Browsing Category
ଶିକ୍ଷା
ଗୁଜରାଟ ବିଶ୍ୱବିଦ୍ୟାଳୟରେ ଆଫଗାନୀ ମହିଳା ଜିତିଲେ ଗୋଲ୍ଡ ମେଡାଲ, ଟାର୍ଗେଟ କଲେ ନିଜ ସରକାର ଉପରେ
ସୁରଟ: ଗୁଜୁରାଟ ବିଶ୍ୱବିଦ୍ୟାଳୟରୁ MA (ପବ୍ଲିକ୍ ଆଡମିନିଷ୍ଟ୍ରେସନ୍) ରେ ସ୍ୱର୍ଣ୍ଣ ପଦକ ଜିତି ଆଫଗାନିସ୍ତାନର ମହିଳା ରଜିଆ ମୁରାଦି ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ସ୍ୱର୍ଣ୍ଣ ପଦକ…
ANU ରିସର୍ଚ୍ଚରୁ ମିଳିଲା ରୋମାଞ୍ଚକ ତଥ୍ୟ:ଚାରୋଟି ନୁହେଁ ବରଂ ପାଞ୍ଚଟି ସ୍ତରରେ ନିର୍ମିତ ପୃଥିବୀ!
ନୂଆଦିଲ୍ଲୀ: ଅନୁସନ୍ଧାନକାରୀଙ୍କ ଏକ ଦଳ ପୃଥିବୀର ଆଉ ଏକ ନୂତନ ସ୍ତରର ପ୍ରମାଣ ପାଇଛନ୍ତି। ଅଷ୍ଟ୍ରେଲିୟା ନ୍ୟାସନାଲ ୟୁନିଭରସିଟି (ANU) ର ଭୂକମ୍ପ ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଭୂକମ୍ପ ଦ୍ୱାରା ସୃଷ୍ଟି ହୋଇଥିବା…
CSIR-CRRI ରେ ବୈଜ୍ଞାନିକ ହେବା ପାଇଁ ମିଳୁଛି ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ
ନୂଆଦିଲ୍ଲୀ:ଇଞ୍ଜିନିୟରିଂ କରିଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ଜଣେ ବୈଜ୍ଞାନିକ ହେବାକୁ ଚାହାଁନ୍ତି ତେବେ କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (CSIR) ଆପଣଙ୍କୁ…
ମହିଳା ନେବେ ଶ୍ରେଷ୍ଠ ୪ଟି ବିଶ୍ୱବିଦ୍ୟାଳୟର ନେତୃତ୍ୱ, ଅକ୍ସଫୋର୍ଡ, ହାଭାର୍ଡ, କ୍ୟାମ୍ବ୍ରିଜ, ଏମଆଇଟି
ନୂଆଦିଲ୍ଲୀ: ପ୍ରଥମଥର ପାଇଁ ବିଶ୍ୱର ଶ୍ରେଷ୍ଠ ପାଞ୍ଚୋଟି ବିଶ୍ୱବିଦ୍ୟାଳୟରୁ ୪ଟିର ନେତୃତ୍ୱ ନେବେ ମହିଳା । ଏଥିରେ ଅକ୍ସଫୋର୍ଡ, ହାଭାର୍ଡ, କ୍ୟାମ୍ବ୍ରିଜ ଏବଂ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଆଦି…
IDBIବ୍ୟାଙ୍କରେ ଅଫିସର ପଦବୀ ପାଇଁ ବାହାରିଲା ନିଯୁକ୍ତିର ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ
ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଆଇଡିବିଆଇ ବ୍ୟାଙ୍କ ଲିମିଟେଡ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ବୃଦ୍ଧି କରାଯାଇଛି।…
ରାଜ୍ୟରେ ଆରମ୍ଭ ହେବ ଶିଶୁଶ୍ରେଣୀ: ଅଙ୍ଗନୱାଡ଼ି ପରେ ପିଲାମାନେ ଗୋଟିଏ ବର୍ଷ ଶିଶୁ ଶ୍ରେଣୀରେ ଅଧ୍ୟୟନ କରିବେ
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରି ଆରମ୍ଭ ହେବ ଶିଶୁଶ୍ରେଣୀ। ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଦୁଇ ହଜାର ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ ହେବ। ପୂର୍ବରୁ ପିଲାମାନେ ପ୍ରଥମେ ଅଙ୍ଗନୱାଡ଼ି ଓ ପରେ ପ୍ରଥମ…
Mission Shakti ନିଯୁକ୍ତି: ଏହି ଜିଲ୍ଲାରେ ୧୧୭ ପଦବୀରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନର ଶେଷ ତାରିଖ
ଭୁବନେଶ୍ୱର: ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର। ଜନହବୀ ମହିଳା ମହାସଂଘ ଯାଜପୁର ପକ୍ଷରୁ ୧୧୭ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି। ପ୍ରାର୍ଥୀମାନେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ପଦବୀରେ…
୧୦ରୁ ମାଟ୍ରିକ୍ ପରୀକ୍ଷା: ୩୨୧୮ କେନ୍ଦ୍ରରେ ପରୀକ୍ଷା ଦେବେ ୫.୪୧ଲକ୍ଷ ଛାତ୍ରଛାତ୍ରୀ
କଟକ,୫ା୩ (ଭାସ୍କର ନ୍ୟୁଜ୍): ଆସନ୍ତା ୧୦ ତାରିଖରୁ ମାଟ୍ରିକ୍ ପରୀକ୍ଷାର ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ଏଥିନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ…
ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ପାଇଁ ବଡ ଖବର, ବୟସ ସୀମା ବୃଦ୍ଧି କଲେ ସରକାର
ମୁମ୍ବାଇ: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ଆଶାୟୀଙ୍କ ପାଇଁ ଏକ ବଡ଼ ଖବର ଆସିଛି। ସରକାରୀ ଚାକିରି ପାଇଁ ବୟସ ସୀମାକୁ ଦୁଇ ବର୍ଷ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ସରକାର। ତେଣୁକରି ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ…
NEP 2020: ଯୁକ୍ତଦୁଇ ପରେ ଛାତ୍ରଛାତ୍ରୀ B.Edରେ ଆଡମିଶନ କରିପାରିବେ, ଦେଶର ୫୭ଟି ବିଶ୍ୱବିଦ୍ୟାଳୟରେ ମିଳିବ ଏହି ସୁବିଧା
ନୂଆଦିଲ୍ଲୀ: ଦେଶକୁ ଶିକ୍ଷା କ୍ଷେତ୍ରରେ ଦ୍ରୁତ ବିକାଶ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲକ୍ଷ୍ୟ ରହିଛି । ସେଥିପାଇଁ ଶିକ୍ଷାନୀତି ୨୦୨୦ (ଏନଇପି) ଅନୁସାରେ ଦେଶରେ ବିଶ୍ୱବିଦ୍ୟାଳୟ, କଲେଜ ଓ ସ୍କୁଲ…