Browsing Category
ଶିକ୍ଷା
OSSC ପକ୍ଷରୁ ଘୋଷଣା: ଜୁନ ୨୩ରେ ହେବ ଅଡିଟର, କନିଷ୍ଠ ସହାୟକ, WEO ପ୍ରିଲିମିନାରୀ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁନ୍ ମାସ ୨୩ ତାରିଖ (ରବିବାର) ଦିନ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା-୨୦୨୩ର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ସେମାନଙ୍କର ୟୁଜର ଆଇଡି ଓ…
୨୦୨୪-୨୫ ଶିକ୍ଷାବର୍ଷ ପିଜି ଆଡମିଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ମେ ୧୮ରୁ ୨୭ ପର୍ଯ୍ୟନ୍ତ କରାଯିବ ଆବେଦନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର (ପିଜି) ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ମେ ୧୮ରୁ ୨୭ ତାରିଖ…
ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଲିଖିତ ପରୀକ୍ଷାର ଆନସର କି ଜାରି କଲା OSSSC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦର ଲିଖିତ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ଏହି ସମସ୍ତ ପଦ ପାଇଁ ଗତ ଏପ୍ରିଲ ୨୪ରୁ ମେ ୭ ତାରିଖ…
ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ୧ ହଜାରରୁ ଅଧିକ ପଦବୀ ପାଇଁ ନିଯୁକ୍ତି, ଏହିପରି କରାଯିବ ଚୟନ
ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ନିଯୁକ୍ତି ପାଇଁ ଆସିଛି ବଡ଼ ସୁଯୋଗ । ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ମୋଟ ୧୦୭୪ ଟି ପଦବୀରେ ନିଯୁକ୍ତି ଦିଆଯିବ ।
ଏହି ପଦବୀ ପାଇଁ ଆବେଦନ…
ଝଟକା ଦେଲେ ରୁଷି ସୁନକ! ଭାରତର ୪ ହଜାର ନର୍ସଙ୍କୁ ଛାଡିବାକୁ ହେବ ବ୍ରିଟେନ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ବହୁ ସଂଖ୍ୟାରେ ଭିଜା ସ୍ପନ୍ସର କରିଥିବା ଅନେକ କମ୍ପାନୀମାନ ନକଲି ବୋଲି ଜଣାପଡିଛି । ଯେଉଁ କାରଣରୁ ବ୍ରିଟେନରେ ହଜାର ହଜାର ଭାରତୀୟ ନର୍ସଙ୍କ ଉପରେ ବିପଦ ଦେଖାଦେଇଛି । କାରଣ ରୁଷି ସୁନକ ସରକାର ସେହି…
ହୋଟେଲ, ପର୍ଯ୍ୟଟନ ଓ ରେଷ୍ଟୁରାଣ୍ଟ କ୍ଷେତ୍ରରେ ବୃହତ୍ ନିଯୁକ୍ତି: ଆସନ୍ତା ୧୨-୧୮ ମାସ ମଧ୍ୟରେ ଦିଆଯିବ ୨ ଲକ୍ଷ ନିଯୁକ୍ତି!
ନୂଆଦିଲ୍ଲୀ: କୋଭିଡ-୧୯ ସମୟରେ ସାରା ବିଶ୍ୱର ଅର୍ଥନୀତି ହଲଚଲ ହୋଇପଡ଼ିଥିବା ବେଳେ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ କମ୍ପାନୀମାନେ ବହୁ ମାତ୍ରାରେ କର୍ମଚାରୀଙ୍କୁ ଛଟେଇ କରିଥିଲେ । ବିଶେଷ କରି କରୋନା ସମୟରେ ନିଜର ଅସ୍ତିତ୍ୱ…
UPSC Recruitment 2024: ଆସିଷ୍ଟାଣ୍ଟ ମାଇନିଂ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ମାତ୍ର ୨୫ ଟଙ୍କା ରହିଛି ଆବେଦନ ଶୁଳ୍କ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଆପଣ UPSC ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । UPSC ଏହାର ଆସିଷ୍ଟାଣ୍ଟ ମାଇନିଂ ଇଂଜିନିୟର ପାଇଁ ନିଯୁକ୍ତି ଘୋଷଣା କରିଛି । ଆସିଷ୍ଟାଣ୍ଟ ମାଇନିଂ…
UGC-NET ୨୦୨୪ ପଞ୍ଜିକରଣର ଶେଷ ତାରିଖ ପୁଣି ବଢ଼ିଲା: ମେ ୧୯ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ
ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ ୟୁଜିସି-ନେଟ ଜୁନ୍ ୨୦୨୪ ପଞ୍ଜିକରଣର ଶେଷ ତାରିଖ ପୁଣି ବୃଦ୍ଧି କରାଯାଇଛି । ପ୍ରାର୍ଥୀମାନେ ମେ ୧୯ ତାରିଖ ସୁଦ୍ଧା ଏଥିପାଇଁ ଆବେଦନ କରିପାରିବେ । ଯେଉଁ…
OPSC ପ୍ରକାଶ କଲା ୩ୟ କରିଜେଣ୍ଡମ୍: ପୁଣି ବଢ଼ିଲା ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ-I) ପଦର ଅନଲାଇନ୍ ଆବେଦନ ଅବଧି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ-୧) ପଦର ଅନଲାଇନ୍ ଆବେଦନ ଅବଧି ପୂର୍ବରୁ ଦୁଇଥର ଥର ବୃଦ୍ଧି ପାଇଥିବା ବେଳେ ଏବେ ପୁଣି ଥରେ ବୃଦ୍ଧି କରାଯାଇଛି । ପ୍ରଥମେ ମାର୍ଚ୍ଚ ୧୨ରୁ ଏପ୍ରିଲ ୧୬…
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା: ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ ରେଜଲ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ ପରୀକ୍ଷାର ଫଳାଫଳ । କେଉଁ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ ସେନେଇ କିଛି ନିଷ୍ପତ୍ତି ହୋଇନଥିଲେ ହେଁ ଏକ ସମୟରେ କଳା, ବିଜ୍ଞାନ ଓ…