fbpx
Browsing Category

ଶିକ୍ଷା

OUAT ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୨୭ରୁ ଆରମ୍ଭ, ଜାଣନ୍ତୁ ଆବେଦନର ଅନ୍ତିମ ତାରିଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପ୍ରବେଶିକା ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେବ । ଏଥିପାଇଁ ଛାତ୍ରଛାତ୍ରୀମାନେ ଚଳିତ ମାସ ୩୧ ତାରିଖ ସୁଦ୍ଧା…

ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ: ଏମିତି କରନ୍ତୁ ଚେକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରଗୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ଏହି ଫଳାଫଳ ଉନ୍ମୋଚିତ ହୋଇଛି । ବିଜ୍ଞାନରେ…

ନୂଆ ଶିକ୍ଷାନୀତି: ସମ୍ଭାବନା ସହ ସମସ୍ୟା

ଦୀର୍ଘଦିନର ପ୍ରତୀକ୍ଷା ପରେ ମାତୃଭାଷା ତଥା ଆଞ୍ଚଳିକ ଭାଷାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ଆଉ ଇତିମଧ୍ୟରେ ୧୧ଟି ଆଞ୍ଚଳିକ ଭାଷାରେ ବିଟେକ୍ ପାଠପଢ଼ା ପାଇଁ ଅନୁମତି ଦେଇସାରିଛନ୍ତି ସରକାର । ଏଭଳି ଘୋଷଣା…

ବ୍ରହ୍ମପୁର ଶିଶୁ ଆରବ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ; ଜାଣନ୍ତୁ କେମିତି…

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ନୀଳାଚଳନଗର ନିବାସୀ ସିଦ୍ଧାର୍ଥ ଶଙ୍କର ଦାସ ଓ ବନ୍ୟା ପଟ୍ଟନାୟକଙ୍କ ୪ ବର୍ଷର ପୁଅ ଆରବ ପାଲଟିଛନ୍ତି ଓଡ଼ିଶାର ଗୌରବ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସେ ସ୍ଥାନ ପାଇଛନ୍ତି ।…

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ, ୯୯.୩୭ ପ୍ରତିଶତ ପିଲା ପାସ୍

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି । cbseresults.nic.in ଓ cbse.gov.in ରେ ଛାତ୍ରଛାତ୍ରୀ ମାନେ ରେଜଲ୍ଟ ଦେଖିପାରିବେ । ଚଳିତ ବର୍ଷ ୯୯.୩୭ ପ୍ରତିଶତ ପିଲା ପାସ୍ କରିଛନ୍ତି । କରୋନା ମହାମାରୀ…

ରେଜଲ୍ଟ ପୂର୍ବରୁ CBSEର ଏହି ମେମେ ହେଉଛି ଭାଇରାଲ୍…

ଓଡ଼ିଶା ଭାସ୍କର ବ୍ୟୁରୋ: ଆଉ କିଛି ସମୟ ପରେ ବାହାରିବ CBSE ରେଜଲ୍ଟ । ଶୁକ୍ରବାର ଅପରାହ୍ଣ ୨ଟାରେ ଫଳ ପ୍ରକାଶ ପାଇବା ନେଇ ସ୍ଥିର ହୋଇଛି । ତେବେ ଏହା ପୂର୍ବରୁ CBSE ବୋର୍ଡ ପକ୍ଷରୁ ପୋଷ୍ଟ୍ ହୋଇଥିବା ଏକ ମେମେ ଖୁବ୍…

୬୩ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନଙ୍କ ପଦୋନ୍ନତି ହେବ ।…

ଆଜି ୨ଟାରେ ପ୍ରକାଶ ପାଇବ CBSE ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: ଅନେକ ଦିନର ଅପେକ୍ଷା ପରେ ଆଜି ଦିନ ୨ଟାରେ ପ୍ରକାଶ ପାଇବାକୁ ଯାଉଛି CBSE ଦ୍ୱାଦଶ ରେଜଲ୍ଟ । ଅପରାହ୍ନରେ ରେଜଲ୍ଟ ପ୍ରକାଶ ପାଇବା ନେଇ ANI ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି ।…

‘ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରଖୁଛି ନୂତନ ଶିକ୍ଷାନୀତି’

ନୂଆଦିଲ୍ଲୀ: ଜାତୀୟ ଶିକ୍ଷାନୀତି ଲାଗୁ ହେବାର ଏକ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୦ରେ ଲାଗୁ କରାଯାଇଥିବା ଏହି ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କୁ…

ମଶା କାମୁଡ଼ିବା ପରେ ଶରୀରରେ କାହିଁକି କୁଣ୍ଡାଇ ହୁଏ? କଣ ମଶା ବିଷାକ୍ତ ହୋଇଥାନ୍ତି? ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର

ଓଡ଼ିଶା ଭାସ୍କର ବ୍ୟୁରେ: ମଶା କାମୁଡ଼ିବା ପରେ ଶରୀରରେ କୁଣ୍ଡାଇ ହୋଇଥାଏ । କାମୁଡ଼ିଥିବା ସ୍ଥାନ ନାଲି ପଡ଼ିଯାଏ । ତେବେ ଆପଣ ମାନେ କେବେ ଭାବିଚନ୍ତି କି ଏପରି କାହିଁକି ହୁଏ ? କଣ ପାଇଁ ମଶା କାମୁଡ଼ିବା ପରେ ସେହି ସ୍ଥାନ…