fbpx
Browsing Category

ନିଯୁକ୍ତି

ନାସକମ୍ ଅଧ୍ୟକ୍ଷ ଦେଲେ ସଂକେତ, AI ଦ୍ୱାରା ଏହି ସେକ୍ଟରରେ ଯିବ ସବୁଠାରୁ ଅଧିକ ଚାକିରୀ

ନୂଆଦିଲ୍ଲୀ: ନୂଆ ଟେକ୍ନୋଲଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)କୁ ନେଇ ଏବେ ପ୍ରାୟ ସମୟରେ ଚର୍ଚ୍ଚା ହେଉଛି । ଏହାର ଲାଭ ଓ କ୍ଷତିକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଛି । ଏହାରି ମଧ୍ୟରେ ନାସକମ୍‌ର ଅଧ୍ୟକ୍ଷ…

ମାର୍ଚ୍ଚ ମାସ ପାଇଁ ସମ୍ଭାବ୍ୟ ପରୀକ୍ଷା ଲିଷ୍ଟ ଜାରି କଲା OSSC: ଚଳିତ ମାସରେ କେଉଁ କେଉଁ ପରୀକ୍ଷା ହେବ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ବିଭିନ୍ନ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଆଗକୁ କିଛି ପଦର ପ୍ରିଲିମିନାରୀ ପରୀକ୍ଷା ହେବାକୁ ଥିବା…

ଚଳିତ ମାସରେ ହେବ VSA ପଦର ପ୍ରିଲିମିନାରୀ ପରୀକ୍ଷା: ଆଡମିଟ୍ କାର୍ଡ ଡାଉନଲୋଡ୍ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ନଭେମ୍ବର ମାସ ୧୮ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ୨୩୪ଟି ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ (ଭିଏସଏ) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।…

୪୬୬୦ଟି RPF କନଷ୍ଟେବଳ ଓ SI ପଦ ଖାଲି: ରେଳ ବିଭାଗ ପକ୍ଷରୁ ଆରମ୍ଭ ହେବ ଅନଲାଇନ୍ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଭାରତୀୟ ରେଳ ବିଭାଗ ପକ୍ଷରୁ ୪୬୬୦ଟି ପଦ ପୂରଣ ହେବ । ରେଳ ସୁରକ୍ଷା ବଳ (ଆରପିଏଫ) କନଷ୍ଟେବଳ ଓ ସବ-ଇନ୍ସପେକ୍ଟର (ଏସଆଇ) ପଦ ପୂରଣ ପାଇଁ…

IB Recruitment 2024: ୧୫୭ ଅଫିସର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଓଡ଼ିଶା ଭାସ୍କର: ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇଣ୍ଟେଲିଜେନ୍ସ ବୁ୍ୟରୋ(Intelligence Bureau)ରେ ଅନେକ ପଦବୀ ପାଇଁ ଚାକିରି ବାହାରିଛି । ଡେପୁଟି ଡାଇରେକ୍ଟର,…

ମାର୍ଚ୍ଚ ୧୧ ଓ ୧୨ରେ ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା: ୩ରୁ ଆଡମିଟ୍ କାର୍ଡ ଡାଉନଲୋଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ନଭେମ୍ବର ମାସ ୧୮ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ୨୩୪ଟି ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।…

UPSC ପକ୍ଷରୁ ବିଜ୍ଞପ୍ତି: ୧୯୩୦ ଜଣ ନର୍ସିଂ ଅଫିସରଙ୍କୁ ଦିଆଯିବ ନିଯୁକ୍ତି

ନୂଆଦିଲ୍ଲୀ: ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ନର୍ସିଂ ଅଫିସର ପଦ ପୂରଣ ପାଇଁ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦରେ ମୋଟ ୧୯୩୦ ଜଣ…

CGL ନିଯୁକ୍ତି ପରୀକ୍ଷା ୨୦୨୩: ଅଡିଟର, ଜୁନିୟର ଆସିଷ୍ଟାଣ୍ଟ, ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷାର ସମ୍ଭାବ୍ୟ ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବର୍ଷ ନଭେମ୍ବର ମାସ ୭ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ୨୦୨୩ ନିଯୁକ୍ତି ପାଇଁ ପ୍ରଥମେ…

ଭାରତୀୟ ଯୁବକଙ୍କ ପାଇଁ ଦ୍ୱାର ଖୋଲିଲେ ୧୫ ଟି ଦେଶ : ବିଦେଶରେ ଚାକିରି ପାଇଲେ ୨୬ ହଜାର ଯୁବକ

ନୂଆଦିଲ୍ଲୀ: ସ୍କିଲ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ମିଶନରେ ଦକ୍ଷତା ତାଲିମ ନେଇ ଯୁବକମାନେ ବିଦେଶରେ ଟଙ୍କା ରୋଜଗାର କରୁଛନ୍ତି । ଆନ୍ତର୍ଜାତୀୟ ଭ୍ରମଣର ଏହି ପଦକ୍ଷେପ ଅନୁଯାୟୀ, ଗତ ଦେଢ଼ ବର୍ଷରେ ୨୬ ହଜାରରୁ ଅଧିକ ଯୁବକ…

ନାଲକୋ ଜାରି କଲା ବିଜ୍ଞପ୍ତି: ସିଲେକ୍ଟ ହେବା ପରେ ପ୍ରାର୍ଥୀଙ୍କୁ ମିଳିବ ୪୦ ହଜାରରୁ ଅଧିକ ମାସିକ ବେତନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଆସନ୍ତା ୪ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଓ…