Browsing Category

ବାଣିଜ୍ୟ

ପୁଣି ପେଟ୍ରୋଲ ଚିନ୍ତା: ଗାଡି ଚାଳକଙ୍କ ପାଇଁ ମହଙ୍ଗା ହୋଇପାରେ ଆସନ୍ତା ୧୧ ଦିନ, ପକେଟକୁ ହେବ ଆକ୍ରମଣ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଗତ ୪ ମାସରେ ସ୍ଥିର ରହିଛି ପେଟ୍ରୋଲ ଏବଂ ଡିଜେଲ ଦର । ତେଣୁ ଆସନ୍ତା ୧୧ ଦିନ ମଧ୍ୟରେ ଗାଡି ଚାଳକଙ୍କ ପକେଟକୁ ଆକ୍ରମଣ ହୋଇପାରେ ବୋଲି…

ଏହି ଉପାୟରେ କରନ୍ତୁ ପୁଦିନା ଚାଷ: ଅଳ୍ପ ଖର୍ଚ୍ଚରେ ହୋଇପାରିବେ ଲାଭବାନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁଦିନା ଏହା ଏପରି ଉଦ୍ଭିଦ ଯାହାର ଅନେକ ଉପାଦେୟ ରହିଛି । କେବଳ ବାସ୍ନା ନୁହେଁ ଏହାର ପ୍ରୟୋଗ ଖାଦ୍ୟରେ ମଧ୍ୟ କରାଯାଇଥାଏ । ସାଧାରଣ ଜୀବନରେ ଅନେକ ସମୟରେ ଲୋକମାନେ ଏହାର ବ୍ୟବହାର…

ଏହି ତାରିଖରେ ଆସିବ ପିଏମ କିଷାନର ୧୧ତମ କିସ୍ତି! ପୂର୍ବରୁ ସାରିନିଅନ୍ତୁ ଏହି କାମ

ନୂଆଦିଲ୍ଲୀ: ଯଦି ଆପଣ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ, ତେବେ ଆପଣଙ୍କ ପାଇଁ ଏହି ଖବରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମିଡିଆ ରିପୋର୍ଟ ଅନୁସାରେ, ପିଏମ କିଷାନର ୧୧ତମ କିସ୍ତି ଏପ୍ରିଲରେ…

ଶସ୍ତା ସୁନା କିଣିବାର ଶେଷ ସୁଯୋଗ: ଆଜି ବନ୍ଦ ହେଉଛି ସୋଭରେନ ଗୋଲ୍ଡ ବଣ୍ଡର Subscription

ନୂଆଦିଲ୍ଲୀ: କରୋନା କାଳରେ ବି ଯଦି ଆପଣ ଶସ୍ତା ସୁନା କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆଜି ହେଉଛି ଆପଣଙ୍କ ପାଇଁ ଶେଷ ସୁଯୋଗ । ରିଜର୍ଭ ବ୍ୟାଙ୍କ ବା ଆରବିଆଇର ସୋଭରେନ୍ ଗୋଲ୍ଡ ବଣ୍ଡ ଯୋଜନାର ଦଶମ ସିରିଜ୍ ଆଜି…

ସାର ବଦଳରେ କୃଷକ ବ୍ୟବହାର କରିବେ ନାନୋ ପାର୍ଟିକିଲ୍: ରୋଗ ପୋକରୁ ଫସଲକୁ ରକ୍ଷା କରିବ IIT କାନପୁରର ଏହି ଆବିଷ୍କାର

ନୂଆଦିଲ୍ଳୀ: କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଏକ ଅଭିନବ ଉଦ୍ଭାବନ କରିଛନ୍ତି ଆଇଆଇଟି କାନପୁରର ବୈଜ୍ଞାନିକ ମାନେ । ମୃତିକାକୁ କ୍ଷତି ପହଞ୍ଚାଉନଥିବା ଏକ ପ୍ରକାର ସାର ଉଦ୍ଭାବନ କରିଛନ୍ତି । ନାନୋ ପାର୍ଟିକିଲର ଏହି…

କୃଷକଙ୍କ ଉପରେ କଡା ନଜର ରଖିବେ କେନ୍ଦ୍ର ସରକାର: ତଦାରଖ କରିବେ ସମସ୍ତ କାଗଜପତ୍ର ଏବଂ ଯୋଜନା

ନୂଆଦିଲ୍ଲୀ: ଚାଷୀଙ୍କ ଉପରେ ନଜର ରଖିବେ କେନ୍ଦ୍ର ସରକାର । ଅସନ୍ତା ମାସ ଧାନ କ୍ରୟ ପୂର୍ବରୁ ଜମିର ରେକର୍ଡ ଉପରେ କରାଯିବ ଯାଞ୍ଚ । କୃଷକମାନଙ୍କ ନିକଟରେ ଏମଏସପି ସଠିକ ଭାବରେ ପହଞ୍ଚୁଛି କି ନାହିଁ ସେ ନେଇ ତଦନ୍ତ…

ଓଡ଼ିଶାରେ ମହଙ୍ଗା ହେବ ଖାଇବା ତେଲ: ହାଣ୍ଡିଶାଳରେ ପଡ଼ିଲା ଋଷ-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଋଷ ୟୁକ୍ରେନ ଲଢେଇ ଥମିବାର ନା ଧରୁନଥିବା ବେଳେ ଏହାର ପ୍ରଭାବ ଅନେକ ଦେଶ ଉପରେ ପଡିବା ଦେଖାଗଲାଣି । ୟୁକ୍ରେନ ରାଜଧାନୀ କୁ କବଜା କରିବା ପାଇଁ ଋଷ ଅତର୍କିତ ଆକ୍ରମଣ କରୁଛି । ଏପଟେ…

ଖୁସିଖବର! ଏବେ ରାସନ କାର୍ଡ ନଥିଲେ ବି ମାଗଣାରେ ମିଳିବ ଚାଉଳ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସିଖବର । କେନ୍ଦ୍ର ସରକାର ଅନେକ ରାଜ୍ୟରେ ମାଗଣା ରାସନ ଦେଉଛନ୍ତି । ଏହି ଅଧିନରେ ଦିଲ୍ଲୀ-ଏନସିଆରେ ବି ‘ୱାନ ନେସନ ୱାନ୍ ରାସନ କାର୍ଡ ଯୋଜନା’ ଲାଗୁ ହେବା…

ନିବେଶକଙ୍କୁ ଝଟକା: ଲଞ୍ଚ ହେବନି LICର ଆଇପିଓ , ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାର ଇତିହାସରେ ଲଞ୍ଚ ହେବାକୁ ଥିବା ସବୁଠାରୁ ବଡ ଆଇପିଓ ବର୍ତ୍ତମାନ ଲଞ୍ଚ ହେବ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଏଲଆଇସିର ଆଇପିଓ ଲଞ୍ଚ ହୋଇଥିଲେ ଏହା ଭାରତୀୟ ଷ୍ଟକ ବଜାରରେ ଇତିହାସ…

କରିନାହାନ୍ତି ପିଲାଙ୍କ ଆଧାର କାର୍ଡ? ହୋଇପାରିବନି ସ୍କୁଲରେ ଆଡମିଶନ୍, ଏହି ପ୍ରକ୍ରିୟାରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା…