Browsing Category
ଶିକ୍ଷା
ଦଶମ ପାସ୍ ଯୁବକମାନଙ୍କ ପାଇଁ ରେଲୱେରେ ବାହାରିଲା ନିଯୁକ୍ତି: ୨୫୦୦ ରୁ ଅଧିକ ପଦବୀ ଖାଲି, ଆପଣ ମଧ୍ୟ କରିପାରିବେ ଆବେଦନ
ନୂଆଦିଲ୍ଲୀ: ରେଲୱେରେ ଚାକିରି କରିବାକୁ ଇଚ୍ଛା ରଖିଥିବା ଯୁବପିଢ଼ିଙ୍କ ପାଇଁ ଆସିଛି ଖୁସିଖବର । ରେଲୱେ ନିଯୁକ୍ତି ସେଲ୍ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି, ଯାହା ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ ରେଲୱେରେ ବମ୍ପର…
ଏଏସଓ ପରୀକ୍ଷାରେ ହେଇଥିବା ବ୍ୟାପକ ଅନିୟମିତତା କୁ ନେଇ ମୁହଁ ଖୋଲିଲେ ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି,କଣ କହିଲେ ଜାଣନ୍ତୁ
ଭୁବନେଶ୍ୱର:ଏଏସଓ ପରୀକ୍ଷା କୁ ନେଇ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ପ୍ରେସ ମିଟ ମାଧ୍ୟରେ ସେ ସୂଚନା ଦେଇ କହିଛନ୍ତି ଯେ ଚଳିତବର୍ଷ ସ୍ୱଚ୍ଛତାର ସହ…
ମୋଦୀଙ୍କ ଚାକିରୀ ଭେଟି: ନିଯୁକ୍ତି ମେଳା ମାଧ୍ୟମରେ ପୁଣି ୭୧,୦୦୦ ନୂତନ ନିଯୁକ୍ତି ପତ୍ର ବଣ୍ଟନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବା ମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି । ନିଯୁକ୍ତି ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ପ୍ରାୟ ୭୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ।…
ରାଉରକେଲା SAIL ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ୩୦ ନଭେମ୍ବର ଭିତରେ କରନ୍ତୁ ଆବେଦନ
ରାଉରକେଲା SAIL ରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ଖୁସି ଖବର । ଆଇଟିଆଇ ପାସ୍ କରିଥିବା ଓଡିଶା ଯୁବପିଢିମାନେ ଏଥିରେ ଲାଭବାନ ହେବେ । ସେଲ୍ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଖାଲିପଡିଛି ଅପାରଣ୍ଟିସ ପଦବୀ।…
ଭାରତୀୟ ଛାଡପତ୍ର ବା ତଲାକ ଆଇନ କଣ ? କେଉଁ ପରିସ୍ଥିତିରେ ପତି-ପତ୍ନୀ ଆବେଦନ କରି ପାରିବେ
ନୂଆଦିଲ୍ଲୀ: ଛାଡପତ୍ର ବା ତଲାକ କୌଣସି ବି ଦମ୍ପତ୍ତିଙ୍କ ପାଇଁ ସବୁଠୁ ବଡ ଯନ୍ତ୍ରଣା ଏବଂ ଦୁଃଖଦାୟକ ଘଟଣା ହୋଇଥାଏ। ଯଦି ଅଦାଲତରେ ଛାଡପତ୍ରର ମୋକଦ୍ଦମା ଚାଲେ ତେବେ ଏହା ବହୁତ ମହଙ୍ଗା ଏବଂ ସମୟ ସାକ୍ଷେପ ହୋଇଯାଏ।…
ଭାରତୀୟ ୟୁରାନିୟମ ନିଗମ ଲିମିଟେଡ ପକ୍ଷରୁ ବାହାରିଲା ୨୩୯ଟି ପଦବୀ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ଖବର ଆସିଛି । ଭାରତୀୟ ୟୁରାନିୟମ୍ ନିଗମ ଲିମିଟେଡ (ୟୁସିଆଇଏଲ) ପକ୍ଷରୁ ୨୩୯ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା…
UGCର ନୂଆ ଗାଇଡଲାଇନ୍ସ: Ph.D ପାଇଁ ମିଳିବ ସର୍ବାଧିକ ୬ ବର୍ଷ, ଅନଲାଇନ୍ କୋର୍ସ ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ପିଏଚଡି କୋର୍ସକୁ ନେଇ ଏକ ନୂଆ ଗାଇଡଲାଇନ ଜାରି କରାଯାଇଛି । ପିଏଚଡି ଡିଗ୍ରୀ କୋର୍ସର ଅବଧି ଅତିକମରେ ୩ ବର୍ଷ ରହିବ । ପିଏଚଡି ଆଶାୟୀଙ୍କୁ ଆଡମିସନ…
ସ୍ୱାସ୍ଥ୍ୟସେବା ପାଇଁ ୨ ହଜାର ପଦବୀ ସୃଷ୍ଟି କଲେ ଓଡ଼ିଶା ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ ସେବାରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଲା ଖୁସି ଖବର । କାରଣ ସ୍ୱାସ୍ଥ୍ୟ ସେବା ପାଇଁ ୨ ହଜାର ପଦବୀ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ୩୦ ଜିଲ୍ଲା…
ଯୁକ୍ତ ୩ ପିଲା ପଢିବେ NCC ପାଠ: ଆସନ୍ତା ଶିକ୍ଷାବର୍ଷରୁ ପାଠ୍ୟକ୍ରମରେ ହେବ ସାମିଲ
ଭୁବନେଶ୍ୱର: ୨୦୨୩- ୨୪ ଶିକ୍ଷା ବର୍ଷରୁ ଯୁକ୍ତ ୩ ପିଲାଙ୍କ ପାଇଁ ଏନସିସି ପାଠ୍ୟକ୍ରମ ଆରମ୍ଭ ହେବ । ଏନେଇ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯୁକ୍ତ ୩ ପିଲା…
୨୨ ନଭେମ୍ବର ଭୁବନେଶ୍ୱର ଆୟୋଜନ ହେବ ନିଯୁକ୍ତି ମେଳା, ୩୦୦୦ ରୁ ଅଧିକ ପଦବୀରେ ହେବ ନିଯୁକ୍ତି
ଭୁବନେଶ୍ୱର: ଆସନ୍ତା ୨୨ ନଭେମ୍ବରରେ ନ୍ୟାସନାଲ କ୍ୟାରିଅର୍ ସର୍ଭିସ ଏକ ନିଯୁକ୍ତି ମେଳା ଆୟୋଜନ କରୁଛି। ଡିପ୍ଲୋମା ଇଞ୍ଜିନିୟର, ବ୍ୟବସାୟ ବିକାଶ ପରିଚାଳକ, କ୍ଲଷ୍ଟର ହେଡ୍ ପଦବୀ ପାଇଁ ୩୦୦୦ ରୁ ଅଧିକ ଖାଲି ପଦବୀ ପୂରଣ…