Browsing Category
ଶିକ୍ଷା
UGC କରିବ ବଡ଼ ଘୋଷଣା: ଏଣିକି ବିଦେଶରେ ଖୋଲିବ ଭାରତୀୟ ୟୁନିଭରସିଟିର କ୍ୟାମ୍ପସ
ନୂଆଦିଲ୍ଲୀ: ଦେଶର ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଅନେକ ସମୟରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ସେହି କ୍ରମରେ ଖୁବଶୀଘ୍ର ୟୁଜିସି ଏକ ବଡ଼ ଘୋଷଣା…
CISF ର ପୂର୍ବତନ ଅଗ୍ନିବୀର କର୍ମଚାରୀଙ୍କୁ ଦିଆଯିବ ୧୦ ପ୍ରତିଶତ ସଂରକ୍ଷଣ, ଶାରୀରିକ ସୁସ୍ଥତା ପରୀକ୍ଷଣରେ ମଧ୍ୟ ଦିଆଯିବ ଆରାମ
ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ସିଆଇଏସଏଫ ରେ ପୂର୍ବତନ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଘୋଷଣା କରିଛନ୍ତି । ଏଥିରେ ଏକ ସପ୍ତାହ ପୂର୍ବରୁ ବିଏସଏଫରେ ମଧ୍ୟ ପୂର୍ବତନ ଅଗ୍ନିବୀରଙ୍କୁ ସଂରକ୍ଷଣ ଦେବାର…
ଷ୍ଟାଫ୍ ନର୍ସ ପାଇଁ ବାହାରିଲା ବମ୍ପର ନିଯୁକ୍ତିର ସୁଯୋଗ ; ପୂରଣ ହେବ ୪୭୯୨ ପଦବୀ ଶୀଘ୍ର କରନ୍ତୁ ଆବେଦନ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ପ୍ରଫେସନାଲ୍ ପରୀକ୍ଷା ବୋର୍ଡ (MPPEB) ଗ୍ରୁପ୍ ୫ ନିଯୁକ୍ତି ଅଧୀନରେ ଷ୍ଟାଫ୍ ନର୍ସଙ୍କ ପାଇଁ ୪୭୦୦ ରୁ ଅଧିକ ପଦବୀରେ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ପ୍ରାର୍ଥୀମାନଙ୍କୁ…
ମାଟ୍ରିକ ପରୀକ୍ଷାରେ ଅନିୟମିତତା: ସସପେଣ୍ଡ ହେଲେ ୩ ଅଧୀକ୍ଷକ
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାର ଅନିୟମିତତା ଯୋଗୁଁ ୩ଟି କେନ୍ଦ୍ରର ଅଧୀକ୍ଷକଙ୍କୁ ସସପେଣ୍ଡ କରାଯିବା କଥା ସାମ୍ନାକୁ ଆସିଛି । ଏଥିରେ କଳାହାଣ୍ଡି, କଟକ ଓ ନୟାଗଡ଼ ଜିଲ୍ଲାର ୩ଟି ପରୀକ୍ଷା କେନ୍ଦ୍ରର ଅଧୀକ୍ଷକଙ୍କୁ…
ଦଶମ ପାସଙ୍କ ପାଇଁ ଖୁସୀ ଖବର : CRPF ରେ ବାହାରିଲା ୯୨୧୨ କନଷ୍ଟେବଳ ପଦବୀ, ଦରମା ୬୯୦୦୦
ନୂଆଦିଲ୍ଲୀ : ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF), ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍, ଛତିଶଗଡ ସେକ୍ଟର କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ଘୋଷଣା ହୋଇଛି । ପୁରୁଷ ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ୯୦୦୦ ରୁ…
ପରୀକ୍ଷା କେନ୍ଦ୍ରରେ ଘଟିଲା ବଡ଼ ଅଘଟଣ: ଅକାଳରେ ଚାଲିଗଲା ଜଣେ ମାଟ୍ରିକ ଛାତ୍ରଙ୍କ ଜୀବନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗତ ୧୦ ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ୱାରା ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଆରମ୍ଭ ହୋଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩,୨୧୮ଟି ସେଣ୍ଟରରେ ମୋଟ…
PEO, ଜୁନିୟର ଆସିଷ୍ଟାଣ୍ଡ ନିଯୁକ୍ତି ୨୦୨୩: OSSSC ପଦ ସଂଖ୍ୟା ୬୮୬୨କୁ ବୃଦ୍ଧି ପାଇଲା, ଜାଣନ୍ତୁ ଡିଟେଲ୍ସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସଏସସି) ପକ୍ଷରୁ ମିଳିତ ନିଯୁକ୍ତି ପରୀକ୍ଷା-୨୦୨୩ ଅଧିନରେ ଅନେକ…
ବିଦେଶ ପାଠ ପଢ଼ିବାକୁ ଯାଉଥିଲେ ସାବଧାନ ହୁଅନ୍ତୁ: ସାମାନ୍ୟ ଭୁଲ୍ ପାଇଁ ଭାରତ ଫେରିବେ ୭୦୦ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ବିଦେଶରେ ପିଲାମାନଙ୍କୁ ପାଠ ପଢ଼ାଇବା ଓ ସେମାନଙ୍କର ଭବିଷ୍ୟତ ନିର୍ମାଣ କରିବା ସବୁ ପିତାମାତାଙ୍କର ସ୍ୱପ୍ନ ରହିଥାଏ । ଦେଶର ବିଭିନ୍ନ ରାଜ୍ୟରୁ ବହୁ ମେଧାବୀ ପିଲା ବିଦେଶରେ ମେଡିକାଲ ସହିତ ଅନ୍ୟ ଶିକ୍ଷା…
ଦଶମ ପାସଙ୍କ ପାଇଁ ବଡ଼ ସୁଯୋଗ, ଡାକ ବିଭାଗରେ ବାହାରିଲା ନିଯୁକ୍ତି, ଦରମା ୬୩ହଜାର
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସରକାରୀ ଚାକିରିଟିଏ ଯେପରି ସାତ ସପନ। ତେଣୁ ଏହା ଭିତରେ ଯଦି ଆପଣଙ୍କୁ ଚାକିରୀ ପାଇଁ ସୁଯୋଗ ମିଳୁଛି ତେବେ ଏହି ସୁଯୋଗକୁ ହାତ ଛଡା କରିବା ଆଦୌ ଠିକ ନୁହେଁ । ତେବେ ଏହି…
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଅନେକ ପଦବୀ ଖାଲି: ଯୁକ୍ତଦୁଇ ଓ ଗ୍ରାଜୁଏଟଙ୍କ ପାଇଁ ବଡ଼ ସୁଯୋଗ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ସାଇଣ୍ଟିଷ୍ଟ ‘ବି’, ଆସିଷ୍ଟାଣ୍ଟ ଲ’…