fbpx
Browsing Category

ନିଯୁକ୍ତି

SBIରେ ପୁଣି ନିଯୁକ୍ତି ସୁଯୋଗ: ୧୦୪୦ଟି ପଦ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ପୁଣି ଆସିଛି ନିଯୁକ୍ତି ସୁଯୋଗ । ନିକଟରେ ଏସବିଆଇ ପକ୍ଷରୁ କ୍ଲର୍କ ଓ ସିନିୟର ଭାଇସ୍ ପ୍ରେସିଡେଣ୍ଟ, ମ୍ୟାନେଜର ଆଦି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ…

OPSC ପକ୍ଷରୁ ନୋଟିଫିକେସନ: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ପୂରଣ ହେବ ନିର୍ଦ୍ଦେଶକ ପଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ଏହି ପଦ ପୂରଣ ହେବ । ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍…

OSSC ପକ୍ଷରୁ ସୂଚନା: ଅଗଷ୍ଟ ୪ରେ ହେବ ଗ୍ରୁପ-ବି ଓ ଗ୍ରୁପ-ସି ସ୍ପେଶାଲିଷ୍ଟ ପଦର ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ରୁପ-ବି ଓ ଗ୍ରୁପ ସି ସ୍ପେଶାଲିଷ୍ଟ ପଦ/ସେବା-୨୦୨୩ର ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା (ସିଜିଏଲଆରଇ)କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ଅଗଷ୍ଟ ମାସ ୪ ତାରିଖ (ରବିବାର)…

ଆଇଟି କ୍ଷେତ୍ରରେ ଚାକିରିର ବମ୍ପର ସୁଯୋଗ: ଇନଫୋସିସ୍ ୨୦୨୫ ଆର୍ଥିକ ବର୍ଷରେ ୧୫,୦୦୦-୨୦,୦୦୦ ଫ୍ରେଶରଙ୍କୁ ଦେବ ନିଯୁକ୍ତି

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ବୃହତ୍ତମ ଆଇଟି କମ୍ପାନୀ ଇନଫୋସିସ୍, ଆର୍ଥିକ ବର୍ଷ ୨୦୨୫ ପାଇଁ ପ୍ରାୟ ୧୫,୦୦୦-୨୦,୦୦୦ ଫ୍ରେସର ନିଯୁକ୍ତ କରିବ, ଯାହା ସମ୍ପ୍ରତି ତଥା ଆଗାମୀ କଲେଜ ସ୍ନାତକମାନଙ୍କୁ ଆଇଟି ଚାକିରିର ଅଫରରେ…

IOCL ପକ୍ଷରୁ ବିଜ୍ଞପ୍ତି: ୪୭୬ଟି ପଦରେ ଦିଆଯିବ ନିଯୁକ୍ତି

ନୂଆଦିଲ୍ଲୀ: ଭାରତୀୟ ତୈଳ ନିଗମ ଲିମିଟେଡ (ଆଇଓସିଏଲ) ପକ୍ଷରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ୪୭୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଜୁନିୟର ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ, ଜୁନିୟର କ୍ୱାଲିଟି କଣ୍ଟ୍ରୋଲ…

ଚାକିରି କ୍ଷେତ୍ରରେ ରହିବନି Reservation: ପ୍ରାଇଭେଟ ଚାକିରିରେ ୧୦୦% ସଂରକ୍ଷଣ ନିଷ୍ପତ୍ତିରେ ରୋକ

ନୂଆଦିଲ୍ଲୀ: କର୍ଣ୍ଣାଟକର ସିଦ୍ଧରମୈୟା ସରକାର ଏବେ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ପ୍ରାଇଭେଟ ଚାକିରି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ୧୦୦% ରିଜର୍ଭେସନ୍ ଦେବାର ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ସରକାର । ଏହି…

ଯଦି ଦଳାଚକଟା ହୋଇ ଥାଆନ୍ତା! ମୁମ୍ବାଇରେ ଏୟାର ଇଣ୍ଡିଆ ଚାକିରୀ ପାଇଁ ୨୫୦୦୦ ଲୋକଙ୍କ ଭିଡ……

ମୁମ୍ବାଇ: ଏୟାର ଇଣ୍ଡିଆ ଏୟାରପୋର୍ଟ ସର୍ଭିସେସର ୱାକ ଇନ ଇଣ୍ଟରବ୍ୟୁ ପାଇଁ ଗତକାଲି ପ୍ରାୟ ୨୫ ହଜାରରୁ ଅଧିକ ଆଶାୟୀ ମୁମ୍ବାଇର କଳିନାରେ ପହଞ୍ଚିଥିଲେ । କମ୍ପାନୀ ବିଭିନ୍ନ ମରାମତି ଓ ରକ୍ଷଣବେକ୍ଷଣ ପାଇଁ ୨୨୧୬ ଟି…

NCERT ପକ୍ଷରୁ ବିଜ୍ଞପ୍ତି: ଆସିଷ୍ଟାଣ୍ଟ ଏଡିଟର, ପ୍ରୁଫ ରିଡର ଓ DTP ଅପରେଟର ପଦ ଖାଲି

ନୂଆଦିଲ୍ଲୀ: ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଜାତୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ…

ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର-୨୦୨୪ ଲିଖିତ ପରୀକ୍ଷା ତାରିଖ ଘୋଷଣା କଲା OSSC!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ହେଉଥିବା ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଏଟିଓ) ୨୦୨୪ ପଦର ଲିଖିତ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଗତ ୧୪ ତାରିଖରେ…

ଭାରତୀୟ ଡାକରେ ୪୪,୦୦୦ ରୁ ଅଧିକ ବମ୍ପର ନିଯୁକ୍ତି: ୧୮-୪୦ ବର୍ଷ ବୟସର ପ୍ରାର୍ଥୀମାନେ କରିପାରିବେ ଆବେଦନ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଡାକ ନେଟୱାର୍କ ସେବା ଇଣ୍ଡିଆ ପୋଷ୍ଟ ଏକ ବିଜ୍ଞପ୍ତିରେ ଗ୍ରାମୀଣ ଡାକ ସେବା (ଜିଡିଏସ୍) ପଦ ପାଇଁ ୪୪,୨୨୮ ପଦବୀ ନିଯୁକ୍ତି ପାଇଁ ଘୋଷଣା କରିଛି । ଏଥିରେ କୁହାଯାଇଛି ଯେ…