Browsing Category
ଶିକ୍ଷା
ରେଲୱେରେ ସରକାରୀ ଚାକିରି ପାଇବାର ସୁଯୋଗ: ଖାଲି ପଡ଼ିଛି ୭୯୧୪ ପଦବୀ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: ଭାରତୀୟ ରେଲୱେରେ ସରକାରୀ ଚାକିରି ଖୋଜୁଥିବା ଯୁବପୀଢ଼ିମାନଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । ଭାରତୀୟ ରେଲୱେରେ ମୋଟ ୭,୯୧୪ ପଦବୀ ପାଇଁ ଖାଲି ପଡ଼ିଛି । ଏଥିପାଇଁ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ…
UGCର ନୂଆ ଗାଇଡଲାଇନ୍: ବିଦେଶୀ ବିଶ୍ୱବିଦ୍ୟାଳୟକୁ ଅନଲାଇନ୍ କ୍ଲାସ୍ ପାଇଁ ମିଳିବନି ଅନୁମତି
ନୂଆଦିଲ୍ଲୀ: ଭାରତରେ ବ୍ରାଞ୍ଚ ଖୋଲିଥିବା ବିଦେଶୀ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଅନଲାଇନ୍ କ୍ଲାସ୍ ଅନୁମତି ମିଳିବ ନାହିଁ । ୟୁଜିସି ଅଧ୍ୟକ୍ଷ ଏମ ଜଗଡେଶ କୁମାର ଗୁରୁବାର କହିଛନ୍ତି ଯେ ଭାରତରେ କ୍ୟାମ୍ପସ ସ୍ଥାପନ ପାଇଁ…
ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା, ସୂଚନା ଦେଲା ବୋର୍ଡ
ଭୁବନେଶ୍ୱର: ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା । ପରୀକ୍ଷା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାସିସ ହାଜରା ସୂଚନା…
ଚାକିରି ହରାଇବେ ଲକ୍ଷ ଲକ୍ଷ ଲୋକ! ନୂଆବର୍ଷର ଆରମ୍ଭରୁ ଆସିଲା ଖରାପ ଖବର
ନୂଆଦିଲ୍ଲୀ: ୨୦୨୨ର ପ୍ରଥମ କିଛି ମାସ କରୋନାଭାଇରସ୍ ଭୟରେ ବିତିଥିଲା । ଏଭଳି ପରିସ୍ଥିତିରେ ଅନେକ ଲୋକ ଚାକିରି ହରାଇଥିଲେ । ଗତ ବର୍ଷରେ ଆମାଜନ, ନେଟଫ୍ଲିକ୍ସ ଏବଂ ଫେସବୁକ୍ ପରି ବଡ କମ୍ପାନୀଗୁଡିକ ଚାକିରିରୁ ଛଟେଇ…
ପାଳିତ ହେଲା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ବିଶ୍ବବିଦ୍ୟାଳୟର ୩ଟି ନୂତନ…
ରେଲୱେ ବିନା ପରୀକ୍ଷାରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ: ୧୦ମ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ୨୪୨୨ ପଦବୀରେ ମିଳିବ ଭଲ ଦରମା
ନୂଆଦିଲ୍ଲୀ: ଭାରତୀୟ ରେଲୱେରେ ଚାକିରି ଖୋଜୁଥିବା ଯୁବପୀଢ଼ିମାନଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । ଭାରତୀୟ ରେଳ ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ପଦବୀ ପାଇଁ ଆବେଦନ…
ଭାରତରେ ଆରମ୍ଭ ହେବ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ୍, ୬ ଲକ୍ଷ ଲୋକଙ୍କୁ ମିଳିବ ନିଯୁକ୍ତି: କ୍ୟାବିନେଟ୍ ନିଷ୍ପତ୍ତି
ନୂଆଦିଲ୍ଲୀ: ଗ୍ରୀନ୍ ହାଇଡ୍ରୋଜେନ୍ ମିଶନକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଏହା ଅଧୀନରେ ଦେଶରେ ଶସ୍ତା ହାରରେ ଗ୍ରୀନ୍ ହାଇଡ୍ରୋଜେନ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଦିଆଯିବ । କ୍ୟାବିନେଟ ବୈଠକ ପରେ ଏକ…
ପୋଷ୍ଟ ଅଫିସରେ ଚାକିରି କରିବାକୁ ଚାହୁଁଛନ୍ତି କି ? ୮ମ ପାସ୍ କରିଥିଲେ କରନ୍ତୁ ଆବେଦନ, ଦରମା ୬୩ ହଜାର
ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ପୋଷ୍ଟ ଅଫିସରେ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ । ଇଣ୍ଡିଆ ପୋଷ୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ପ୍ରକ୍ରିୟା ପାଇଁ ୯ ଜାନୁଆରୀ…
OSSC ପକ୍ଷରୁ ବାହାରିଲା ୧୯୭ଟି ପଦବୀ: ୧୧ ପ୍ରକାରର ପଦରେ ମିଳିବ ନିଯୁକ୍ତି
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ୧୯୭ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଷ୍ଟାଫ ନର୍ସ, ଫାର୍ମାସିଷ୍ଟ, ଜୁନିୟର…
ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସିଖବର:ପାଓ୍ଵାରଗ୍ରୀଡ କର୍ପୋରେସନରେ ବାହାରିଲା ନିଯୁକ୍ତି, ଦରମା ୨ ଲକ୍ଷ
ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର । ପାଓ୍ଵାର ଗ୍ରୀଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ୍ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଏହି ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ ପାଓ୍ଵରଗ୍ରୀଡର…