fbpx
Browsing Category

ବାଣିଜ୍ୟ

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ, ଜାଣନ୍ତୁ କେଉଁଠି କେତେ ରହିଛି ଦାମ୍ ?

ନୂଆଦିଲ୍ଲୀ ,୬।୧: ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ପୁଣି ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି । ତୈଳ ବିତରଣ କମ୍ପାନୀ ମଧ୍ୟରୁ ଅଗ୍ରଣୀ କମ୍ପାନୀ ଇଣ୍ଡିଆନ୍ ଅଏଲ ଅନୁସାରେ ବୁଧବାର ଦିଲ୍ଲୀରେ ପେଟ୍ରୋଲ…

ଫେବ୍ରୁଆରୀ ୧ରେ କେନ୍ଦ୍ର ବଜେଟ୍

ନୂଆଦିଲ୍ଲୀ,୫ ।୧: କରୋନା କାଳ ମଧ୍ୟରେ ଜାନୁଆରୀ ୨୯ରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରୀ ୧୫ ଯାଏ ଚାଲିବ । ଫେବ୍ରୁଆରୀ ୧ରେ ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର…

ପୁଣି ୫୦ ଡେଇଁଲା ସୁନା ଦର

ନୂଆଦିଲ୍ଲ,୪ ।୧: ଭାରତୀୟ ବଜାରରେ ସୁନା ମୂଲ୍ୟ ପୁଣି ଥରେ ବଢିଛି । ସୁନା ଦାମ ୧୦ ଗ୍ରାମ ପିଛା ପୁଣି ୫୦ ହଜାର ଅତିକ୍ରମ କରିଛି । ଦିଲ୍ଲୀ ବଜାରରେ ଆଜି ସୁନା ଦର ୧୦ ଗ୍ରାମ ପିଛା ୮୭୭ ଟଙ୍କା ବୃଦ୍ଧି ପାଇଛି ।…

ମୁକେଶ ଅମ୍ବାନୀଙ୍କୁ ଝଟକା: ୧୫ କୋଟିର ଜରିମାନା ପାଇଁ ନିର୍ଦ୍ଦେଶ ଦେଲା ସେବି

ନୂଆଦିଲ୍ଲୀ, ୨ା୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆରଆଇଏଲ)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଉପରେ ସେବି ପକ୍ଷରୁ ୧୫ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି । ଏତଦବ୍ୟତୀତ ସେବି ଦ୍ୱାରା ଅନ୍ୟ ଦୁଇଟି କମ୍ପାନୀ ନଭି…

ନୂଆବର୍ଷରେ ବଢିଲା ଏଲପିଜି ସିଲିଣ୍ଡରର ଦାମ୍, ଜାଣନ୍ତୁ କେତେ?

ନୂଆଦିଲ୍ଲୀ,୧ ।୧: ତୈଳ କମ୍ପାନୀଗୁଡିକ ନୂଆବର୍ଷର ପ୍ରଥମ ଦିନରେ ହିଁ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଦାମ୍ ବୃଦ୍ଧି କରିଛନ୍ତି । ଗତ ମାସରେ ଗ୍ୟା ସିଲିଣ୍ଡରର ଦାମ୍ ପ୍ରାୟ ୧୦୦ ଟଙ୍କା ବଢିଥିଲା । ଜାନୁଆରୀ ୧ ଅର୍ଥାତ୍…

ନୂଆବର୍ଷ ପାଇଁ ଜିଓର ଉପହାର, ଲୋକଙ୍କୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ,୩୧ ।୧୨: ନୂଆବର୍ଷ ପାଇଁ ଜିଓ ଆଣିଛି ଧମାକେଦାର ଉପହାର । ଆସନ୍ତା ଜାନୁଆରୀ ୧ରୁ ଜିଓର ଘରୋଇ ଭଏସ କଲ୍ ମାଗଣା ହୋଇଯିବ । ଜିଓରୁ ଅନ୍ୟ ସମସ୍ତ ନେଟୱାର୍କକୁ ଭଏସ କଲ ପୁରା ମାଗଣା ହେବ । ଆଉ ଇଣ୍ଟରକନେକ୍ଟ…