Browsing Category

City News

ଆଜି ଚିତାଲାଗି ଅମାବାସ୍ୟା, ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ: ଆଜି 4 ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଚିତାଲାଗି ଅମାବାସ୍ୟା ନୀତି ଯୋଗୁଁ ଦର୍ଶନ ବନ୍ଦ । ମହାପ୍ରଭୁଙ୍କ ମସ୍ତକରେ ଲାଗୁ ହେବ ସୁବର୍ଣ୍ଣ ଚିତା । ଅପରାହ୍ନ 2ଟା 30ରୁ ସନ୍ଧ୍ଯା 6ଟା 30 ଯାଏଁ ଚାଲିବ…

ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ, 19 ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଆଗାମୀ 48 ଘଣ୍ଟାରେ ଆହୁରି ଘନିଭୂତ ହେବ । ଅଧିକ ଘନିଭୂତ ହେବା ପାଇଁ ଅନୁକୂଳ ରହିଛି ପାଗ । ଏହାର…

ଦେଢ କୋଟିର ଗଞ୍ଜେଇ ସହ ମୋଷ୍ଟ ୱାଣ୍ଟେଡ ଗଞ୍ଜେଇ ମାଫିଆ ଗିରଫ, ନାଁରେ ଅଛି ମାଳମାଳ ଅପରାଧିକ ମାମଲା

ଭୁବନେଶ୍ବର: ଗଞ୍ଜେଇ ମାଫିଆ ଲଳିତ ଭୂଜବଳ ଗିରଫ । ଜବତ ହେଲା ଦେଢ କୋଟି ଟଙ୍କାର ଗଞ୍ଜେଇ । ଲଳିତ ନାଁରେ ଓଡ଼ିଶାରେ ରହିଛି ମାଳମାଳ ଅପରାଧିକ ମାମଲା । କେବଳ ପାରାଦୀପରେ ରହିଛି 17ଟି ମାମଲା । ଏସଟିଏଫ୍ ପାଇଁ ଲଳିତ…

ଖୋଲିବ ଚାଷୀଙ୍କ ଭାଗ୍ୟ: ପୁନରୁଦ୍ଧାର ହେବ ବଲାଙ୍ଗୀର ଓ ବଡ଼ମ୍ବା ଚିନିକଳ, ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦିଆଗଲା ଦାୟିତ୍ବ

ଭୁବନେଶ୍ବର: ଚିନିକଳ ଖୋଲିବା ଦିଗରେ ଆଉ ଏକ ପଦକ୍ଷେପ । ବଲାଙ୍ଗୀର ଓ ବଡ଼ମ୍ବା ଚିନିକଳର ହେବ ପୁନରୁଦ୍ଧାର । ଦୀର୍ଘଦିନ ଧରି ବନ୍ଦ ପଡ଼ିଥିବା ଚିନିକଳର ହେବ ପୁନରୁଦ୍ଧାର । ବଲାଙ୍ଗୀରର ବିଜୟାନନ୍ଦ ସମବାୟ ଚିନି ଶିଳ୍ପ…

ଆସନ୍ତାକାଲିଠୁ ଲଘୁଚାପ ବର୍ଷା; ଏହି ଜିଲ୍ଲାରେ ପ୍ରବଳ କାଚିବ, ମତ୍ସଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଆସନ୍ତାକାଲି…

ନାବାଳିକାକୁ ଘରୁ ଉଠାଇ ନେଇ କଲେ ଦୁଷ୍କର୍ମ, 2 ଦିନ ପରେ ଜଙ୍ଗଲରୁ ଉଦ୍ଧାର

ଦିଗପହଣ୍ଡି: ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ନାବାଳିକାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ କଲେ ଦୁର୍ବୃତ୍ତ । ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଦୁର୍ବୃତ୍ତ ଛାଡ଼ି ପଳାଇଥିଲା । 2…

ସାବଧାନ…! ବନ୍ୟା ଯୋଗୁଁ ଗାଁ ଦାଣ୍ଡରେ ପହଁରୁଛି କମ୍ଭୀର, ଭୟରେ ଗ୍ରାମବାସୀ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ । ବ୍ରାହ୍ମଣୀର ବନ୍ୟା ପାଣିରେ ଗାଁ ଭିତରକୁ ପଶି ଆସିଛନ୍ତି କୁମ୍ଭୀର । ଚଉଦକୁଲାଟ ଅଞ୍ଚଳରେ ଘର ପଛପଟ ବିଲରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ…

ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର

ପିପିଲି:  ଯୁକ୍ତ ଦୁଇ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ । ନାବାଳିକା ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ବଳଙ୍ଗା ଥାନା ବାୟାବର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 3 ଜଣ ଦୁର୍ବୃତ୍ତ ଦେହରେ ନିଆଁ ଲଗାଇ ଦେଇଥିବା…

ଭୁବନେଶ୍ବରରୁ କୋଲକାତା ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ, 9 ଗୁରୁତର

ବସ୍ତା: ଜୁଣବଳଦାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ 30ଜଣ ବସ ଯାତ୍ରୀ ଆହତ ହୋଇଥିବା ବେଳେ 9 ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।…

24ରେ ଆଉ ଏକ ଲଘୁଚାପ; 23ରୁ ପ୍ରବଳ ବର୍ଷିବ, ଆଜି 20 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆସୁଛି ପୁଣି ଏକ ଲଘୁଚାପ । 24ରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୨ ଜୁଲାଇ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ମିଆଁମାର…