fbpx
Browsing Category

ବାଣିଜ୍ୟ

ଡିସେମ୍ବରର ପ୍ରଥମଦିନରେ ଗ୍ରାହକଙ୍କୁ ବ୍ୟାଙ୍କର ବଡ ଉପହାର! ଶସ୍ତା ହେଲା EMI, ଜାଣନ୍ତୁ କେତେ?

ଡିସେମ୍ବର ମାସର ପ୍ରଥମ ଦିନରେ ଗ୍ରାହକମାନଙ୍କ ପାଇଁ ବଡ ଉପହାର ଆଣି ଦେଇଛି ସିଏସବି ବ୍ୟାଙ୍କ । ବ୍ୟାଙ୍କ ୬ ମାସର ଅବଧି ଥିବା ଋଣର ଏମସିଏଲଆରକୁ ୦.୧୦ ପ୍ରତିଶତ ହ୍ରାସ କରିଛି । ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା…

ଡ଼ିସେମ୍ବର ମାସରେ ପ୍ରାୟେ ଅଧା ଦିନ ବ୍ୟାଙ୍କ ବନ୍ଦ , ଦେଖନ୍ତୁ ଛୁଟି ଲିଷ୍ଟ

ଆସନ୍ତା କାଲିଠୁ ବର୍ଷର ଶେଷ ମାସ ଡ଼ିସେମ୍ବର ଆରମ୍ଭ ହେବାକୁ ଯାଉଛି ଡ଼ିସେମ୍ବର ମାସରେ 12 ଦିନ ବ୍ୟାଙ୍କ ବନ୍ଦ ରହିବ. ତେଣୁ ଆପଣଙ୍କର ଯଦି କିଛି ଗୁରୁତ୍ୱପୂର୍ଣ ବ୍ୟାଙ୍କ କାମ ଅଛି ସେଗୁଡିକୁ କରିବା ପାଇଁ ଆମର ଏହି…

ବହୁତ ଶସ୍ତା ହେଲା ସୁନା, ବାହାଘର ସିଜିନ ପାଇଁ ଏତେ ହେଇଗଲା ହୋଇଗଲା ସୁନାଦର

କୋଭିଡ଼ ଯୋଗୁଁ ସୁନା ଦର ମାର୍କେଟ ରେ ପ୍ରତିଦିନ ଉପର ତଳ ହେବାରେ ଲାଗିଛି । ତେବେ ପାର୍ବଣ ଋତୁ ଶେଷ ହେବାକୁ ଯାଉଛି । ଦୀପାବଳି ପର୍ବ ପରେ ବିବାହ ଋତୁ ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ ସୁନା ଓ ରୂପା ମୂଲ୍ୟ…

ଆଉ ୪୩ ମୋବାଇଲ ଆପ୍ ବ୍ୟାନ୍, ଜାଣନ୍ତୁ କ’ଣ କ’ଣ ରହିଛି ସାମିଲ ?

ନୂଆଦିଲ୍ଲୀ,୨୪ ।୧୧: ଆଉ ୪୩ଟି ମୋବାଇଲ ଆପ ବ୍ୟାନ କରିଛନ୍ତି ଭାରତ ସରକାର । ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(କ) ଅନୁସାରେ ଏସବୁ ବ୍ୟାନ ହୋଇଛି । ସ୍ନାକ ଭିଡିଓ, କ୍ୟାମକାର୍ଡ, ୱି ଡେଟ୍, ରେଲା ଆଦି ଳୋକପ୍ରିୟ ଆପ…

ଇମରାନ ଖାନଙ୍କୁ ଫେସବୁକ, ଗୁଗୁଲ ଓ ଟ୍ୱିଟର ଚେତାବନୀ- ‘ଆଇନ ପରିବର୍ତ୍ତନ ନକଲେ ଛାଡିଦବୁ ପାକିସ୍ତାନ’

ଇସଲାମାବାଦ,୨୧ ।୧୧: ନୂଆ ଡିଜିଟାଲ ଆଇନ ଆଣିବା ପରେ ବଡ ଅଡୁଆରେ ଫସିଛି ପାକିସ୍ତାନ । ଇଣ୍ଟରନେଟ ଓ ଟେକ୍ନୋଲୋଜିର ବଡ ବଡ କମ୍ପାନୀଗୁଡିକ ପାକିସ୍ତାନକୁ ଧମକ ଦେଇଛନ୍ତି ଯେ, ଯଦି ଏହି ଆଇନ ପରିବର୍ତ୍ତନ ନହୁଏ ତେବେ…