Browsing Category

ଶିକ୍ଷା

ପ୍ରକାଶ ପାଇଲା NEET-Ugପରୀକ୍ଷା ଫଳ: ପ୍ରଥମ ସ୍ଥାନରେ ୩ ଜଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସୋମବାର ପ୍ରକାଶ ପାଇଛି ନିଟ୍ ୟୁଜି ପରୀକ୍ଷା ଫଳ । ଏନଟିଏର ଅଫିସିଆଲ ୱେବସାଇଟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି । ନିଟ୍ ୟୁଜିର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଥିବା…

ଓଡ଼ିଶାର ଛାତ୍ରଛାତ୍ରୀ କେବଳ ପରୀକ୍ଷା ଦେଇ ଚାଲିଥିବେ, କିନ୍ତୁ ଚାକିରି ପାଇବେ ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜ୍ୟରେ ନିଯୁକ୍ତିକୁ ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ପ୍ରତ୍ୟେକ ବର୍ଷ ସରକାରୀ ବିଜ୍ଞାପନ ବାହାରୁଛି, ହଜାର ହଜାର ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରୁଛନ୍ତି । ତେବେ ଅନୁଷ୍ଠିତ…

ରାଜଧାନୀରେ ଆଜିଠାରୁ ସମସ୍ତ ପିଲାଙ୍କ ପାଇଁ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅନେକ ରାଜ୍ୟରେ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହେବାରେ ଲାଗିଛି । ଅନେକ ସ୍ଥାନରେ ତ ପାଠପଢ଼ା ଆରମ୍ଭ ହୋଇଗଲାଣି । ଏହାରି ମଧ୍ୟରେ ଦିଲ୍ଲୀ ସରକାର ବି…

ବାତିଲ୍ ହେଲା ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା, ରାଜ୍ୟର ୪୮ଟି କଲେଜ ପାଇଁ ହେବ ଲାଗୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୪୮ଟି କଲେଜରେ ସ୍ନାତକ ଓ ସ୍ନାତକୋତ୍ତର ସେମିଷ୍ଟର ପରୀକ୍ଷା ବାତିଲ୍ କରାଯାଇଛି । ଏନେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଶ୍ୱବିଦ୍ୟାଳୟ…

କେବେ ଖୋଲିବ ସ୍କୁଲ: ୧ମରୁ ୭ମ ଶ୍ରେଣୀ କ୍ଲାସ ନେଇ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତିରେ ସୁଧାର ଦେଖିବାକୁ ମିଳିଲାଣି । କରୋନାର ତୃତୀୟ ଲହର ସମ୍ଭାବନା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ଏହି ଅବସରରେ ସ୍କୁଲ ଖୋଲିବା ନେଇ ରାଜ୍ୟ…

ଦୀପାବଳୀ ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ, ଗଣଶିକ୍ଷା ବିଭାଗ ପକ୍ଷରୁ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଧୀରେଧୀରେ ହ୍ରାସ ପାଉଥିବା ବେଳେ ଶିକ୍ଷାନୁଷ୍ଠାନ ପର୍ଯ୍ୟାୟକ୍ରମେ ଖୋଲୁଛି । ତେବେ ଅଧାରୁ ପାଠ ଛାଡ଼ୁଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟା ଦିନକୁ ବୃଦ୍ଧି ପାଉଥିବାରୁ ଏହାକୁ…

ITEP ଯୋଗ୍ୟତା ଆଧାରରେ ହେବ ଶିକ୍ଷକ ନିଯୁକ୍ତି: କାର୍ଯ୍ୟକାରୀ ହେଲା ନୂଆ ଶିକ୍ଷାନୀତି, ଚିହ୍ନଟ ହେଲା ୫୦ଟି ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ବିଏଡ୍ ପାଠ୍ୟକ୍ରମ ୪ ବର୍ଷିଆ ହେବ । ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ କାର୍ଯ୍ୟକ୍ରମ (ଆଇଟିଇପି) ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବିଏ ବିଏଡ୍, ବିଏସି ବିଏଡ୍ ଓ ବିକମ୍ ବିଏଡ୍…

OAS ଢାଞ୍ଚାରେ ହେବ ଓଡ଼ିଶାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି: ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଦଳିଯିବ ଓଡ଼ିଶାରେ ଶିକ୍ଷାର ମାନଚିତ୍ର । ରାଜ୍ୟରେ ଖାଲିପଡ଼ିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ପଦବୀ ପୂରଣ ହେବ । ପ୍ରତିବର୍ଷ ଶିକ୍ଷକ ନିଯୁକ୍ତି ପରୀକ୍ଷା କରାଯାଇ ହଜାର ହଜାର…

Smart class ସମୀକ୍ଷା କଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ

ସୁକିନ୍ଦା (ଓଡ଼ିଶା ଭାସ୍କର): ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ସ୍ମାର୍ଟ କ୍ଲାସ ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥାକୁ ବୁଧବାର ସମୀକ୍ଷା କରିଛନ୍ତି ବିଧାୟକ ।…

ସରକାରଙ୍କ ଘୋଷଣା, ନଭେମ୍ବର ୧ରୁ ଖୋଲିଯିବ ରାଜଧାନୀର ସମସ୍ତ ସ୍କୁଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପୂର୍ବ ଅପେକ୍ଷା ହ୍ରାସ ପାଇବାରେ ଲାଗିଛି । ଦିଲ୍ଲୀରେ କରୋନା ଯୋଗୁଁ ବନ୍ଦ ହୋଇଥିବା ସମସ୍ତ ସ୍କୁଲ ପୁଣି ଖୋଲିବାକୁ ଯାଉଛି । ରାଜଧାନୀ ଦିଲ୍ଲୀରେ ନଭେମ୍ବର ୧ରୁ ସରକାରୀ ଓ ଘରୋଇ ସ୍କୁଲର…