Browsing Category
ବାଣିଜ୍ୟ
ଟିକସଦାତାଙ୍କୁ ଅଧିକ ମହଲତ: ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଆୟକର ରିଟର୍ଣ୍ଣ ଦାଖଲ ଅବଧି
ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣସ ଦାଖଲ ସମୟ ସୀମାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏବେ ଲୋକମାନେ ଡିସେମ୍ବର ୩୧ ସୁଦ୍ଧା ସେମାନଙ୍କ ଆୟକର ରିଟର୍ଣ୍ଣସ ଦାଖଲ କରିପାରିବେ । ସାଧାରଣତଃ ଜୁଲାଇ ମାସ…
ଭାରତରେ କାର ନିର୍ମାଣ ବନ୍ଦ କରିବ ଆମେରିକା କମ୍ପାନୀ ଫୋର୍ଡ, ପ୍ରଭାବିତ ହେବେ ୪୦୦୦ରୁ ଅଧିକ କର୍ମଚାରୀ
ନୂଆଦିଲ୍ଲୀ : ଆମେରିକାର ବଡ ମୋଟର ନିର୍ମାତା କମ୍ପାନୀ ଫୋର୍ଡ ଭାରତରେ କାର ନିର୍ମାଣ କରିବା ବନ୍ଦ କରିବ । କମ୍ପାନୀ ଦେଶରେ ନିଜର ଦୁଇଟି ପ୍ଲାଣ୍ଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଫୋର୍ଡ ଏମିତି ନିଷ୍ପତ୍ତି ନେବା…
ଋଣରେ ବୁଡି ରହିଥିବା ଅନିଲ ଅମ୍ବାନୀଙ୍କୁ ବଡ ଆଶ୍ୱସ୍ତି, ଦିଲ୍ଲୀ ମେଟ୍ରୋ ବିରୋଧୀ କେସରେ ମିଳିବ ୪୬୦୦ କୋଟି ଟଙ୍କା
ନୂଆଦିଲ୍ଲୀ : ଋଣ ଜାଲରେ ବୁଡି ରହିଥିବା ଅନିଲ ଅମ୍ବାନୀଙ୍କୁ ବଡ ଆଶ୍ୱସ୍ତି । ତାଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରକୁ ଦିଲ୍ଲୀ ମେଟ୍ରୋ(ଡିଏମଆରସି) ବିରୋଧ କେସରେ ମିଳିଛି ବଡ ବିଜୟ । ଏବେ ରିଲାଏନ୍ସ…
ଏହି ତାରିଖରେ ଭାରତରେ ଲଞ୍ଚ ହେବ I-PHONE ୧୩; ଜାଣନ୍ତୁ କେତେ ରହିଛି ଦାମ
ନୂଆଦିଲ୍ଲୀ: ଭାରତରେ ଆଇଫୋନ-୧୩ର ଲଞ୍ଚ ତାରିଖ ଘୋଷଣା କରାଯାଇଛି । ଗୁରୁବାର କରାଯାଇଥିବା ଘୋଷଣା ଅନୁଯାୟୀ ୧୩ ସିରିଜର ଆଇଫୋନ ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ଲଞ୍ଚ ହେବାକୁ ଯାଉଥିବା ବେଳେ ଆସନ୍ତା ଅକ୍ଟୋବର ୧ରୁ…
ସୁନାପୁଅ ନୀରଜ ଚୋପ୍ରାଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର କଲା ଟାଟା AIA
ନୂଆଦିଲ୍ଲୀ: ଅଲିମ୍ପିକରେ ଗୋଲ୍ଡ ଜିତିଥିବା ଆଥେଲଟ୍ ନୀରଜ ଚୋପ୍ରାଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର କରିଛି ଟାଟା AIA ଜୀବନ ବୀମା । ନୀରଜ ଚୋପ୍ରା ସହିତ ଏକ ମଲ୍ଟୀ ଇୟର ବ୍ରାଣ୍ଡ ପାର୍ଟନରସିପରେ ସ୍ୱାକ୍ଷର କରାଇଥିବା…
ବଦଳିଲା ଆଧାର କାର୍ଡ ସହ ଜଡ଼ିତ ଏହି ନିୟମ, ଆଧାର ଡାଉନଲୋଡ୍ କରିବା ପ୍ରକ୍ରିୟାକୁ UIDAI କଲା ଆହୁରି ସହଜ
ନୂଆଦିଲ୍ଲୀ: ଆଧାର କାର୍ଡ ହେଉଛି ବର୍ତ୍ତମାନ ସମୟରେ ଏକ ନିହାତି ଜରୁରୀ ଦସ୍ତାବିଜ୍ ଯାହା ଭାରତୀୟ ନାଗରିକଙ୍କ ପାଖରେ ରହିବା ଆବଶ୍ୟକ । ବ୍ୟାଙ୍କ ଖାତା ଖୋଲିବା ପାଇଁ, ଯାନବାହାନ ପଞ୍ଜୀକରଣ କରିବା ପାଇଁ ପ୍ରତ୍ୟେକଟି…
ଏହି ବ୍ୟାଙ୍କର ଚେକ୍ ବୁକ୍ ଆସନ୍ତା ମାସରୁ ହୋଇଯିବ ବେକାର ! ନୂଆ ପାଇଁ ଏପରି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ PNB ପକ୍ଷରୁ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ (OBC) ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (UBI) ର ଆକାଉଣ୍ଟଧାରୀମାନଙ୍କୁ ଆଲର୍ଟ କରାଯାଇଛି । ପିଏନବି କହିଛି ଯେ ଯଦି ଏହି…
BSNL ସମସ୍ତ ପ୍ରିପେଡ ମୋବାଇଲ୍ ପ୍ଲାନରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ ବଢ଼ିଲା କି କମିଲା…
ନୂଆଦିଲ୍ଳୀ: ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ତା’ର ସମସ୍ତ ପ୍ରିପେଡ ମୋବାଇଲ୍ ପ୍ଲାନରେ ବଡ଼ ପରିବର୍ତ୍ତନ କରିଛି । କମ୍ପାନୀ ସାରା ଦେଶରେ ନିଜର ୧୪ଟି ପ୍ରିପେଡ୍ ପ୍ଲାନର ବେସ୍ ଟାରିଫ୍ ବଦଳାଇ ଦେଇଛି ।…
ଆପଣଙ୍କ ମୁଣ୍ଡରେ ରହିଛି ଏତିକି ଟଙ୍କାର ଋଣ; ବଢିଲା ରାଜ୍ୟର ଋଣ ଭାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର):ରାଜ୍ୟର ଋଣ ଭାର ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା ମାନିଛନ୍ତି ।…
ରବି ଫସଲର MSP ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରୀ; ବୟନ ଶିଳ୍ପ ପାଇଁ ୧୦ ହଜାର କୋଟି
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ଦିନ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ରବି ଫସଲର ନିମ୍ନତମ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ବୟନ…