fbpx
BJD SKY
BJD SKY
Browsing Category

ବାଣିଜ୍ୟ

ଅନଲକ-୧ର ପ୍ରଥମ ଦିନରେ ବଦଳିଗଲା ସୁନା ଦାମ୍, ରୂପା@ ୫୦,୦୦୦

ଅନଲକର ପ୍ରଥମ ଦିନରେ ସୁନା-ରୂପା ମୂଲ୍ୟରେ ଏକ ବଡ ପରିବର୍ତ୍ତନ ଆସିିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୩୭୭ଟଙ୍କାକୁ ବୃଦ୍ଧି ପାଇଛି । ଶୁକ୍ରବାର ଦିନ ଏହା ୧୦ ଗ୍ରାମ ପ୍ରତି ୪୬,୯୨୯ ଟଙ୍କାରେ ବିକ୍ରି…

ଏହି ରାଜ୍ୟଗୁଡିକରେ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଜାଣନ୍ତୁ ଆଜିର ଦାମ୍

ଦେଶରେ ଅନଲକ୍-୧ର ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ଅନଲକର ପ୍ରଥମ ଦିନରେ ହିଁ ମହାରାଷ୍ଟ୍ର, ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ମିଜୋରାମରେ ପେଟ୍ରୋଲ-ଡିଜେଲ ବୃଦ୍ଧି ପାଇଛି । କିନ୍ତୁ ଦିଲ୍ଲୀ ଓ…

ରୋଷେଇ ଘରକୁ ମହଙ୍ଗା ମାଡ: ବଢିଲା ଏଲପିଜି ସିଲିଣ୍ଡରର ଦାମ, ଜାଣନ୍ତୁ କେତେ

କରୋନା ଭାଇରସର ମୁକାବିଲା ଲାଗୁ ହୋଇଥିବା ଅନଲକ୍-୧ର ପ୍ରଥମ ଦିନରେ ହିଁ ସାଧାରଣ ଲୋକଙ୍କୁ ଶକ୍ତ ଝଟକା ଲାଗିଛି । ଦେଶର ତୈଳ ମାର୍କେଟିଙ୍ଗର ଏଚପିସିଏଲ, ବିପିସିଏଲ ଓ ଆଇଓସି କମ୍ପାନୀଗୁଡିକ ବିନା ସବସିଡି ଏଲପିଜି ଗ୍ୟାସ…

କାଲିଠାରୁ ଝାରସୁଗୁଡାକୁ ଉଡାଣ ଭରିବ ବିମାନ

ଝାରସୁଗୁଡା,୩୧ ।୫(ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ଝାରସୁଗୁଡାକୁ ଉଡାଣ ଭରିବ ଏଲାଏନ୍ସ ଏୟାର ବିମାନ । କୋଲକାତାରୁ ବିମାନ ବାହାରି ସକାଳ ୭ଟା ୩୫ରେ ଝାରସୁଗୁଡାରେ ପହଞ୍ଚିବ । ଝାରସୁଗୁଡାରୁ ୮ଟା ୧୦ରେ ବାହାରି ୯ଟା…

ଆଜି ପୁଣି କମିଲା ସୁନା ଦର

ଲକଡାଉନର ଶେଷ ବାଣିଜ୍ୟ ଦିନ ବା ଶୁକ୍ରବାରକୁ ସୁନା ଓ ରୂପା ମୂଲ୍ୟ ଗୁରୁବାର ଅପେକ୍ଷା ପୁଣି କମିଛି । ଆଜି ସକାଳୁ ଖୁଚୁରା ବଜାରରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ୪୬,୮୧୯ ଟଙ୍କାରେ ବିକ୍ରି ହେଉଛି । ଦେଖିବାକୁ ଗଲେ…

ଏଣିକି ଘରେ ବସି ଜାଣିପାରିବେ PF ଆକାଉଣ୍ଟକୁ କେତେ ଟଙ୍କା ଆସୁଛି, ଜାଣନ୍ତୁ ପ୍ରୋସେସ୍

ପ୍ରୋଭିଡେଣ୍ଟ ପାଣ୍ଠି ବା ପିଏଫରେ କେତେ ଟଙ୍କା ଜମା ହୋଇଛି, ତାହା ଚାଣିବା ପାଇଁ ଆପଣଙ୍କୁ ଆଉ ବାହାରକୁ ଯିବାକୁ ପଡିବ ନାହିଁ । ଗୋଟିଏ ମେସେଜ ମାଧ୍ୟମରେ ଅତି ସହଜରେ ଆପଣ ଏହି ସୂଚନା ପାଇପାରିବେ । ଇପିଏଫଓ ଦ୍ୱାରା…

ସେସୁକୁ କିଣିଲା ଟାଟା ପାୱାର କମ୍ପାନି

ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭାସ୍କର): ବିଦ୍ୟୁତ ବିତରଣ ସଂସ୍ଥା ସେସୁକୁ କିଣିଛି ଟାଟା ପାୱାର କମ୍ପାନି । ସେସୁର ୫୧% ଅଂଶଧନକୁ ୧୭୮ କୋଟି ଟଙ୍କାରେ କିଣିଛି ଟାଟା ପାୱାର ବୋଲି ସୂଚନା ମିଳିଛି । ଜୁନ୍ ପହିଲାରୁ…