ଗ୍ରାହକଙ୍କ ଆଡଭାନ୍ସ ପାଇଁ କ୍ଲେମ ସେଟଲମେଣ୍ଟ ମାତ୍ର ୩-୪ ଦିନ ମଧ୍ୟରେ ହୋଇଯିବ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ)ର କୋଟି କୋଟି ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଇପିଏଫଓ ପକ୍ଷରୁ ଅଟୋ କ୍ଲେମ ସଲ୍ୟୁସନ ଲଞ୍ଚ କରାଯାଇଥିବା ବେଳେ ତାହା ମାଧ୍ୟମରେ ବିନା ମାନବ…

ଏଣିକି UPI ପେମେଣ୍ଟରେ ପ୍ରତିଥର ପିନ୍ ପକାଇବାର ଟେନସନ ନାହିଁ, ଜାଣନ୍ତୁ ଟେକନିକ୍‌

ନୂଆଦିଲ୍ଲୀ: ଆପଣ ପ୍ରତି ଛୋଟ ଛୋଟ ୟୁପିଆଇ ପେମେଣ୍ଟ ପାଇଁ ଅଧିକ ଥର ନିଜ ପିନ୍ ବ୍ୟବହାର କରି ଥକି ଯାଉଛନ୍ତି କି? ଯଦି ହଁ ତେବେ ୟୁପିଆଇ ଲାଇଟ ୱାଲେଟ ଆପଣଙ୍କ ସାହାଯ୍ୟ କରିପାରିବ । ଦେଶରେ ଅନେକ ୟୁପିଆଇ ଆପ୍ସ ଏପରି…

ଏଣିକି ଅମ୍ବାନୀ କରିବେ ଆପଣଙ୍କ ରକ୍ତ ପରୀକ୍ଷା! ଡାଇଗ୍ନୋଷ୍ଟିକ ପାଇଁ ଚାଲିଛି ଏହି ଅନୁସନ୍ଧାନ

ନୂଆଦିଲ୍ଲୀ: ଦେଶରେ ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଖୁବ ଶିଘ୍ର ଡାଇଗ୍ନୋଷ୍ଟିକ ସେଗମେଣ୍ଟରେ ବଡ଼ ଧମାକା କରିବାକୁ ଯାଉଛନ୍ତି । ତାଙ୍କ ରିଲାଏନ୍ସ ଗ୍ରୁପର କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଏଥିପାଇଁ ଯୋଜନା…

୧ ସେକେଣ୍ଡରେ ୫ଟି HD ସିନେମା ଡାଉନଲୋଡ୍ ! ଜାପାନ ଆଣିଲା ବିଶ୍ୱର ପ୍ରଥମ ୬G ଡିଭାଇସ୍

ନୂଆଦିଲ୍ଲୀ: ଟେକ୍ନୋଲୋଜି କ୍ଷେତ୍ରରେ ଜାପାନ ସର୍ବଦା ଆଗରେ ରହିଥାଏ । ଦୁନିଆର ଅନେକ ଅଂଶ ଏପରି ରହିଛି, ଯେଉଁଠାରେ ୫ଜି ଧୀରେ ଧୀରେ ପହଞ୍ଚୁଛି, ଏପରି ପରିସ୍ଥିତିରେ ଜାପାନ ନିକଟରେ ବିଶ୍ୱର ପ୍ରଥମ ହାଇ ସ୍ପିଡ୍ ୬ଜି…

(Video) ଗର୍ଭବତୀ ମହିଳାଙ୍କୁ ମିଳିବ ୫,୦୦୦ ଟଙ୍କା… ସରକାରଙ୍କ ଯୋଜନାର ଏମିତି ଉଠାନ୍ତୁ ଫାଇଦା

ଓଡ଼ିଶା ଭାସ୍କର: ଦେଶର ନାଗରିକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାର ନୂଆ ନୂଆ ଯୋଜନା ଚଳାଉଛନ୍ତି । ବିଶେଷ କରି ମହିଳାମାନଙ୍କ ବିକାଶ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର । ମହିଳା…

ମେ ୧୩ରେ ଓଡ଼ିଶାର ୪ଟି ସହରରେ ବ୍ୟାଙ୍କ ବନ୍ଦ! ମତଦାନ ପାଇଁ ୧୦ଟି ରାଜ୍ୟର ୯୬ଟି ସହରରେ ବ୍ୟାଙ୍କ ଛୁଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ଲୋକସଭା ନିର୍ବାଚନର ମତଦାନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏହା ମଧ୍ୟରେ ୩ଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆସନ୍ତାକାଲି ଅର୍ଥାତ ମେ ୧୩ରେ ଚତୁର୍ଥ ପର୍ଯ୍ୟାୟ…