fbpx
Browsing Category

ଶିକ୍ଷା

ବଡ ଖବର! ୨୦୨୩-୨୪ ସେଶନରୁ ବଦଳିବ ବୋର୍ଡ ପରୀକ୍ଷା ନିୟମ: MCQ ଉପରେ ରହିବ ଫୋକସ

ନୂଆଦିଲ୍ଲୀ: ୨୦୨୪ରେ ବଦଳିଯିବ ମାଟ୍ରିକ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଢାଞ୍ଚା । ଏଥିପାଇଁ ମୁଲ୍ୟାଭ୍କନ ଯୋଜନାକୁ ଏକ ନୂଆ ରୂପ ଦେଇଛି ସିବିଏସଇ । ଆସନ୍ତାବର୍ଷରେ ବହୁବିକଳ୍ପୀୟ ପ୍ରଶ୍ନ ବା ଏମସିକ୍ୟୁ ଉପରେ…

ଆବଶ୍ୟକ ନାହିଁ ଆଉ ଏତେ ପରୀକ୍ଷା ସୋପାନ! ବାସ ଏବେ ଏହି ବୋର୍ଡ କମିଟିଙ୍କ ଦ୍ୱାରା ଚୟନ କରାଯିବ ସରକାରୀ ଶିକ୍ଷକ ନିଯୁକ୍ତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଅର୍ଥାତ୍ ଏପ୍ରିଲ୍ ୪ ରେ ଶିକ୍ଷକ ନିଯୁକ୍ତି ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଶିକ୍ଷା ସେବା ଚୟନ ଆୟୋଗ ଗଠନ କରାଯିବ। ଏହି ଆୟୋଗର କାର୍ଯ୍ୟ…

CRPF କନଷ୍ଟେବଳ ୨୦୨୩ ନିଯୁକ୍ତି ସୁଯୋଗ : ୧.୩ ଲକ୍ଷ ଖାଲି ପଦବୀ ପାଇଁ ଗୃହ ମନ୍ତ୍ରଣାଳୟ ପ୍ରକାଶ କରିଛନ୍ତି ବିଜ୍ଞପ୍ତି

ନୂଆଦିଲ୍ଲୀ: CRPF କନଷ୍ଟେବଲ୍ ନିଯୁକ୍ତି ପାଇଁ ପ୍ରସ୍ତୁତ ପ୍ରାର୍ଥୀଙ୍କ ପାଇଁ ଏକ ବଡ ଖବର ରହିଛି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସରେ କନଷ୍ଟେବଳ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ…

ରାଜଧାନୀ ଭୁବନେଶ୍ୱରରେ ସରକାରୀ ଚାକିରି ସୁଯୋଗ: ଶୀଘ୍ର ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟ ସରକାରଙ୍କ ତରଫରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆରପିଆରସି) ତରଫରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି ।…

ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ରାଜ୍ୟ ବୀମା ଯୋଜନା’: ରାଜ୍ୟର ଶିକ୍ଷାନୁଷ୍ଠାନରେ ସାମିଲ ହେବ ଇନସ୍ୟୁରାନ୍ସ ପାଠ୍ୟକ୍ରମ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଖରେ ବୀମା ବା ଇନସ୍ୟୁରାନ୍ସ ନାହିଁ । ତେଣୁ ଅଧିକ ଲୋକ କିପରି ବୀମା କରିପାରିବେ ସେଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି…

MBBS ଛାତ୍ରଛାତ୍ରୀ ନିଜ ଇଚ୍ଛାରେ ରୋଗୀଙ୍କୁ ମେଡିସିନ ଦେଇ ପାରିବେ ନାହିଁ: ସମସ୍ତ ମେଡିକାଲ କଲେଜ ପାଇଁ NMCର ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ମେଡିକାଲ ଆୟୋଗ (ଏନଏମସି) ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଛି । ସମସ୍ତ ମେଡିକାଲ କଲେଜର ଏମବିବିଏସ ଛାତ୍ରଛାତ୍ରୀମାନେ ରୋଗୀଙ୍କୁ ନିଜ ଇଚ୍ଛାରେ ମେଡିସିନ କି…

ଏପ୍ରିଲ ୧୦ ତାରିଖରୁ ଯୁକ୍ତଦୁଇ ଖାତାଦେଖା ଆରମ୍ଭ: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସ ୧ ତାରିଖରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ରାଜ୍ୟର ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଥିଲା । ରାଜ୍ୟର ୧୧୪୫ଟି ପରୀକ୍ଷା କେନ୍ଦ୍ରରେ ୩ ଲକ୍ଷ ୫୭ ହଜାର ୯୪୨ ଜଣ…

ବଡ଼ ଖବର: BSF, CISF ପରେ ପୂର୍ବ-ଅଗ୍ନିବୀରଙ୍କୁ ଏବେ SSB, ITBPରେ ଶାରୀରିକ ପରୀକ୍ଷାରେ ମିଳିବ ରିହାତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଗ୍ନିବୀର ମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି। BSF, CISF ପରେ ପୂର୍ବ-ଅଗ୍ନିବୀରଙ୍କୁ ଏବେ SSB, ITBPରେ ଶାରୀରିକ ଦକ୍ଷତା ପରୀକ୍ଷା (PET)ରେ ରିହାତି ମିଳିବ। କେନ୍ଦ୍ର ଗୃହମନ୍ତ୍ରୀ…

NPCILରେ ୩୦୦ରୁ ଅଧିକ ପୋଷ୍ଟ ଖାଲି: ମିଳିବ ହାଇ ପ୍ୟାକେଜର ଦରମା

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତୀୟ ଆଣବିକ ଶକ୍ତି ନିଗମ ଲିମିଟେଡ (ଏନପିସିଆଇଏଲ) ପକ୍ଷରୁ ୩୨୫ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ମେକାନିକାଲ, କେମିକାଲ,…

ମହାତ୍ମା ଗାନ୍ଧୀ, ନାଥୁରାମ ଗଡସେ ଏବଂ ଆରଏସଏସ …NCERT ବହିରେ ବଢିବାକୁ ମିଳିବ ନାହିଁ ଏହି ସବୁ ବିଷୟ, ଜାଣନ୍ତୁ କଣ କଣ ହଟିଛି

ନୂଆଦିଲ୍ଲୀ: ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ଦ୍ୱାଦଶ ଶ୍ରେଣୀ ପାଇଁ ଇତିହାସ, ସିଭିକ୍ସ ଏବଂ ହିନ୍ଦୀ ସିଲାବସରେ କିଛି ପରିବର୍ତ୍ତନ କରିଛି । ଯଦିଓ, ଗତ ବର୍ଷ ଏହି…