Browsing Category

ଶିକ୍ଷା

ଆଫଗାନିସ୍ତାନ ମହିଳାଙ୍କୁ କାହିଁକି ମନା ବିଶ୍ୱବିଦ୍ୟାଳୟ? କାରଣ କହିଲା ତାଲିବାନ

କାବୁଲ: ଗୁରୁବାର ଦିନ ଆଫଗାନିସ୍ତାନ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ମହିଳାମାନଙ୍କୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ତାଲିବାନ ଉଚ୍ଚଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି । ତାଲିବାନ ଯେତେବେଳେ କ୍ଷମତାକୁ…

JEE Advanced 2023: ଜାରି ହେଲା ସିଡ୍ୟୁଲ୍‌, ଏପ୍ରିଲ ୩୦ରୁ ଆରମ୍ଭ ଆବେଦନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଗୁଆହାଟି ଜେଇଇ ଆଡଭାନ୍ସଡ ୨୦୨୩ ତାରିଖ ପ୍ରକାଶ କରିଛି । ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ jeeadv.ac.in ରେ ଯାଇ ଏଥିପାଇଁ ଆବେଦନ କରିପାରିବେ । ଏବଂ…

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରେ ବାହାରିଲା ବମ୍ପର ନିଯୁକ୍ତିର ସୁଯୋଗ, ମହିଳା ମାନେ ମାଗଣାରେ କରିପାରିବେ ଆବେଦନ

ନୂଆଦିଲ୍ଲୀ :ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ପଦବୀ ପୂରଣ ପାଇଁ ଆବେଦନ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଆବେଦନ କରିବାକୁ ଚାହାଁନ୍ତି ସେମାନେ ଏଏଆଇ ର ଅଫିସିଆଲ୍ ୱେବସାଇଟ୍ aai.aero…

ପରୀକ୍ଷା ସମୟରେ ଦିବ୍ୟାଙ୍କ ବିଦ୍ୟାର୍ଥୀମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପୋର୍ଟାଲ୍ ଖୋଲିଲା ସିବିଏସ୍‌ଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ୨୦୨୩ ବୋର୍ଡ ପରୀକ୍ଷା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ, ସିବିଏସ୍‌ଇ ପକ୍ଷରୁ ସ୍ୱତନ୍ତ୍ର…

ଆସନ୍ତା ବର୍ଷରୁ ଆରମ୍ଭ ହେବ ଛାତ୍ରଛାତ୍ରୀଙ୍କ ପରଫର୍‌ମାନ୍ସ ଟ୍ରାକିଂ ସେଲ ,ସାମିଲ ହେବେ ଷଷ୍ଠ ରୁ ଦଶମ ଶ୍ରେଣୀ

ଭୁବନେଶ୍ୱର : ସରକାରୀ ସ୍କୁଲରେ ପାଠପଢ଼ୁଥିବା ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପରଫର୍‌ମାନ୍ସ ଟ୍ରାକିଂ ସେଲ ଆସନ୍ତାବର୍ଷରୁ ପୁଣି ଆରମ୍ଭ ହେବାକୁ ଯାଉଛି । ଉଚ୍ଚପ୍ରାଥମିକ ସ୍ତରରୁ ଛାତ୍ରଛାତ୍ରୀଙ୍କୁ…

ଯୁକ୍ତ ତିନି କଲେଜରୁ ଅଲଗା ହେବ ଯୁକ୍ତଦୁଇ ଶ୍ରେଣୀ: ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ମିଳିତ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି । ତେବେ ରାଜ୍ୟ ସରକାର ଯୁକ୍ତ ଦୁଇ ଓ ଯୁକ୍ତ ତିନି ମିଶ୍ରିତ ଭାବେ ରହିଥିବା କଲେଜଗୁଡ଼ିକର ପୃଥକୀକରଣ…

ଓଡ଼ିଶା ସରକାରଙ୍କ ପକ୍ଷରୁ ବାହାରିଲା ୬୫୯ଟି ପଦବୀ: ପଢ଼ନ୍ତୁ ନୋଟିଫିକେସନ ଡିଟେଲ୍ସ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଅନେକ ପଦବୀ ପାଇଁ ଚାକିରି ବାହାରିଛି । ପ୍ରାର୍ଥୀଙ୍କୁ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ, ଅତିରିକ୍ତ…

ଦେଶରେ ଜନଜାତି ସଶକ୍ତିକରଣ ପାଇଁ ୨୯, ୦୦୦ କୋଟି ଟଙ୍କା ଖର୍ଚ୍ଚରେ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି

ନୂଆଦିଲ୍ଲୀ: ଆମ ସାମାଜିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିବା ଜନଜାତି ସମାଜକୁ ସଶକ୍ତିକରଣ କରିବାରେ ମୋଦି ସରକାର ପ୍ରାଥମିକତା ଦେଉଛନ୍ତି । ଦେଶ ସ୍ୱାଧୀନତା ପରେ ଦୀର୍ଘ ୭୫ ବର୍ଷରେ ସେମାନଙ୍କ ପାଇଁ ଥିବା…

NEET SS 2022 Counselling: ରାଉଣ୍ଡ-୧ ପ୍ରାର୍ଥୀଙ୍କ ପାଇଁ ବଡ଼ ସୂଚନା ଜାରି କଲା ଏମସିସି

ନୂଆଦିଲ୍ଲୀ: ନିଟ୍ ସୁପର ସ୍ପେସିଆଲିଟି କାଉନସେଲିଂ ପାଇଁ ମେଡିକାଲ କାଉନସେଲିଂ କମିଟି (ଏମସିସି) ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ବିଜ୍ଞପ୍ତି ରାଉଣ୍ଡ-୧ରେ ସିଟ୍ ପାଇଥିବା ପ୍ରାର୍ଥୀଙ୍କ…

ଶିକ୍ଷକମାନଙ୍କ ପାଇଁ ଵମ୍ପର ନିଯୁକ୍ତି ସୁଯୋଗ,୪୮୦୦୦ ପଦବୀ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ଯୁବକମାନଙ୍କ ପାଇଁ ଏକ ଖୁସି ଖବର ରାଜସ୍ଥାନରେ ୪୮୦୦୦ ଶିକ୍ଷକ ପଦବୀ ପାଇଁ ବାହାରିଲା ନିଯୁକ୍ତି ସୁଯୋଗ। ବିଶେଷ କଥା ହେଉଛି ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏହି ପଦବୀଗୁଡିକ ପାଇଁ…